ଗୋଟିଏ ବର୍ଷରେ ହିଁ 3 ଟି ପିଲାର ମା ହେଇଗଲେ Bollywood ର ଏହି ଫେମସ ହିରୋଇନ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ନମସ୍କାର ବନ୍ଧୁଗଣ ତେବେ ମିରା ରାଜପୁତ କପୂର ଙ୍କ ଉପରେ ବହୁତ ପ୍ରଶ୍ନ ଉଠୁଛି କି ସେ ଦେଢ଼ ବର୍ଷ ରେ ଦୁଇ ଦୁଇଟି ସନ୍ତାନ ର ମାଆ ହୋଇ ଯାଇଛନ୍ତି ଏବଂ ଯେଉଁଠି ସେ ଏକ ବଡ଼ ସେଲିବ୍ରେଟି ର ସ୍ତ୍ରୀ ହୋଇ ଏହାର ଫାଇଦା ନ ଉଠାଇ ଏବଂ ନିଜର କ୍ୟାରିୟର କୁ ନ ବନେଇ ସେ ନିଜର ପରିବାର କୁ ବଢ଼େଇବା ରେ ବ୍ୟସ୍ତ ଅଛନ୍ତି ଏବଂ ପରିବାର ର ଧ୍ୟାନ ନେଉଛନ୍ତି ଏହା ପାଇଁ ସେ ଅନେକ ଟ୍ରୋଲ ମଧ୍ୟ ହୋଇଛନ୍ତି ।

ତେବେ ମିରା ଙ୍କ ଛଡା ଆଉ ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ଗୋଟିଏ ବର୍ଷ ରେ ତିନି ତିନି ଟି ସନ୍ତାନ ର ମାଆ ହୋଇଛନ୍ତି ତେବେ ସେ ହେଉଛନ୍ତି ବଲିଉଡ ର ବୋଲଡ ଏବଂ ହଟ ଅଭିନେତ୍ରୀ ସନି ଲିୟନି । ତେବେ ସନି ଲିୟନି ଙ୍କ ତିନିତିନି ଟି ସନ୍ତାନ ରେ ସେ ଜଣ ଙ୍କୁ ଆଡପଟ କଲେ ଏବଂ ଆଉ ଦୁଇ ଜଣ ସରଗେସି ଜରିଆରେ ହୋଇଥିଲା । ସନି ୨୦୧୮ ରେ ଜୁନ ମାସ ରେ ଏକ ସୂଚନା ଦେଇଥିଲେ ଏକ ଫୋଟୋ ଜରିଆରେ ସେହି ଫୋଟୋ ରେ ସମ୍ପୂର୍ଣ୍ଣ ପରିବାର ସହିତ ଥିଲେ ଏବଂ ଏହାକୁ ସେ ଇଂଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲେ ।

ତେବେ ସେ ଫୋଟୋ ରେ ଲେଖିଥିଲେ ସ୍ୱାମୀ ଡେନିୟଲ ବେବର, ପୁଅ ଆଷୋର ସିଂହ ବେବର, ନୋହ ସିଂହ ବେବେର ଏବଂ ଝିଅ ନିଶା କୋର ବେବର । ସନି ଙ୍କ ଯାଆଁଳା ପୁଅ ୨୦୧୮ ରେ ସରଗେସି ମାଧ୍ୟମରେ ଜନ୍ମ ହୋଇଛନ୍ତି । ସନି ଲେଖିଛନ୍ତି କି ଭଗବାନ ଙ୍କ ଆଶୀର୍ବାଦ ରୁ ତାଙ୍କ ପରିବାର ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇ ଯାଇଛି । ତେବେ ସନି ଙ୍କ ର ଏହି ଫୋଟୋ କୁ ଦେଖି ଏବଂ ତାଙ୍କ ପରିବାର କୁ ଦେଖି ସମସ୍ତେ ଖୁସି ହେବା ସହ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣେଇ ଥିଲେ ।


ସନି ଏହି ଫୋଟୋ କୁ ପୋଷ୍ଟ କରି ବହୁତ କିଛି ଲେଖିଥିଲେ ସେ ଲେଖିଛନ୍ତି କି ଭଗବାନ ଯୋଜନା ୨୧ ଜୁନ ୨୦୧୭ ର ଦିନ ଥିଲା ଯେବେ ଡେନିୟଲ ଏବଂ ସେ ଜାଣିବାକୁ ପାଇଥିଲେ କି କିଛି ସମୟ ପରେ ସେ ଦୁହେଁ ତିନିଜଣ ସନ୍ତାନ ଙ୍କ ମାତା ପିତା ହେବାକୁ ଯାଉଛନ୍ତି । ତେବେ ଏତେ ଦିନର ସ୍ୱପ୍ନ ନିଜର ଏକ ପରିବାର ବନେଇବାର ଆଜି ସଫଳ ହୋଇ ଯାଇଛି । ଆମେ ଏହି ଦିନ ର ବହୁତ ବର୍ଷ ରୁ ଅପେକ୍ଷା କରିଥିଲୁ ତେବେ ଭଗବାନ ଆମ ପାଇଁ ବହୁତ ବଡ଼ ଯୋଜନା ବନେଇ ଥିଲେ ଏବଂ ଆମକୁ ଏତେ ବଡ଼ ପରିବାର ଦେଲେ ।


ଆମେ ଏହି ତିନି ଜଣ ସୁନ୍ଦର ଛୁଆ ଙ୍କ ସହ ବର୍ତ୍ତମାନ ମାତା ପିତା ହୋଇ ସାରିଛୁ ଏବଂ ଏହା ଆମ ପାଇଁ ବହୁତ ଖୁସିର କଥା ମଧ୍ୟ । ତେବେ ସନି ନିଜର ପିଲାଙ୍କ ସହ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରୁହନ୍ତି ତାଙ୍କର ସବୁ ଫୋଟୋ ଏବଂ ପୋଷ୍ଟ କୁ ଦେଖିବା ପାଇଁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଆମେ ପାର୍ଥନା କରୁଛୁ ସନି ନିଜର ଏହି ସୁଖୀ ପରିବାର ସହ ଖୁସିରେ ରୁହନ୍ତୁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *