Odia Gk- ଗୋଟିଏ ବାଳକର ନାମ କୁହ ଯେଉଁଥିରେ ତାଲା ଓ ଚାବି ଦୁଇଟି ଯାକ ରହିଅଛି ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି । ତେବେ ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ । ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ ।

୧. ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ କେଉଁ ବାର ରେ ପଡିଥିଲା ?
ଉତ୍ତର- ଶୁକ୍ରବାର ।

୨. ବୁଦ୍ଧଗୟା ର କେଉଁ ନଦୀକୂଳରେ ଗୌତମ ବୁଦ୍ଧ ଙ୍କୁ ଆତ୍ମଜ୍ଞାନ ପ୍ରାପ୍ତ ହୋଇଥିଲା ?
ଉତ୍ତର- ନିରଞ୍ଜନା ।

୩. ୧୯୫୬ ମସିହା ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ର ରାଜଧାନୀ ର ନାମ କଣ ଥିଲା ?
ଉତ୍ତର- ନାଗପୁର ।

୪. ତାଜମହଲ ର ଡିଜାଇନ ପ୍ରସ୍ତୁତ କରିଥିବା ମୁଖ୍ୟ ବାସ୍ତୁକାର କିଏ ଥିଲେ ?
ଉତ୍ତର- ଓସ୍ତାଦ ଅହମ୍ମଦ ଲାହୋରୀ ।

୫. ବୋଅର ଯୁ-ଦ୍ଧ ସମୟ ରେ କିଏ ଇଣ୍ଡିଆନ ଆମ୍ବୁଲାନ୍ସ ସଂସ୍ଥା ର ଶୁଭାରମ୍ଭ କରିଥିଲେ ?
ଉତ୍ତର- ମହାତ୍ମା ଗାନ୍ଧୀ ।


୬. ପ୍ରଥମ ଚୀନ ତୀର୍ଥଯାତ୍ରୀ ଫାହିଆନ କାହାର ଶାସନ କାଳ ରେ ଭାରତ ଆସିଥିଲେ ?
ଉତ୍ତର- ଚନ୍ଦ୍ରଗୁପ୍ତ ଦ୍ଵିତୀୟ ।

୭. ବିନ୍ଧ୍ୟାଞ୍ଚଳ ଏବଂ ସାତପୁଡ଼ା ପର୍ବତ ମଧ୍ୟ ଦେଇ କେଉଁ ନଦୀ ପ୍ରବାହିତ ହେଉଛି ?
ଉତ୍ତର- ନର୍ମଦା ।

୮. ଏସିଆ ମହାଦେଶ ରେ ଅବସ୍ଥିତ ମୃତ ସାଗର କେଉଁ ଦୁଇଟି ମହାଦେଶ ମଧ୍ୟରେ ଅବସ୍ଥିତ ?
ଉତ୍ତର- ଜୋର୍ଡାନ-ଇସ୍ରାଏଲ ।

୯. ଭାରତ ର ପ୍ରଥମ ମେଟ୍ରୋ ଟ୍ରେନ ସେବା କେଉଁ ସହର ରେ ଆରମ୍ଭ ହୋଇଥିଲା ?
ଉତ୍ତର- କଲିକତା ।

୧୦. ଭାରତ ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଥିବା ପ୍ରଥମ ବିଦେଶୀ ନାଗରିକ କିଏ ?
ଉତ୍ତର- ଅବଦୁଲ ଗଫର ଖାଁ ।

୧୧. ଭାରତ ର କେଉଁ ସ୍ଥାନରେ ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗର ମିଳିତ ହୋଇଛନ୍ତି ?
ଉତ୍ତର- କନ୍ୟାକୁମାରୀ ।


୧୨. ୧୯୧୧ ମସିହାରେ କିଙ୍ଗ ଜର୍ଜ ପଞ୍ଚମ ଏବଂ କ୍ବିନ ମ୍ୟାରୀ ଙ୍କ ଭାରତ ଭ୍ରମଣ କୁ ମନେ ରଖିବା ପାଇଁ ବମ୍ବେ ଠାରେ କେଉଁ ମନୋମେଣ୍ଟ ନିର୍ମାଣ କରାଯାଇଥିଲା ?
ଉତ୍ତର- ଗେଟ୍ୱେ ଅଫ ଇଣ୍ଡିଆ ।

୧୩. ଜଣେ ବୟସ୍କ ବ୍ୟକ୍ତି ର ଶରୀର ରେ ସମୁଦାୟ ୨୦୬ ଖଣ୍ଡ ହାଡ଼ ଥିବାବେଳେ ଜଣେ କଅଁଳ ଶିଶୁ ର ଶରୀର ରେ ସମୁଦାୟ କେତେ ଖଣ୍ଡ ହାଡ଼ ଥାଏ ?
ଉତ୍ତର- ୩୦୦ ।


୧୪. ଭାରତ ର ଦୀର୍ଘତମ ଏବଂ ପୃଥିବୀ ର ଦ୍ଵିତୀୟ ଦୀର୍ଘତମ ସମୁଦ୍ର ତଟ କଣ ଅଟେ ?
ଉତ୍ତର- ମାରିନା ବିଚ ।

୧୫. ରାମାୟଣ କଥାନୁସାରେ କିଷ୍କିନ୍ଧା ରୁ ବାଳି ଦ୍ୱାରା ବିତାଡ଼ିତ ହେବା ପରେ ସୁଗ୍ରୀବ କେଉଁ ପର୍ବତ ରେ ରହୁଥିଲେ ?
ଉତ୍ତର- ଋଷ୍ୟମୁଖ ପର୍ବତ ।

୧୬. ବାଲ୍ମୀକି ରାମାୟଣ ଅନୁସାରେ ଭଗବାନ ରାମଚନ୍ଦ୍ର କେଉଁ ନଦୀକୂଳରେ ଜଟାୟୁ ଙ୍କ ଅନ୍ତିମ ସଂସ୍କାର କରିଥିଲେ ?
ଉତ୍ତର- ଗୋଦାବରୀ ।


୧୭. ଗୋଟିଏ ବାଳକ ର ନାମ କୁହ ଯେଉଁଥିରେ ତାଲା ଏବଂ ଚାବି ଦୁଇଟି ଯାକ ରହିଅଛି ?
ଉତ୍ତର- ଲକି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *