ଗିରଫ ହେବେ ଯାତ୍ରା ଧଉଳି ଗଣନାଟ୍ୟର ମାଲିକ ! ଗୋଟେ ନୁହେଁ ଅନେକ ଭୁଲ କରିଛନ୍ତି ଧଉଳି ଗଣନାଟ୍ୟ…

ଭୁଲ ପରେ ଭୁଲ କରୁଛି ଧଉଳି ଗଣନାଟ୍ଯ । ଖବର ମୁତାବକ ଧଉଳି ଗଣନାଟ୍ଯକୁ ନେଇ ଅନେକ କିଛି ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି । ଯେଉଁ କାରଣରୁ ଯାତ୍ରା ଧଉଳି ଗଣନାଟ୍ଯର ମାଲିକ ଗିରଫ ହେବେ ବୋଲି ଚର୍ଚା ଧରିଛି । ତେବେ ଖବର ଅନୁଯାଇ ଟ୍ରକ ଉପରେ ଲାଇଟ ବାକ୍ସ, ଲାଇଟ ବାକ୍ସ ସାଥିରେ ପୁଣି ଲୁହା ଗେଟ୍ ଓ ସେହି ଲୁହା ଗେଟ ଉପରେ ଶିଶୁ ଶ୍ରମିକ ମାନେ ବସିଥାନ୍ତି । ତେବେ ଏହି ଭୁଲ ପାଇଁ ଧଉଳି ଗଣନାଟ୍ଯ ବନ୍ଦ ହୋଇଯିବ ବୋଲି ଚର୍ଚା ହେଉଛି ।

ତେବେ ନିକଟରେ ଏତେ ବଡ ଘଟଣା ଘଟିଯାଇଛି । ଯାହାକୁ ନେଇ ସବୁଆଡେ ଚହଳ ସୃଷ୍ଟି ହୋଇଛି । ଯେଉଁ ଘଟଣା ଯୋଗୁ 6 ଟି ଜୀବନ ଚାଲିଗଲା । ହେଲେ ଏତେ ସବୁ ହେଲା ପରେ ମଧ୍ୟ ଧଉଳି ଗଣନାଟ୍ଯର ଯାତ୍ରା ମାଲିକଙ୍କର ଦେଖା ମିଳିନଥିଲା । ଏପରିକି ଦୁର୍ଘଟଣାରେ ଗୁରୁତର ଭାବେ ପୀଡିତ ହୋଇଥିବା ଲୋକ ମାନଙ୍କୁ ଦେଖା କରିବାକୁ ମଧ୍ୟ ଯାତ୍ରା ମାଲିକ ଦେଖା କରିବାକୁ ଯାଇନଥିଲେ । ଯେଉଁ ଶ୍ରମିକ ମାନେ ଦିନ ରାତି ଏକ କରି ଯାତ୍ରା ଧଉଳି ଗଣନାଟ୍ଯ ପାଇଁ କାମ କରୁଥିଲେ ।

ହେଲେ ତାଙ୍କର ଏପରି ଦୁଃଖ ସମୟରେ ତାଙ୍କର ସାଥ ଦେଇନଥିଲେ ଧଉଳି ଯାତ୍ରା ପାର୍ଟିର ମାଲିକ । ଅପର ପକ୍ଷରେ ରାଜ୍ୟ ସରକାର ଦୁର୍ଘଟଣାରେ ମୃତ ଓ ପୀଡିତ ହୋଇଥିବା ଲୋକଙ୍କୁ ଆର୍ଥିକ ରାଶି ପ୍ରଦାନ କରି ସହାୟତାର ହାତ ବଢାଇଥିଲେ । ତେବେ ଧଉଳି ଗଣନାଟ୍ଯର ଯାତ୍ରା ପାର୍ଟି ବର୍ଷ ସାରା ଯାତ୍ରା କରି କରି ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଛି । ହେଲେ ଯାତ୍ରା ପାର୍ଟିର ମାଲିକଙ୍କର ଏହି ସବୁ ଅବହେଳା ଓ ଦାୟିତ୍ଵହୀନ ଗୁଣ କାରଣରୁ ଯାତ୍ରା ପାର୍ଟିକୁ ଶୀଘ୍ର ବନ୍ଦ କରିଦିଆଯାଉ ବୋଲି ସାଧାରଣରେ ଜୋରସୋର ଚର୍ଚା ହେବାରେ ଲାଗିଛି ।

ତେବେ ନିକଟରେ ଧଉଳି ଗଣନାଟ୍ଯର ଯାତ୍ରା ପାର୍ଟି ଗାଡିରେ ଯାତ୍ରା ଜିନିଷ ଓ କିଛି ଶ୍ରମିକ ଯାଉଥିବା ବେଳେ ବଡ ଏକ ମର୍ମ୍ଦୁନ୍ତ ଘଟଣା ଘଟି ଯାଇଥିବାରୁ ଯାତ୍ରା ପାର୍ଟି ବନ୍ଦ ହୋଇଯିବ ବୋଲି ଲୋକେ କହିବାରେ ଲାଗିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *