କିଏ ମ-ଆରିଲା ମନ୍ତ୍ରୀ ନବ ଦାସଙ୍କୁ, କାହିଁକି ମ-ଆରିଲା ନବ ଦାସଙ୍କୁ, guli କରିବା ସମୟରେ କିଏ ଥିଲା ପଛରେ । କୁହା ଯାଉଛି ମନ୍ତ୍ରୀ ନବ ଦାସଙ୍କୁ guli କରିଛି ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାସ । ଏଥିରେ ସ୍ପର୍ଷ୍ଟ ଜଣା ପଡୁଛି ନବ ଦାସଙ୍କୁ guli କରା ଯାଇଛି । ହେଲେ କିଏ ସେ guli କରିଛି ତାହା ଏହି ଭିଜୁଆଲରେ ନାହିଁ । ମନ୍ତ୍ରୀ ନବ ଦାସଙ୍କୁ ପ୍ରି ପ୍ଳାନ କରି guli କରି ଦିଆ ଯାଇଛି କି ।
କାରଣ guli କରିବା ସମୟରେ କେବଳ ଏତିକି ଭିଜୁଆଲ କଏଦ ହୋଇଛି । ହେଲେ ପଛରେ ଥାଇ କିଏ guli କରିଛି ତାହା ସ୍ପର୍ଷ୍ଟ ଜଣା ପଡି ନାହିଁ । କିନ୍ତୁ ପୂର୍ବତ୍ତମ ଏଏସଆଇ ଗୋପାଳ କୃଷ୍ଣ ଦାସ ସେ ନିଜେ guli କରିଛି ବୋଲି ବ୍ରଜରାଜ ନଗର ଏସଡିପିଓ କହିଛନ୍ତି । ଅନ୍ୟ ପକ୍ଷେ ଗୋପାଳ କୃଷ୍ଣ ଦାସଙ୍କ ଧର୍ମପତ୍ନୀ କହିଛନ୍ତି, ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ସହ କୌଣସି ଶତ୍ରୁତା ନଥିଲା ।
ତା ହେଲେ କାହିଁକି ନବ ଦାସଙ୍କ ଉପରେ guli ଚଲେଇଲେ ପୂର୍ବତ୍ତନ ଏଏସଆଇ ଗୋପାଳ କୃଷ୍ଣ ଦାସ । ନା ଏହା ପଛରେ ଆଉ କିଏ ରିମୋଟକୁ କଣ୍ଟ୍ରୋଲ କରୁଥିଲା । guli ଚଳେଇବାରେ କଣ କାରଣ ଥାଇ ପାରେ । ବର୍ତ୍ତମାନ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ର-ଆ ଇମ ବ୍ରାଞ୍ଚ । ଅନ୍ୟ ପକ୍ଷେ ଗୋପାଳ କୃଷ୍ଣ ଦାସଙ୍କ ଭାଇକୁ ଉଠାଇ ନେଇଛି କ୍ର-ଆ ଇମ ବ୍ରାଞ୍ଚ । ତେବେ କାହିଁକି ଉଠାଇ ନେଇଛି କ୍ର-ଆ ଇମ ବ୍ରାଞ୍ଚ ।
କ୍ର-ଆ ଇମବ୍ରାଞ୍ଚକୁ କିଛି ଠୋସ ପ୍ରମାଣ ମିଳିଛି କି । କୁହା ଯାଉଛି ଗୋପାଳ ଦାସ ଭାଇଙ୍କ ଠାରୁ କିଛି ଠୋସ ପ୍ରମାଣ ମିଳିଛି । ତେବେ କଣ ସେହି ପ୍ରମାଣ କ୍ର-ଆ ଇମବ୍ରାଞ୍ଚ ହାତରେ ଲାଗିବ ତ । ନବ ଦାସ ଗାଡିରେ ଆସିବା ବେଳେ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଫୁଲ ମାଳ ଥିଲା । ଆଉ ମୋବାଇଲରେ ସମର୍ଥକ ମାନେ ଭିଡିଓ ଉତ୍ଥଳନ କରୁଥିଲେ । ହେଲେ କିଏ ସେ guli କରିଛି ତାହାର ଭିଡିଓ ସାମ୍ନାକୁ ଆସି ନାହିଁ ।
ଏପଟେ କ୍ର-ଆ ଇମ ବ୍ରାଞ୍ଚ ବ୍ରହ୍ମପୁର ଜଳେଶ୍ଵର ପୁରକୁ ଯାଇ ଗୋପାଳ କୃଷ୍ଣ ଦାସଙ୍କ ପରିବାର ସହ ପଚରା ଉଚରା କରୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।