ଗୋପାଳକୁ ଭେଟିବାକୁ ଚୌଦ୍ବାର ଜେଲ ଆସିଲେ ସାରଥି ବାବା । ଆଜ୍ଞା ହଁ ସୋସିଆଲ ମିଡିଆରେ ଏହି ଭଳି କିଛି ମଜାଦାର ମିମ୍ସ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଖବର ଅନୁସାରେ ଚାଲିଛି 24 ଘଣ୍ଟିଆ କଡା ସୁରକ୍ଷା ଆଉ ଲାଗିଛି ସିସିଟିଭି ଜେଲ ର ଚାରି କାନ୍ଥରେ । ଅନୁତାପ କରୁଛନ୍ତି ASI ଗୋପାଳ ଦାସ । ଗୋପାଳ ଙ୍କୁ ଜଗିବା ପାଇଁ ସ୍ଵତନ୍ତ୍ର କମିଟି ଗଠନ କରା ଯାଇଛି ।
5 ଟି ସେଲ ବିଶିଷ୍ଟ କୋଠରୀରେ କେବଳ ଗୋପାଳ ଦାସ ହିଁ ରହିବାର ବ୍ୟବସ୍ଥା କରା ଯାଇଛି । ବର୍ତ୍ତମାନ ପାଇଁ 3 ନମ୍ବର ସେଲ ରେ ରହୁଛନ୍ତି ଗୋପାଳ । ଆଉ ଏହି 3 ନମ୍ବର ସେଲ ପାଲଟିଛି ଗୋପାଳ ଙ୍କ ପାଇଁ ନୂଆ ଠିକଣା । କିନ୍ତୁ ପୂର୍ବରୁ ଏହି ସେଲ ରେ ରହୁଥିଲେ ସାରଥି ବାବା । ଯାହାଙ୍କୁ ଆଣ୍ଠୁଆ ଗୋପାଳର ଆଖ୍ୟା ଦିଆ ଯାଇଥିଲା ।
ଆଉ ବର୍ତ୍ତମାନ ସାରଥି ଏନକେ ସେଲ ରେ ଗୋପାଳ ରହିଛନ୍ତି ବୋଲି ଜଣା ପଡିଛି । ତେବେ ନବ ଦାସ ଙ୍କ ସହ ଗୋପାଳ 3-4 ଟି କାରଣକୁ ନେଇ ଯୁକ୍ତି ତର୍କ ହୋଇଥିବା ଜଣା ପଡିଥିଲା । ପ୍ରଥମ କାରଣ ହେଉଛି ଟ୍ରାଫିକ ଡିଉଟି କଳା ବେଳେ ନବ ଦାସ ଙ୍କ ଗାଡି ଅଟକାଇ ଥିଲେ ଗୋପାଳ । ଆଉ ସେଠାରେ ଗୋପାଳ ଙ୍କୁ ସମସ୍ତଙ୍କ ସାମ୍ନାରେ ନବ ଦାସ mada ମା-ରି ଥିବାର ଚର୍ଚ୍ଚା ହେଉଛି ।
ଅନ୍ୟ କାରଣତି ହେଉଛି ଗୋପାଳ ନିଜର ଏକ ଘନିଷ୍ଟ ବ୍ୟକ୍ତିଙ୍କୁ ଚାକିରି ଦେବା ପାଇଁ ନବ ଦାସ ଙ୍କୁ ବାରମ୍ବାର ଗୁହାରି କରିଥିଲେ କିନ୍ତୁ ଗୋପାଳ ଙ୍କ ଅନୁରୋଧ କୁ ଆଦୌ ଶୁଣି ନଥିଲେ ନବ ଦାସ । ବରଂ ତାଙ୍କୁ ଖରାପ ବ୍ୟବହାର କରିଥିଲେ । ବ୍ରହ୍ମପୁର ବାସିନ୍ଦା ଗୋପାଳ ଝାରସୁଗୁଡା ରେ ଦୀର୍ଘ ଦିନ ହେଲା ଚାକିରି କରିବା ପରେ ନିଜ ଜିଲ୍ଲାକୁ ବଦଳି ପାଇଁ ଚାହୁଁଥିଲେ ।
ଏଥିପାଇଁ ନବ ଦାସ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା ବୋଲି କହିଛନ୍ତି । ଏହାକୁ ନେଇ ଗୋପାଳ ମନରେ କୁହୁଲୁ ଥିଲା ନିଆଁ । ତେବେ କୁହା ଯାଉଛି ପଲିଗ୍ରାଫ ଟେଷ୍ଟ ଓ ନାରକୁ ଟେଷ୍ଟ ପରେ କ୍ର-ଆ ଇ-ମ ବ୍ରାଞ୍ଚ ହାତରେ ଲାଗିଛି ଗୁଳି କାଣ୍ଡର ଅସଲ କାରଣ । କିନ୍ତୁ ମାମଲାର ଗମ୍ଭୀରତା କୁ ଦୃଷ୍ଟି ରେ ରାଖୀ କାରଣ ର ଖୁଲାସ ହୋଇନାହିଁ ।