ଆସିଲା ଏକ ବଡ ଖବର ! ଗୋପାଳ ଦାସ କାଲି ଜେଲରୁ ବାହାରିବ, କ’ ଣ ରହିଛି ଏହା ପଛର କାରଣ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଲି ବାହାରିବ ଗୋପାଳ ! ଖବର ଅନୁଯାଇ ବହୁ ଚର୍ଚିତ ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ମାମଲାରେ କିଛି ଦିନ ଥଣ୍ଡା ପଡିଯିବା ପରେ ପୁଣି ଥରେ ଏହି ପ୍ରସଙ୍ଗ ମୁଣ୍ଡ ଟେକିଲାଣି । ଲୋକ ମାନେ ଚର୍ଚା କରିବାକୁ ଲାଗିଲେଣି ଗୋପାଳ ଦାସ କୁଆଡେ ଜେଲରୁ କାଲି ବାହାରିଯିବ । ନବ ଦାସଙ୍କୁ କିଛି ବ୍ୟକ୍ତିଗତ କାରଣରୁ ଗୋପାଳ ଦାସ ଗୁଳିମାଡ କରିଥିଲା । ହେଲେ ପ୍ରକୃତରେ ଗୋପାଳ ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ସ୍ଵାସ୍ଥମନ୍ତ୍ରୀଙ୍କୁ ଗୁଳି ମାଡ କରିଥିଲା ।

ନା ତାହା ପଛରେ ଆଉ କେଉଁ ଷଡଯନ୍ତ୍ରକାରୀଙ୍କ ହାତ ରହିଥିଲା । ଏହି ଘଟଣାକୁ ଏତେ ମାସ ବୀତିଗଲା ପରେ ଘଟଣା ଉପରେ ପରଦା ଉପରୁ ପରଦା ଉଠିପାରୁନାହିଁ । କି ସତ୍ୟ କିଛି ସ୍ପଷ୍ଠ ହୋଇପାରୁନାହିଁ । ଗୋପାଳକୁ ନେଇ ଅନେକ କିଛି ପରୀକ୍ଷା, ଟେଷ୍ଟ କରାଯିବା ଗୋପାଳ ଉପରେ ଏତେ ତଦନ୍ତ ପଚରାଉଚରା କରଯାଇଥିଲା । ହେଲେ କ୍ରାଇମବ୍ରାଞ୍ଚ ପାଖରୁ ସେପରି କିଛି ଥୋସ ପ୍ରମାଣ ଲାଗିପାରିନଥିଲା ।

ହେଲେ ଏହାର ମଧ୍ୟରେ ବିରୋଧୀ ଦଳ ତଥା ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛି । କ୍ରାଇମବ୍ରାଞ୍ଚ ଝାରସୁଗୁଡା କୋର୍ଟରେ ଗୋପାଳର ସମସ୍ତ ତଥ୍ୟର ଚାର୍ଜସିଟ ଦାଖଲ କରାଯାଇଛି । ହେଲେ ସେହି ଚାର୍ଜସିଟକୁ ଦେଖି ବିଜେବି ଦଳ ସନ୍ତୋଷ ପ୍ରକାଶ କରୁନାହାନ୍ତି । କାରଣ ବିଜେପିର କହିବା ଅନୁଯାଇ ଗୋପାଳ ଉପରେ ସଂଗ୍ରହ କରାଯାଇଥିବା ସଠିକ ତଥ୍ୟ କିନ୍ତୁ ଚାର୍ଜସିଟରେ ଉଲ୍ଲେଖ ହୋଇନାହିଁ ।

ନିଜର ଦୋଷ ଲୁଚାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମକୁ ହାତ ମୁଠାରେ ରଖିଛନ୍ତି ରାଜ୍ୟ ସରକାର । ତେବେ ଏପରି ଅନେକ କିଛି ପ୍ରଶ୍ନ ଉପରେ ପ୍ରଶ୍ନର ବାଣ ବିରୋଧୀ ସରକାରଙ୍କ ନିମନ୍ତେ ରଖିଛି । ହେଲେ ଏହାର କଡା ଜବାବ ଦେବାକୁ ପ୍ରମିଳା ମଲିକ କହିଛନ୍ତି । ବିରୋଦ୍ଧି ତ ଅନେକ କିଛି କଥା କହିବେ । ହେଲେ ଯିଏ ଦୋଷୀ ତାହାକୁ ତ ଉପଯୁକ୍ତ ଦଣ୍ଡ ନିହାତି ମିଳିବ ।

ତେବେ ବିରୋଧୀ ଓ ରାଜ୍ୟ ସରକାରଙ୍କର ଏପରି ମୁହାଁମୁହିଁ କଥାକୁ ନେଇ ସାଧାରଣ ଲୋକ ଅନୁମାନ କରିସାରିଲେଣି । ଯାହା ବି ହେଇଯାଉ ନା କାହିଁକି ଗୋପାଳ ଦାସ ତ କାଲି ଜେଲରୁ ଫେରିବ । ଯାଇ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *