Gopal Das ଙ୍କ ଘର, ସମ୍ପତ୍ତି ଓ ପରିବାର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ନବ ଦାସ ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ନିଶ୍ଚୟ ଜାଣିଥିବେ । ନବ ଦାସଙ୍କୁ ହତୟଆ କରିବା ପରେ ଗୋପାଳ ଏବେ ଚୌଦ୍ଵାର ଜେଲରେ ଅଛନ୍ତି । ପ୍ରଥମେ ତାଙ୍କୁ ଝାରସୁଗୁଡା ଜେଲରେ ରଖାଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ତାଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ତାଙ୍କୁ ଚୌଦ୍ଵାର ଜେଲକୁ ସ୍ଥାନାନ୍ତରିତ କରା ଗଲା । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋପାଳ ଦାସଙ୍କ ପରିବାର ଏବଂ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବିଚ ରାସ୍ତାରେ ଜନସାଧାରଣଙ୍କ ଆଗରେ ହତୟଆ କରିଛି ଗୋପାଳ ଦାସ । ଏହି ଏଏସଆଇ ଗୋପାଳ ଦାସଙ୍କର ସମ୍ପତ୍ତି କେତେ ଆଉ ସେ କେତେ ଟଙ୍କା ମାସକୁ ଦରମା ପାନ୍ତି ସବୁ କିଛି ଆପଣ ମାନଙ୍କୁ ଆମେ କହିବୁ ।

ଏଏସଆଇ ଗୋପାଳ ଦାସଙ୍କ ଅସଲି ନାମ ହେଉଛି ଗୋପାଳ କୃଷ୍ଣ ଦାସ । ପ୍ରଥମେ ସେ ପାଠ ପଢା ଶେଷ କରିବା ପରେ କନଷ୍ଟେବଳ ଭାବେ ସେ ଚାକିରି କରିଥିଲେ । ତାଙ୍କର ଘର ରହିଛି ବ୍ରହ୍ମପୁର ସହରରେ । ଚାକିରି ଜୀବନରେ କନେଷ୍ଟବଳ ଭାବେ କିଛି ଦିନ କାମ କରିବା ପରେ ତାଙ୍କର ପ୍ରମୋଶନ ହୋଇଥିଲା । ପ୍ରମୋଶନ ହେବା ପରେ ସେ ଝାରସୁଗୁଡାରେ ଏଏସଆଇ ପଦବୀ ପାଇଥିଲେ ।

12 ବର୍ଷ ଧରି ବ୍ରଜରାଜ ନଗର ଫାଣ୍ଡି ଦାୟିତ୍ଵରେ ଥିଲେ ଏଏସଆଇ ଗୋପାଳ କୃଷ୍ଣ ଦାସ । ଗୋପାଳଙ୍କ ସ୍ତ୍ରୀଙ୍କ ନାମ ହେଉଛି ଜୟନ୍ତୀ ଦାସ ଏବଂ ତାଙ୍କ ପୈତୃକ ଘର ରହିଛି ବ୍ରହ୍ମପୁର ଠାରେ । ଗୋପାଳ ଦାସଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ । ନବ ଦାସଙ୍କର ଜଣେ ବଡ ଭାଇ ଅଛନ୍ତି । ତାଙ୍କ ପତ୍ନୀ ଜୟନ୍ତୀ ଦାସ ଗଣମାଧ୍ୟମ ଆଗରେ କହିଛନ୍ତି ତାଙ୍କ ସ୍ଵାମୀ ଗୋପାଳ ଦାସଙ୍କ ମାନସିକ ବିକାର ଥିଲା ।

ହେଲେ ଏ ସମ୍ପର୍କରେ କୌଣସି ପୋଲିସ କର୍ମୀଙ୍କୁ ସୂଚନା ନଥିଲା । ଯାହାଫଳରେ ମାନସିକ ବିକରତା ହେତୁ ନବ ଦାସଙ୍କୁ ହତୟଆ କରିଛି । ଜଣେ ଏଏସଆଇର ମାସିକ ଦରମା ହେଉଛି 60-65 ହଜାର ଟଙ୍କା । ମିଡିଆ ରିପୋର୍ଟସ ଅନୁସାରେ ଗୋପାଳ ଦାସର ମୋଟ ସମ୍ପତ୍ତି ହେଉଛି 2 ରୁ 3 କୋଟି ଟଙ୍କା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *