ଏମିତି ବି ଆସେ ମୃତ୍ୟୁ ! ଆଶ୍ଚର୍ଯ୍ୟ, ଗୀତ ଗାଉ ଗାଉ ଚାଲିଗଲା ଜୀବନ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ସ୍ଟେଜ ଉପରେ ଗୀତ ଗାଉଛନ୍ତି ଆଉ ଗୀତ ଗାଉ ଗାଉ ସେ ନିଜ ପ୍ରାଣ ହାରିଛନ୍ତି ।

ଏହି ବ୍ୟକ୍ତି ଜଣକ ସାଧାରଣ ମଣିଷ ନୁହେଁ ଏ ହେଉଛନ୍ତି ମାଲାୟଲମ ସଙ୍ଗୀତର ଲୋକପ୍ରିୟ ଚେହେରା ଏଡଭବସି । କେରଳର ଆଛା ପୁଲା ଠାରେ ବ୍ଲୁ ଡାଇମଣ୍ଡ ଅର୍କେଷ୍ଟ୍ରା ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ । ସ୍ଟେଜ ଉପରକୁ ଯାଇ ସେ ଗୀତ ଗାଉଥିଲେ ହେଲେ ଗୀତ ଗାଇବା ସମୟରେ ସେ ନିଜ ଶେଷ ନିଶ୍ଵାସ ସେହି ସ୍ଟେଜରେ ତ୍ୟାଗ କରିଥିଲେ ।

ଗୀତ ଗାଇବା ସମୟରେ ସେ ମୃତ୍ୟୁ ବରଣ କରିଥିଲେ ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ପହଞ୍ଚି ଥିଲେ । ସ୍ଟେଜ ଉପରକୁ ଯାଇ ଏକ ଲୋକପ୍ରିୟ ଗୀତ ‘ମାନା ହୁ ତୁମ କୋ ହସିନା’ ଗୀତ ଗାଉଥିଲେ । ଗୀତଟି ଶେଷ ହେବା ପରେ ଏମିତି କିଛି ଘଟି ଯାଇଥିଲା ଯାହା ସେଠାକାର ଦର୍ଶକ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କାରଣ ଗୀତ ଗାଇବା ପରେ ସେ ସ୍ଟେଜ ଉପରେ ଟଳି ପଡି ଥିଲେ । ଏପରି ଘଟିବା ପରେ ଏହି ପ୍ରୋଗ୍ରାମଟି ସଙ୍ଗେ ସଙ୍ଗେ ବନ୍ଦ ହୋଇଯାଇଥିଲା । ଆଉ ଏହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *