ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ମୃତ ପରିଜନଙ୍କ ଫୋଟୋ ଆମେ ଘରେ ଲଗାଇ ଥାଉ । ଏହାକୁକାଉ କିଛି ଲୋକ ମାନେ ମାନିନ୍ତିଥାନ୍ତି ତ ଆଉ କିଛି ଲୋକେ ଏହାକୁ ସ୍ଵୀକାର କରନ୍ତି ନାହି । ଏମିତି କିଛି ଲୋକେ ଅଛନ୍ତି ଯେଉଁ ମାନେ ମୃତ ପରିଜନଙ୍କର ଏମିତି କିଛି ଜିନିଷ ନିଜ ପାଖରେ ସାଇତି ରଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ମୃତ ପରିଜଙ୍କ ଫୋଟୋ ଘରେ ରଖିବା ଉଚିତ କି ନୁହଁ ସେହି ବିଷୟରେ କହିବାକୁ ଯାଉଛୁ ।
ଧାର୍ମିକ ପୂରଣ ଅନୁସାରେ ଯଦି ମୃତ ବ୍ୟକ୍ତି ଆପଣଙ୍କର ମାତା ପିତା ହୋଇଥିବେ ତେବେ ତାଙ୍କ ଫୋଟୋ ଘରେ ଲଗାଇବା ଭୁଲ ହେବ ନାହି । ତେବେ କାରଣ ଯଦି ଆପଣଙ୍କ ଉପରେ କିଛି ବିପଦ ଆସିବାର ଥାଏ ତେବେ ମୃତ ପରିଜନ ଆମକୁ ସୁଚିତ ବା କିଛି ସଂକେତ ଦେଇଥାନ୍ତି । ଏହା ଛଡା ଯଦି ଆପଣ ମୃତ ପରିଜନକ ଫୋଟୋ ପାଖରେ ଧୂପ ଦୀପ ଲଗାନ୍ତିନତି ତେବେ ତାହା ଭୁଲ ହେବ ନାହି ।
ତେବେ ଯଦି ଆପଣ କୌଣସି ସମସ୍ୟାରେ ରହିଥାନ୍ତି ତେବେ ଆପଣ ମୃତ ପରିଜନଙ୍କୁ ସ୍ମରଣ କରିଲେ ସେ ଆପଣଙ୍କ ସ୍ଵପ୍ନରେ ଆସି ସେଥିରୁ କିପରି ମୁକ୍ତି ପାଇବେ ତାହା ସୂଚିତ କରାଇ ଥାନ୍ତି । ଯଦି ଆପଣ ମୃତ ପରିଜନଙ୍କୁ ପ୍ରାର୍ଥନା କରିବେ ଯେ ସେ ଆପଣଙ୍କ ଜୀବନରେ ସାମିଲ ହୁଅନ୍ତୁ ତେବେ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ ।ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇପାରେ ।
କିଛି ନିୟମ ଅନୁସାରେ ଘରେ ମୃତ ପରିଜନକ ଫୋଟୋ ରଖିବା ଅନୁଚିତ । କାରଣ ଜୀବିତ ଅବସ୍ଥାରେ ପରିଜନ ଆମ ସହ ଜଡିତ ଥିଲେ । ଯଦି ତାଙ୍କର ମୃତ୍ୟୁ ପରେ ଆମେ ତାଙ୍କ ଫୋଟୋ ଘରେ ରଖିବା ତେବେ ସେମାନେ ସଦଗତି ପାଇ ପାରିବେ ନାହି ବା ପୃଥିବୀ ଲୋକକୁ ଛାଡି ମୋକ୍ଷ ପାଇ ପାରିବେ ନାହିଁ । କିଛି ଲୋକ ମାନେ ମୃତ ବ୍ୟକ୍ତିଙ୍କ ଫୋଟୋ ପୂଜା ଘରେ ଲଗାଇଥାନ୍ତି ।
କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କରିବା ଅନୁଚିତ।ତେବେ ହିନ୍ଦୁ ଧର୍ମ ଅନୁସାରେ ମୃତ ବ୍ୟକ୍ତିର ଆତ୍ମା ଅନ୍ୟ ଶରୀରରେ ମୃତ୍ୟୁ ପରେ ସହଜରେ ପ୍ରବେଶ କରି ଅନେକ ସମସ୍ଯା ସୃଷ୍ଟି କରିଥାଏ । ତେଣୁ ଶରୀରର ଦାହ ସଂସ୍କାର କରାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘାର ମୁଖ୍ୟ ଦ୍ଵାରା ମୃତ ବ୍ୟକ୍ତିର ଫୋଟୋ ଲଗାଇବା ଅନୁଚିତ ।
ଏପରି ହେବା ଦ୍ଵାରା ସମାଜରେ ଆପଣଙ୍କର ମାନ ସମାନ ହାନି ହୋଇଥାଏ । ଏହା ଛଡା ମୃତ ବ୍ୟକ୍ତିଙ୍କର ଫୋଟୋ ଆପଣ ଯିବା ଆସିବା ସ୍ଥାନରେ ଲଗାଇବା ଅନୁଚିତ । ଏହା ଛଡା ଘର ପଶ୍ଚିମ ବା ଦକ୍ଷିଣ ଦିଗରେ ମୃତ ବ୍ୟକ୍ତିର ଫୋଟୋ ଲଗାଇବା ଅନୁଚିତ । ଏହା ଦ୍ଵାରା ସମ୍ପତି ହାନି ହୋଇଥାଏ । ଯଦି ପୂଜା ଘର ଉତ୍ତର ପୂର୍ବରେ ରହିଥାଏ ତେବେ ମୃତ ବ୍ୟକ୍ତିର ଫୋଟୋ ପୂର୍ବ ଦିଗରେ ରଖି ପାରିବେ ।
ଯଦି ଆପଣ ଅନ୍ୟ କୌଣସି ଘରେ ପୂର୍ବଜଙ୍କ ଫୋଟୋ ଲଗାଇବେ ତେବେ ଉତ୍ତର ଦିଗରେ ଲଗାଇବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।