ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସମୟ ଆମ ଜୀଵନ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିବାହ କରିଥାଏ । କାରଣ ଯେଉଁ ସମୟ ବିତି ଯାଇଛି ସେ ସମୟ ଆଉ ଥରେ ଫେରି ପାରିବ ନାହିଁ । ସେଥିପାଇଁ ଆମକୁ ସମୟ ର ମୁଲ୍ୟ ବୁଝିବା କୁ ପଡ଼ିଥାଏ । ସମୟ କେତେ ଗୁରୁତ୍ୱ ପୂର୍ଣ ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ । କୌଣସି ବି ସମୟ କୁ ବ୍ୟଥା ରେ ଯିବାକୁ ଦେବା ନାହିଁ। ସମୟ ର ସଦୁପଯୋଗ କରିବା ଆବଶ୍ୟକ ।
ସମୟ ର ସଠିକ ସଦୁପଯୋଗ କଲେ ଜୀଵନ ସୁଖମୟ ହୋଇ ଥାଏ। ତେବେ ଭୁଲ ବ୍ୟବହାର ଦ୍ୱାରା ଜୀଵନ ଖରାପ ହୋଇ ଯାଇଥାଏ । ସଠିକ ସମୟ ଜାଣିବା ପାଇଁ ଆମକୁ ଘଂଟା ର ଆବଶ୍ୟକ ହୁଏ । ଯେଉଁ ମାନଂକୁ ସଠିକ ସମୟରେ ସଠିକ କାମ କରିବାର ଥାଏ ସେମାନେ ସର୍ଵଦା ଘଂଟା ଦେଖିଥାନ୍ତି । ନୀତିଦିନ ଜୀଵନ ରେ କିଛି ଏଭଳି କାମ ରହିଥାଏ । ଯାହା ପାଇଁ ଆମକୁ ସମୟ ଦେଖିବାକୁ ପଡ଼ିଥାଏ ।
ଖାସ କରିକି ଘରର ମହିଳା ମାନଂକୁ ସେମାନଂକୁ ଘରର କାମ ସମସ୍ତ ଙ୍କୁ ଠିକ ସମୟରେ ପ୍ରସ୍ତୁତ କରିବା ଖାଇବା ଔଷଧ ଆଦି ସଠିକ ସମୟରେ ଦେବାକୁ ପଡିଥାଏ ସେଥିପାଇଁ ସେମାନେ ଘଂଟା କଣ୍ଟା ସହ ତାଳ ମିଳେଇ କାମ କରିଥାନ୍ତି । ତେବେ ଆମ ଘର କାନ୍ତ ରେ ଏହି ଟଙ୍ଗା ଯାଇଥିବା ଘଂଟା କହିବାକୁ ଗଲେ ସାମାନ୍ୟ ମେସିନ କିନ୍ତୁ ଏହି ସାମାନ୍ୟ ମେସିନ ରେ ହିଁ ଆମ ଭାଗ୍ୟ ଲୁଚି ରହିଥାଏ ।
ଆମେ ସବୁବେଳେ ସମୟ କୁ ଦେଖିଥାଉ ସମୟ ର ତାଳେ ତାଳେ ଆମେ ମଧ୍ୟ ଗତି କରି ପାରିବୁ ବୋଲି ଏହା ଦ୍ବାରା ଆମେ ଆମ ଜୀବନରେ ଉନ୍ନତି ସଫଳତା ପାଇଁ ପାରିବୁ ବୋଲି ଆମେ ସମୟ ସହିତ ବଦଳି ମଧ୍ୟ ଯାଇଥାଉ । ଆମ ଶାସ୍ତ୍ର ରେ ସବି ଵସ୍ତୁ କୁ ଏକ ନିଶ୍ଚିତ ସ୍ଥାନରେ ରଖିବାର ନିୟମ ରହିଛି । ଯାହା ଦ୍ୱାରା ସେ ଵସ୍ତୁ ଠାରୁ ଆମକୁ ଶୁଭ ଫଳ ମିଳି ପାରିବ । ଘରର ଶାନ୍ତି ମଧ୍ୟ ବଜାୟ ରହିବ।
ସେହି ପରି ସମୟ କହୁଥିବା ଘଂଟା କୁ ମଧ୍ୟ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ । ଏହା ଭିତରେ ଆମ ଭାଗ୍ୟ ଲୁଚି ରହିଥାଏ । ସେଥିପାଇଁ ଘଂଟା କୁ ଏକ ସାମାନ୍ୟ ମେସିନ ଭାବିବା ଉଚିତ ନୁହେଁ । ତେଣୁ ଘଂଟା କୁ ମଧ୍ୟ ବାସ୍ତୁ ଅନୁସାରେ ସଠିକ ଦିଗ ରେ ରଖିବା ଉଚିତ ତେବେ ଆସନ୍ତୁ ଜାଣିନେବା ଏହାର ସଠିକ ଦିଗ କଣ।
ତେବେ ସବୁ ଵସ୍ତୁ କୁ ଏକ ନିର୍ଦ୍ଦିଷ୍ଟ ଦିଗ ରେ ରଖିବା ଦ୍ୱାରା ଆମକୁ ସେଥିରୁ ସକରାତ୍ମକ ଉର୍ଜା ମିଳିଥାଏ ଯାହା ଆମ ଜୀଵନ କୁ ସୁଖମୟ କରିଥାଏ । ଜୀବନରେ ଧନ ର ମଧ୍ୟ ଅଭାବ ରୁହେ ନାହିଁ . ଆମେ ନିଜ ସୁବିଧା ଅନୁସାରେ ଘଂଟା କଣ୍ଟା କୁ ଆଗ ପଛ କରି ରଖିଥାଉ ଯାହାକି ସର୍ଵଦା ଭୁଲ ହୋଇଥାଏ । ଘଂଟା କୁ ସର୍ଵଦା ନିୟମିତ ସଠିକ ସମୟ ରେ ରଖିବା ଉଚିତ । କିନ୍ତୁ କେବେବି ଘଣ୍ଟା କଣ୍ଟା କୁ କେବେବି ପଛକୁ ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଆମ ପରିଶ୍ରମ ର ଉଚିତ ଫଳ ମିଳି ନଥାଏ।
ତେବେ କେବେବି ଘରେ ବନ୍ଦ ରହିଥିବା ଘଂଟା କିମ୍ବା ଭାଙ୍ଗି ଯାଇଥିବା ଘଣ୍ଟା କୁ ଘରେ ରଖିବା ଉଚିତ ନୁହେଁ । ଏହାକୁ ଅଶୁଭ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆମକୁ ଘଂଟା କୁ ଘରର ମୁଖ୍ୟ ଦ୍ୱାରର ସାମ୍ନା ରେ କିମ୍ବା ତଳେ ରଖିବା ଉଚିତ ନୁହେଁ ।
ସର୍ଵଦା ଘରର ଉତ୍ତର ଦିଗ ପୂର୍ବ ଦିଗ ରେ ହିଁ ଘଂଟା କୁ ଲଗାଇବା ଶୁଭ ବୋଲି ମାନ୍ୟତା ରହିଛି । ଏହି ଦୁଇଟି ଦିଗ ରେ ସକରାତ୍ମକ ଉର୍ଜା ରହିଥାଏ । ତେଣୁ ଏହି ଦିଗରେ ଘଂଟା କୁ ରଖିବା ଆବଶ୍ୟକ । ଘଣ୍ଟା କୁ ଭୁଲରେ ବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହି ନିୟମ ମାନିବା ଦ୍ୱାରା ଆମେ ଆମ ଜୀବନରେ ସଫଳତା ହାସଲ କରି ପାରିଥାଉ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।