ଘର ଛାଡି ପଳେଇବେ ସବୁ ମଶା, ବାସ କରନ୍ତୁ ଏହି ଘରୋଇ ଉପାୟ (get rid of Mosquito)

ବନ୍ଧୁଗଣ ନମସ୍କାର ଆଜି ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏକ ରିସର୍ଚ୍ଚ ଅନୁସାରେ ଏହା ଜଣା ପଡ଼ିଛି ଯେ, ଭବିଷ୍ୟତ ରେ ମଶା ମାନଙ୍କ ଦଳ ରୁ ୪୦ ରୁ ୫୦ ପ୍ରତିଶତ ମଶା ଙ୍କ ଦ୍ଵାରା ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କୁ ମଶା କା-ମୁ-ଡି-ବା ଦ୍ୱାରା କୌଣସି ଫରକ ପଡ଼ି ନଥାଏ । କିନ୍ତୁ ପାଠ ପଢିଥିବା ବ୍ୟକ୍ତି ମଶା ଙ୍କ ଠାରୁ ମୁକ୍ତି ପାଇବା ନିମନ୍ତେ ନିଜ ଘରେ ମଶା କଏଲ ଲଗାଇ ଥାଆନ୍ତି ।

କିନ୍ତୁ ଏହାର ଧୂଆଁ ବହୁତ ହା-ନି-କା-ରକ ହୋଇଥାଏ । ଯାହା ଶରୀର କୁ କ୍ଷତି ପହଞ୍ଚାଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ମଶା ମାନଙ୍କ ଠାରୁ ପ୍ରାକୃତିକ ଜରିଆରେ ମୁକ୍ତି ପାଇ ପାରିବେ ଏବଂ ଏହାଦ୍ବାରା ଆପଣଙ୍କୁ କୌଣସି କ୍ଷତି ମଧ୍ୟ ହେବ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଏହି ଉପଚାର କରିବା ପାଇଁ ଯେଉଁ ସାମଗ୍ରୀ ଗୁଡ଼ିକ ର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ପ୍ରଥମ ସାମଗ୍ରୀ ହେଉଛି ନଡ଼ିଲା ତେଲ । ତେବେ ଗୋଟିଏ ପାତ୍ର ରେ ଚାରି ଚାମଚ ନଡ଼ିଆ ତେଲ ନେବେ । ତେବେ ନଡ଼ିଆ ତେଲ କୁ ଆପଣ ସୁବିଧା ରେ ଏବଂ ଆରାମ ରେ ଘରେ ପାଇ ପାରିବେ ।

ତେବେ ଦ୍ଵିତୀୟ ସାମଗ୍ରୀ ହେଉଛି ନିମ ତେଲ ତେବେ ଏହା ଆପଣ ଙ୍କୁ କୌଣସି ବି ଆଖ ପାଖ ଦୋକାନ ରେ ମିଳିଯିବ । ତେବେ ଦୁଇ ଚାମଚ ନିମ ତେଲ ର ପ୍ରୟୋଗ ଏହି ଉପଚାର ରେ ନିଶ୍ଚିତ ଭାବରେ କରାଯିବ ।

ତେବେ ପରେ ପୂଜା ରେ ବ୍ୟବହାର ହେଉଥିବା କର୍ପୂର କୁ ଗୁଣ୍ଡ କରି ସେହି ତେଲ ରେ ଭଲ ଭାବରେ ମିଶାଇ ଦିଅନ୍ତୁ ତେବେ ଏହା ପରେ ଏକ ଦୀପ ନିଅନ୍ତୁ ଏବଂ ଯଦି ମାଟି ଦୀପ ନେଉଛନ୍ତି ତେବେ ପ୍ରଥମେ ତାକୁ ଧୋଇ ଦିଅନ୍ତୁ ଏହା ଦ୍ୱାରା ସେ ତେଲ ଅଧିକ ଟାଣିବ ନାହିଁ । ତେବେ ଦୀପ ରେ ଏକ ବଳିତା ଦେଇ ଯେଉଁ ସ୍ଥାନରେ ମଶା ହେଉଥିବେ ସେହି ସ୍ଥାନରେ ରଖି ଦିଅନ୍ତୁ ଏବଂ ଜାଳନ୍ତୁ ଦେଖିବେ ଆପଣଙ୍କ ଘରେ ଥିବା ସବୁ ମଶା ମରିଯିବେ ଏବଂ ଆପଣଙ୍କ ମନ ମସ୍ତିଷ୍କ ମଧ୍ୟ ଠିକ ରହିବ ଏବଂ କୌଣସି କ୍ଷତି ମଧ୍ୟ ହେବ ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *