ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବହୁତ ଅଧିକ ଖୁସି ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଏହି ଖବରକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବନ୍ଧୁଗଣ ଜଣେ ମହିଳାଙ୍କ ଘରେ ବିଜୁଳି ନଥିଲା ବିଜୁଳିର ବିଲ ଦେବା ପାଇଁ ମହିଳାଙ୍କ ପାଖରେ ଟଙ୍କା ନଥିଲା । ସେହି ମହିଳାଙ୍କ ଘରକୁ ଗଲେ କଲେକ୍ଟର ଆଉ ତା ପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଛତିଶଗଡରେ ଘଟିଛି ଏଠାରେ ଭୀମ ସିଂହ ନାମକ ଜଣେ କଲେକ୍ଟର ସମସ୍ତ ଜାଗାକୁ ଯାଇ ନିରକ୍ଷଣ କରୁଥିଲେ ।
ଗାଁରେ ନିରକ୍ଷଣ କରିବା ସମୟରେ ସେ ଏକ ବୃଦ୍ଧ ମହିଳାକୁ ତାର ଘର ସାମ୍ନାରେ ବସିଥିବାର ଦେଖିଲେ । ଏହା ପରେ କଲେକ୍ଟର ସେହି ମହିଳାଙ୍କ ପାଖକୁ ଯାଇ ପଚାରିଲେ ଆପଣଙ୍କର କଣ ଅସୁବିଧା ହେଇଛି ଯେଉଁଥି ପାଇଁ ଆପଣ ଘର ବାହାରେ ବସିଛନ୍ତି । ମହିଳା ଜଣକ କହିଲେ ମୋର ଛପର ଘରେ ବର୍ଷା ହେବା ମାତ୍ରେ ପାଣି ପଶି ଯାଉଛି । ଏହା ପରେ କଲେକ୍ଟର ସେହି ଛୋଟିଆ ଘରକୁ ଯାଇ ଦେଖିଲେ ।
ହେଲେ ଘର ଅନ୍ଧାର ଥିବାରୁ ତାଙ୍କୁ କିଛି ଦେଖାଗଲା ନାହିଁ କାରଣ ସେହି ଘରେ ବିଜୁଳି ନଥିଲା । ଏହା ପରେ କଲେକ୍ଟର ମହିଳାଙ୍କୁ ଯାଇ ପଚାରିଲେ ଆପଣଙ୍କ ଘରେ ଲାଇନ କାହିଁକି ନାହିଁ । ମହିଳାଙ୍କ ପାଖରେ ଟଙ୍କା ନଥିବାରୁ ସେ ବିଜୁଳି ବିଲ ଦେଇପାରି ଦେଇପାରିଲେ ନାହିଁ । ଏହା ପରେ କଲେକ୍ଟର ସେହି ମହିଳାଙ୍କ ଘରକୁ ବିଜୁଳି ଦେବା ପାଇଁ ନିର୍ଦ୍ଦେଶ ଦେଲେ ।
ଗାଁ ଲୋକ ଏହା ଦେଖି ବହୁତ ଅଧିକ ଖୁସି ହେଲେ ଆଉ ଏବେ ଏହି କଲେକ୍ଟରଙ୍କୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ସମସ୍ତେ କଲେକ୍ଟରଙ୍କ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।