ଯେତେବେଳେ ଗରିବ ବସ୍ତି ପିଲାଙ୍କ ଡ୍ୟାନ୍ସ କରିଦେଲା କମାଲ, ସମସ୍ତେ ଖାଲି ଚାହିଁ ରହିଗଲେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡିଆରେ କିଛି ନ କିଛି ଗୀତ ଟ୍ରେଣ୍ଡ କରୁଥାଏ । କେତେବେଳେ ବଚପନ କା ପ୍ୟାର ହେଉ କିମ୍ବା କେତେବେଳେ ଆଉ କିଛି । ତେବେ ବର୍ତ୍ତମାନ ଲୋକମାନେ ସେହି ଟ୍ରେଣ୍ଡ କୁ ଆପଣାଇ ନାଚିବା ସହ ତାର ଭିଡିଓ ମଧ୍ୟ ବନାଉ ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି । ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି ।

ତେବେ ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି, ଯାହାକୁ ବହୁତ ପସନ୍ଦ କରା ଯାଉଛି ।

ତେବେ ଭୁବନ ବର୍ତ୍ତମାନ ଖୁବ ଲୋକପ୍ରିୟତା ହାସଲ ମଧ୍ୟ କରୁଛନ୍ତି। ତେବେ ସେ ବର୍ତ୍ତମାନ ଏକ ବଡ଼ ଫାଇଭ ଷ୍ଟାର ହୋଟେଲ ରେ କିଛି ଲୋକ ମାନଙ୍କ ସହ ଏବଂ କିଛି ସେଲିବ୍ରେଟି ଙ୍କ ସହ ନାଚ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗୁଛି।ଏହା ଛଡା ଏହି ଗୀତରେ ହଜାର ହଜାର ରିଲ ଭିଡିଓ ମଧ୍ୟ ବନା ଯାଉଛି ତେବେ ବର୍ତ୍ତମାନ ଏହି ଗୀତ ନମ୍ବର ୧ ରେ ଟ୍ରେଣ୍ଡ କରୁଛି।

ତେବେ ଏହି ଗୀତରେ ମାଧୁରୀ ଦୀକ୍ଷିତ ମଧ୍ୟ ନାଚି ଛନ୍ତି ଯାହା ଲୋକ ମାନଂକୁ ଖୁବ ପସନ୍ଦ ମଧ୍ୟ ଆସୁଛି। ଏହା ଛଡା ଏକ ବସ୍ତିର ପିଲା ମାନେ ମଧ୍ଯ ଏହି ଗୀତରେ ଖୁବ ସୁନ୍ଦର ଡାନ୍ସ କରିଛନ୍ତି ଏବଂ ତାଙ୍କ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଲାଗୁଛି।

ତେବେ ଏହି ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗୁଛି। ଏବଂ ତାଙ୍କ ଡାନ୍ସ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *