ଗାଁରେ ଭିକାରୁଣୀ ହେଲେ ସହରରେ ରାଜନନ୍ଦିନୀ, ଗାଁର ଘର ଓ ସହର ଘର ମଧ୍ୟରେ ଆକାଶ-ପାତାଳର ଫରକ, ନିଜେ ଦେଖି ନିଅନ୍ତୁ ଏହି Video

ବନ୍ଧୁଗଣ ଭଲ କରି ଦେଖି ନିଅନ୍ତୁ ଏହି ଭିଡିଓକୁ । ଏ ହେଉଛି ଜଳେଶ୍ଵରରେ ଥିବା ଅର୍ଚ୍ଚନାଙ୍କ ଶାଶୂ ଘର ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ପୈତୃକ ଘର । ଦେଖନ୍ତୁ ଦୂରରୁ ଦେଖା ଯାଉଥିବା ଏହି ଝୁମ୍ପୁଡି ଘର ଆଜ୍ଞା ହଁ ଏ ହେଉଛି ଅର୍ଚ୍ଚନାଙ୍କ ଶାଶୂ ଘର । ଆଉ ଏପଟ ଚିତ୍ର ବି ଭଲରେ ଦେଖନ୍ତୁ । ଏ ହେଉଛି ଅର୍ଚ୍ଚନା ନିଜେ ରହୁଥିବା ଘର । ଯାହା ଆକାଶ ପାତଳର ଫରକ ଆପଣଙ୍କ ସ୍ପର୍ଷ୍ଟ କରିଦେବ ।

ଆଜ୍ଞା ହଁ ଏ ହେଉଛି ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କର ପୈତୃକ ଘର । ଆଉ ଏ ହେଉଛି ଜଗବନ୍ଧୁ ରହୁଥିବା ଘର । ଗୋଟେ ପଟେ ଝୁମ୍ପୁଡି ଘର ଥିବା ବେଳେ ଆଉ ଗୋଟେ ପଟେ ସବୁ ହେଉଛି ଫରେନ ମେଡ । ଏହି ଘରେ ଥିବା ସମସ୍ତ ଜିନିଷ ବିଦେଶରୁ ଆସୁଥିଲା । ଆଉ ଏ ଘର ଦେଖି ଯିଏ କହିବ ବୋଧ ହୁଏ କୋଟି କୋଟି ଟଙ୍କାର ମାଲିକ ହୋଇଥିବ । କେବଳ ସେତିକି ନୁହେଁ କାର ଠାରୁ ଆରମ୍ଭ କରି ଘୋଡା ପର୍ଯ୍ୟନ୍ତ ଆଉ ଘରେ ବୁଲୁ ଥିଲେ ମାଳ ମାଳ କୁକୁର ।

ହେଲେ ଏପଟେ ଦେଖିଲେ ଲାଗିବ ବୋଧ ହୁଏ ସରକାରୀ ଯୋଜନାରେ ରହୁଥିବା ଏହି ଲୋକଟି ଭତ୍ତାଟିଏ ପାଇନି । ଦେଖନ୍ତୁ କେମିତି ଏଠି ଚାଳ ଛପର ଘର ଭର୍ତ୍ତି ହୋଇ ରହିଛି । ଏ ହେଉଛି ଅର୍ଚ୍ଚନାଙ୍କ ଶାଶୂ ଘର ଏ କଥା ଆପଣଙ୍କ ହୋସ ଉଡେଇଦେବ । ଆଉ ଏଠି ସମସ୍ତ କଥା ସ୍ପର୍ଷ୍ଟ ହେବାକୁ ଲାଗିଛି ଯେ, କିଭଳି ଅର୍ଚ୍ଚନା କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

ତାଙ୍କ ଫେସବୁକରେ ସେ ବକରା ଖୋଜୁ ଥିଲେ ଆଉ ତାଙ୍କ ଫେସବୁକରେ ଅଛନ୍ତି ଅନେକ ବଡ ବଡିଆ ଲୋକ । ଆଉ ସେମାନଙ୍କୁ ନିଜ ଆଡୁ ମେସେଜ କରି ସେମାନଙ୍କର ଫୋନ ନମ୍ବର ନେଉଥିଲେ । ଫୋନ ନମ୍ବର ନେବା ପରେ ହୋଟେଲରେ ଡିଲ ଫାଇନାଲ କରୁଥିଲେ । ଅଧିକାଂଶ ସବୁ କିଛି ତାଙ୍କ ଘରେ ହିଁ ହେଉଥିଲା ଆଉ ସେସବୁ କୁ ସେ ସିକ୍ରେଟ କ୍ୟାମେରାରେ କଏଦ କରି ରଖୁଥିଲେ ।

ଏ ସବୁ ଗୁମର ଏବେ ଗୋଟେ ପରେ ଗୋଟେ ଫିଟିବାରେ ଲାଗିଛି କିନ୍ତୁ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ହେଉଛନ୍ତି ସେ ରାଜନେତା ଆଉ କିଏ ହେଉଛନ୍ତି ସେ ବଡ ବଡ ବିଜନେସ ମ୍ୟାନ ଯାହାଙ୍କୁ ନିଜ ଖଟ ପର୍ଯ୍ୟନ୍ତ ଟାଣି ଆନୁଥିଲେ ଅର୍ଚ୍ଚନା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *