Astrology- ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ରେ ଶାସ୍ତ୍ର କୁ ପ୍ରାୟତଃ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନାମ ରୁ ସେହି ବ୍ୟକ୍ତି ର ସ୍ଵଭାଵ ସମ୍ପର୍କରେ ଜଣା ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ରହିଛି ।

ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ଏହି ନାମ କରଣ ବ୍ୟକ୍ତି ର ଜନ୍ମ ସମୟ ,ତିଥି,ବାର ନକ୍ଷେତ୍ର କୁ ବିଚାର କରି କରାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ଝିଅ ମାନେ ଅଛନ୍ତି ଯେଉଁ ମାନେ ବହୁତ ପବିତ୍ର ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମ ଅକ୍ଷରଟି ହେଉଛି ‘B’ । ଏହି ନାମ ରୁ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ସମସ୍ତ ପରିସ୍ଥିତି ରେ ଖୁସି ରେ ରହିବାର ଉପାୟ ମଧ୍ୟ ଜାଣିଛନ୍ତି । ଏହି ନାମ ର ଝିଅ ମାନେ ନିଜ ପତି ଓ ପରିବାର ର ବହୁତ ଯତ୍ନ ନେଇଥାନ୍ତି । ଏମାନେ ସମସ୍ତ ଙ୍କୁ ବହୁତ ଭଲ ପାଇଥାଆନ୍ତି । ଏମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।


୨. ଦ୍ଵିତୀୟ ଅକ୍ଷରଟି ହେଉଛି ‘N’ । ଏହି ନାମ ର ଝିଅ ମାନେ ରୂପ ରେ ଗୁଣ ରେ ବହୁତ ଭଲ ହୋଇଥାନ୍ତି । ଏମାନେ ନିଜର ସୌନ୍ଦର୍ଯ୍ୟ ମାଧ୍ୟମରେ ସମସ୍ତ ଙ୍କୁ ଆକର୍ଷିତ କରିପାରନ୍ତି । ଏହି ନାମ ର ଝିଅ ମାନେ କୌଣସି ବି ପରିସ୍ଥିତି ରେ ଭାଙ୍ଗି ପଡି ନ ଥାନ୍ତି । ଏମାନେ ସବୁବେଳେ ଧର୍ଯ୍ୟ ର ସହିତ ସବୁ କାମ କୁ କରିଥାନ୍ତି । ଧର୍ଯ୍ୟ ର ସହିତ ସବୁ କାର୍ଯ୍ୟ କରୁଥିବାରୁ ଏମାନେ ସବୁ କାର୍ଯ୍ୟ ରେ ସଫଳ ହୋଇଥାନ୍ତି । ଏମାନେ ଦୁଖଃ ହେଉ କିମ୍ବା ସୁଖ ସମସ୍ତ ମୁହୂର୍ତ୍ତରେ ନିଜ ପରିବାର ସହିତ ହିଁ ରହିଥାନ୍ତି । ଏମାନେ ବହୁତ ପବିତ୍ର ହୋଇଥାନ୍ତି ।


୩. ତୃତୀୟ ଅକ୍ଷରଟି ହେଉଛି ‘P’ । ଏହି ନାମ ର ଝିଅ ମାନେ ସ୍ଵଭାଵ ରୁ ବହୁତ ଭଲ ହୋଇଥାନ୍ତି । ଏମାନେ ରୂପ ରେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜେ ଖୁସି ରେ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ବହୁତ ଖୁସି ରେ ରଖିଥାନ୍ତି । ଏମାନେ ସମାଜ ରେ ଜଣେ ସମ୍ମାନୀୟ ନାରୀ ଭାବେ ପ୍ରତିଷ୍ଠିତ ହୋଇଥାନ୍ତି । ଏମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ।


୪. ଚତୁର୍ଥ ଅକ୍ଷର ଟି ହେଉଛି ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କୁ ମଧ୍ୟ ପବିତ୍ର ରୂପରେ ବିବେଚନା କରାଯାଏ । ଏମାନେ ବହୁତ ଲାଜକୁରୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନେ ସମସ୍ତ ପରିସ୍ଥିତି ରେ ମଧ୍ୟ ନିଜ ପରିବାର କୁ ଖୁସି ରଖିବା ନିମନ୍ତେ ସମ୍ପୂର୍ଣ୍ଣ ରୂପରେ ସକ୍ଷମ ହୋଇଥାନ୍ତି ।

୫. ପଞ୍ଚମ ଅକ୍ଷର ଟି ହେଉଛି ‘M’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ଅନ୍ୟ ଙ୍କ ଠାରୁ ଅପେକ୍ଷାକୃତ ଭଲ ହୋଇଥାଏ । ଏମାନେ କେବେବି କୌଣସି ବି ବ୍ୟକ୍ତି ଙ୍କୁ ନିରାଦର କରନ୍ତି ନାହିଁ ଏବଂ ସର୍ବଦା ନିଜ ଜୀବନସାଥୀ ଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରିଥାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *