Bollywood ର ଲୋକପ୍ରିୟ କୋରିଓଗ୍ରାଫର Ganesh Acharya ନିଜ ଝିଅ ସହ ଡ୍ୟାନ୍ସ କରି ହେଲେ ଟ୍ରୋଲ, ଦେଖନ୍ତୁ ବାପ ଝିଅଙ୍କ ଡ୍ୟାନ୍ସ…ଦେଖନ୍ତୁ Video

ବନ୍ଧୁଗଣ, ବାପଝିଅ ଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ବାପଝିଅ ହେଉଛନ୍ତି ବଲିଉଡ ର ନାମିଦାମୀ କୋରିୟଗ୍ରାଫର ଗଣେଶ ଆଚାର୍ଯ୍ୟ ଏବଂ ତାଙ୍କ ଝିଅ । ଗଣେଶ ଆଚାର୍ଯ୍ୟ ଗୋଟିଏ ସମୟର ସବୁଠାରୁ ଫେମସ କୋରିୟଗ୍ରାଫର ଭାବରେ ପରିଚିତ ଥିଲେ । ମାତ୍ର ବର୍ତ୍ତମାନ ସେ ପୁଣିଥରେ ଚର୍ଚ୍ଚା ରେ ଆସିଯାଇଛନ୍ତି । ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ତାଙ୍କ ଝିଅ ସହିତ ଡ୍ୟାନ୍ସ କରି ପ୍ରଶଂସା ର ପାତ୍ର ପାଲଟିଛନ୍ତି ।

ଆପଣ ତାଙ୍କର ଏହି ଡ୍ୟାନ୍ସ ଭିଡିଓ କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଝିଅ ସହିତ ସଙ୍ଗୀତ ର ତାଳେ ତାଳେ ମସଗୁର ହୋଇ ନାଚିଲେ ଗଣେଶ । ଉଭୟ କ୍ୟାମେରା ସାମ୍ନା ରେ ଉତ୍ତମ ଭାବରେ ଡ୍ୟାନ୍ସ କରି ଦର୍ଶକଙ୍କୁ ଦେଖାଇଛନ୍ତି । ଏହି ଭିଡିଓ ବର୍ତ୍ତମାନ ଦିନକୁ ଦିନ ଭାଇରାଲ ହେବା ରେ ଲାଗିଅଛି ।

ତାଙ୍କର ଏହି ଭିଡିଓ ୟୁଟ୍ୟୁବ ରେ ଭାଇରାଲ ହେବା ପରେ ୟୁଜର ମାନେ ପ୍ରାୟ କମେଣ୍ଟ ର ବର୍ଷା କରିବାରେ ଲାଗିଛନ୍ତି । ଏହା ସହିତ ଅନେକ ୟୁଜର ଗଣେଶ ଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।ବଲିଉଡ ର ପ୍ରସିଦ୍ଧ କୋରିୟଗ୍ରାଫର ଗଣେଶ ଆଚାର୍ଯ୍ୟ ଙ୍କୁ କିଏ ବା ନ ଜାଣନ୍ତି ? ସେ ନିଜର ଡ୍ୟାନ୍ସି ଅନ୍ଦାଜ ରେ ଇଣ୍ଡଷ୍ଟ୍ରୀ ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ସବୁବେଳେ ନିଜର ଡ୍ୟାନ୍ସ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ଆଉ ଏବେ ଗଣେଶ ଆଲୋଚନା ରେ ରହିବାର ମୁଖ୍ୟ କାରଣ ତାଙ୍କ ଝିଅ ସହିତ ଏହି ଡ୍ୟାନ୍ସ ଭିଡିଓ ।

ଯାହାକୁ ଗଣେଶ ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ଝିଅ ସହିତ ଗୀତ ର ତାଳେ ତାଳେ ରୋମାଣ୍ଟିକ ହେବାର ନଜର ଆସିଛନ୍ତି । ଏହାକୁ ନେଇ ଲୋକମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି । ବାପଝିଅ ଙ୍କର ଏହିଭଳି ନୃତ୍ୟ କୁ ଦେଖିବା ପରେ ୟୁଜର ମାନେ ବିଶେଷ କରି ଏହାକୁ ଆଦୌ ପସନ୍ଦ କରି ନାହାଁନ୍ତି ।

ଆଉ ଏହା ମଧ୍ୟ କହିଛନ୍ତି ଯେ ବାପଝିଅ ଙ୍କ ମଧ୍ୟରେ ଏପରି ପ୍ରକାର ଡ୍ୟାନ୍ସ ଗ୍ରହଣୀୟ ଯୋଗ୍ୟ ନୁହେଁ । କିଛି ଲୋକେ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଏହାକୁ ବହୁତ ନିନ୍ଦା କରି ନିଜର କମେଣ୍ଟ ମଧ୍ୟ ରଖିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *