ବନ୍ଧୁଗଣ, ଚିଟା ବାଘ ଏବଂ ମାଙ୍କଡ ମଧ୍ୟରେ ଛକାପଞ୍ଝା । ମାଙ୍କଡ କୁ ଖାଇବାକୁ ଚାହୁଁଅଛି ବାଘ । ଏବଂ ସେ ଗଛ ଉପରେ ଚଢିଛି । ମାଙ୍କଡ କିନ୍ତୁ ଧରାଦେଉନାହିଁ । ମାଙ୍କଡ କୁ ଧରିବା ପାଇଁ ଗଛ ଉପରେ ପ୍ରୟାସ ଚାଳାଇଛି ଚିତାବାଘ । ବର୍ତ୍ତମାନ ଜୀବଜନ୍ତୁ ଙ୍କର ଅନେକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବାକୁ ବହୁତ ରୋମାଞ୍ଚକ ଅଟେ । ଏହି ଦୃଶ୍ୟ ଗୁଡିକ ଦେଖିବାକୁ ଖୁବ ମଜାଦାର ଅଟେ ।
କିଛି ଭିଡିଓ ରହିଛି ଯାହା ଆଶ୍ଚର୍ଯ୍ୟ କରିଲା ଭଳି ଅଟେ । ନିକଟରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏଥିରେ ମାଙ୍କଡ କୁ ଆକ୍ରମଣ କରିବାକୁ ଛକିଛି ଚିତାବାଘ । ଗଛ ଉପରେ ଚାଲିଛି ବାଘ ମାଙ୍କଡ ର ଛକାପଞ୍ଝା । ଚିତାବାଘ ଏକ ମାଂସାଳୀ ଜୀବ ଅଟେ ।
ଏହା ମୁଖ୍ୟତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଏବଂ ଇରାନ ର କେତେକ ସ୍ଥାନରେ ଦେଖିବାକୁ ମିଳିଥାଏ । ଚିତାବାଘ ର ଶରୀର ପତଳା ହୋଇଥିବାରୁ ଚିତାବାଘ ଗଛ ଉପରେ ଚଢିପାରେ । ଶିକାର କରିବା ନିମନ୍ତେ ଅଧିକାଂଶ ସମୟ ଗଛ ଉପରେ ଚଢୁଥିବାର ଦେଖାଯାଏ । ତେବେ ଏଭଳି କିଛି ଦେଖିବାକୁ ମିଳିଅଛି ଏହି ଭିଡିଓ ରେ । ମାଙ୍କଡ କୁ ଆକ୍ରମଣ କରିବାକୁ ଗଛ ଉପରେ ଚଢିଯାଇଛି ବାଘ ।
ଶିକାର କରିବାର ଲୋଭ, ମାଙ୍କଡଟି ହାବୁଡରେ ପଡିଗଲେ ଉତ୍ତମ ଭୋଜନ ଟି ହୁଆନ୍ତା । କିନ୍ତୁ ମାଙ୍କଡ ମଧ୍ୟ କିଛି କମ ନୁହେଁ, ସେ ମଧ୍ୟ କେଉଁଠି ଧରାଦେବ ? ନିଜ ଜୀବନ କାହାକୁ ବା ଲୋଭ ନଥାଏ ? ଏହିଭଳି ବାଘ ମାଙ୍କଡ ଭିତରେ ଛକାପଞ୍ଝା ର ଦୃଶ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।
ଡାଳକୁ ଡାଳ ଡେଉଁଛି ମାଙ୍କଡ ଏବଂ ତାକୁ ଫଲୋ କରୁଅଛି ବାଘ । ସେ ମଧ୍ୟ ଏହି ଡାଳରୁ ସେ ଡାଳକୁ ଡେଉଁଛି । ଏହି ଭିଡିଓ କୁ ଦେଖି ଲୋକେ ନାନା ପ୍ରତିକ୍ରିୟା ଦେଇଛନ୍ତି । କିଛି ଲୋକେ ଏହି ଭିଡିଓ ର କ୍ୟାପସନ “କ୍ୟାଚ ମି ଇଫ ୟୁ କ୍ୟାନ” ଲେଖିଥିବା ବେଳେ ଅନ୍ୟ କିଛି ଲୋକ ବାଘ ଭାଗ୍ୟରେ ଆଜି କିଛି ଖାଦ୍ୟ ମିଳିବାର ସୁଯୋଗ ନାହିଁ ବୋଲି ଲେଖିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।