ଯେତେବେଳେ ଫ୍ରୀ ସମୟ ମିଳେ, ମୋତେ ଟାଟୁ କରିବାକୁ ବହୁତ ଭଲ ଲାଗେ… Odia actor tushar

ମୁଁ କେବଳ ମୋ ଝିଅର ଡ୍ରିମ ବଏ ! ହଁ ବନ୍ଧୁଗଣ ଚନ୍ଦନ ନାଁରେ ଯିଏ ଯିଏ ଘରେ ଘରେ ପରିଚିତ ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ କଳାକାର ତୁଷାର । ଯାହାଙ୍କୁ ଆପଣ ତୋ ଅଗଣାର ତୁଳସୀ ମେଗାଧାରାବାହୀକରେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ଗଣ ମାଧ୍ୟମର ଏକ ସାକ୍ଷାତକାରରେ ତୁଷାର ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ତୁଷାର କହିଛନ୍ତି । ଯେ ଆକ୍ଟିଙ୍ଗ ଲାଇନ ପ୍ରତି ମୋର ନିଶା ଥିଲା । ହେଲେ ସେହି ଆକଟିଂକୁ ମୁଁ ମୋ କ୍ଯାରିଅର ଭବିଷ୍ୟତରେ କରିବି ବୋଲି କେବେବି ଭାବିନଥିଲି ।

ହେଲେ ତୋ ଅଗଣା ତୁଳସୀ ମୁଁ ସିରିଏଲରେ ଦର୍ଶକଙ୍କ ମୋ ଚନ୍ଦନ ଚରିତ୍ରଟି ଏତେ ଭଲ ଲାଗିଥିଲା । ସେବେଠାରୁ ମୋତେ ବହୁତ ଲୋକ ଚନ୍ଦନ ନାଁରେ ହିଁ ଜାଣିଛନ୍ତି । ବହୁତ ଲୋକ ତାଙ୍କର ଡ୍ରିମ ବଏ ବୋଲି ମଧ୍ୟ ଭାବି ଦିଅନ୍ତି । ହେଲେ ମୋତେ କିଏ ଡ୍ରିମରେ ଆଣିକି ଡ୍ରିମ ବଏ ଭାବେ ଭାବୁଥିବ କି ନାହିଁ ତ ମୁଁ ଜାଣିନି । ହେଲେ ମୁଁ ମୋ ଝିଅର ଡ୍ରିମ ବଏ । ମୋ ଝିଅ ପାଇଁ ମୋର ବହୁତ ସାରା ସ୍ଵପ୍ନ ମଧ୍ୟ ମନରେ ରହିଛି । ଏବେ ଝିଅ ଛୋଟ ଅଛି ।

ଝିଅ ବଡ ହେଲା ପରେ ମୋ ୱାଇଫ ମଧ୍ୟ ଆଗକୁ ଆକ୍ଟିଙ୍ଗ ଲାଇନରେ କାମ କରିପାରନ୍ତି । କାରଣ ଅର୍ଦ୍ଧାଙ୍ଗିନୀ ସିରିଏଲରେ ମଧ୍ୟ ତାଙ୍କୁ ବହୁତ ଲୋକପ୍ରିୟତା ମିଳିପାରିଥିଲା । ଯଦି ଆଗକୁ ଦର୍ଶକଙ୍କର ଡିମାଣ୍ଡ ରହିବ । ପ୍ରଡ୍ୟୁସର କି ଡ଼ିରେକ୍ଟର ଯଦି ଚାହିଁବେ । ଆମେ ସ୍ଵାମୀ ଓ ସ୍ତ୍ରୀ ଉଭୟ ଏକାଠି ମଧ୍ୟ ଆକଟିଂ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରାଇବୁ । ହେଲେ ଏବେ ମୁଁ ସିରିଏଲ ଅପେକ୍ଷା ଅଧିକ ଯାତ୍ରାରେ କାମ କରୁଛି ।

ଯେତେବେଳେ ମୋର ଟିକେ ଫ୍ରୀ ଥାଏ । ସେହି ସମୟରେ ମୋତେ ଟାଟୁ କରିବାକୁ ବହୁତ ଭଲ ଲାଗେ । କାରଣ ଟାଟୁ କରିବାରେ ମୋର ସୌକୀନ ଅଛି । ତେଣୁ ମୋ ଦେହରେ ବହୁତ ଜାଗାରେ ଟାଟୁ ଦେଖିବାକୁ ମିଳେ । ତେବେ ବନ୍ଧୁଗଣ ଅଭିନେତା ତୁଷାର ଆପଣଙ୍କୁ କିପରି ଲାଗନ୍ତି ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *