ଫିଲ୍ମରେ ରାଜୁ ଭାଇଙ୍କ ଠାରୁ ବଣ୍ଟି ଭାଇଙ୍କ ରୋଲ୍ ବେଶି ଭଲ ଲାଗିଲା, କୁନି ହାସ୍ୟ କଳାକାର Mr Dhenkanalia

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖଇରୀରେ ରାଜୁ ଭାଇଙ୍କ ଠାରୁ ବଣ୍ଟି ଭାଇଙ୍କ ରୋଲ୍ ଅଧିକ ଭଲ ଲାଗିଲା । ଖବର ଅନୁଯାଇ ବହୁ ଶୀଘ୍ର ଓଡିଆ ଫିଲ୍ମ ଖଇରୀ ଫିଲ୍ମ ଆସିବା ପାଇଁ ଯାଉଛି । ଯେଉଁଥିରେ ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି ଓ ରାଜୁଙ୍କ ସମେତ ବହୁ ଓଡିଆ କଳାକାର ନଜର ଆସିବା ପାଇଁ ଯାଉଛନ୍ତି । ଫିଲ୍ମଟି ଟି ସଂପୂର୍ଣ୍ଣ ଓଡିଆ କାହାଣୀ ଖଞ୍ଜା ଯାଇ ପ୍ରସ୍ତୁତ କରାଯାଇଛି । ସେଥିରେ ବହୁ ହାସ୍ୟ ଅଭିନେତା ନଜର ଆସିବା ପାଇଁ ଯାଉଛନ୍ତି ।

ଯେଉଁ ମାନଙ୍କୁ ଯୂଟ୍ଯୂବ ଭଳି ସୋସିଆଲ ମିଡିଆରେ ଦର୍ଶକଙ୍କର ବହୁ ଭଲ ପାଇବା ଆଗରୁ ମିଳିଆସିଛି । ତେବେ ଯୂଟ୍ଯୂବରେ ବହୁତ ସାରା ଲୋକପ୍ରଶଂଷା ସାଉଣ୍ଟିଥିବା MR ଢେଙ୍କାନାଳିଆ ନାମରେ ଅତି ସୁପରିଚିତ କୁନି କଳାକାର ମଧ୍ୟ ଖଇରୀ ଫିଲ୍ମ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସମସ୍ତଙ୍କର ଅତି ପ୍ରିୟ MR ଢେଙ୍କାନାଳିଆ ମିଡିଆ ସାମ୍ନାରେ ପ୍ରତିକ୍ରିୟା ଦେବା ସମୟରେ ଟିକେ ଥରହର ହୋଇଯାଇଥିଲେ । ଏମିତିକି ବାଇଟ ମଝିରେ ମଝିରେ ମିଡିଆର ପ୍ରଶ୍ନ ଶୁଣି ନର୍ଭସରେ କହିଥିଲେ ।

ଯେ ମୁଁ ଆପଣ କଣ କହୁଛନ୍ତି କି ବୁଝି ପାରୁନି । ହେଲେ ସବୁ ପରେ କିନ୍ତୁ ଅପକମିଙ୍ଗ ମୁଭି ଖଇରୀ ଫିଲ୍ମର ଟ୍ରେଜରଟି ବହୁତ ଲାଗିଲା ବୋଲି ସେ ମିଡିଆ ସାମ୍ନାରେ ବାଇଟରେ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମରେ ସମସ୍ତ କଳାକାର ବହୁତ ଭଲ ଅଭିନୟ କରିଛନ୍ତି । ମୋତେ ସମସ୍ତଙ୍କର ଅଭିନୟ ବହୁତ ଭଲ ଲାଗୁଛି । ଖାସ୍ କରି ବଣ୍ଟି ଭାଇଙ୍କ ଅଭିନୟ ଟା ବେଶୀ ଭଲ ଲାଗୂଛି । ଫିଲ୍ମଟି ବହୁତ ଭଲ ହେଇଛି ।

ସମସ୍ତେ ଆସି ଖଇରୀ ଫିଲ୍ମକୁ ହଲ୍ ରେ ଦେଖନ୍ତୁ ଆପଣଙ୍କୁ ବହୁତ ହିଁ ଭଲ ଲାଗିବ । ତେବେ ଓଡିଆ ଚଳଚିତ୍ର ଖଇରୀ ବହୁତ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଆପଣ ମାନେ ମଧ୍ୟ ହଲକୁ ଆସି ଫିଲ୍ମକୁ ଏଞ୍ଜୟ କରିବା ସହ ଫିଲ୍ମକୁ ବହୁତ ସାରା ଭଲ ପାଇବା ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଏହା ସହ କୁନି ହାସ୍ୟ ଅଭିନେତା MR ଢେଙ୍କାନାଳିଆଙ୍କ କମେଡି ଆପଣଙ୍କୁ କିପରି ଲାଗେ ? ଆମକୁ କମେଣ୍ଟରେ ନିଜର ମତାମତ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *