ବଢୁଥିବା କରୋନା ମାମଲା ପାଇଁ ବଢିଲା କଟକଣା ! ଆସିଲା February ମାସ ପାଇଁ ନୂଆ Guideline, ଦେଖନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ?

ଦେଶରେ କୋରୋନା ଆସିବା ପରଠାରୁ ସବୁ ଲୋକମାନେ ଆତଙ୍କିତ ହୋଇ ଉଠିଛନ୍ତି ଏହାର କାରଣ ମଧ୍ୟ ଅନେକ ଲୋକମାନେ ନିଜ ଲୋକଙ୍କୁ ଏହି ମହାମାରୀ ରେ ହରାଇ ସାରିଛନ୍ତି । ଏବେ ଆମେ ଜାଣିବା କି କିଛି ରାଜ୍ୟ ମାନେ ଏବେ ଆହୁରି ମାସେ ଯାଏ ଏହାକୁ ରଖାଯିବ ବୋଲି ରାଗ୍ୟ ସଚିବଙ୍କୁ ଚିଠି ମିଳିଛି । ଏହା କେନ୍ଦ୍ର ଦ୍ଵାରା ପଠା ଯାଇଛି ସବୁ ରାଜ୍ୟକୁ । କୋରୋନା ରେ ଆମେ ଟୀକା ନେବା ପରେ ମଧ୍ୟ ଅନେକ ପ୍ରକାର ଭାରିଆଣ୍ଟ ସାମନାକୁ ଆସିବାରେ ଲାଗିଛି ତେବେ ଆପଣ ମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ।

ଆସିଥିବା ଅନୁଆ ଭାରୀଏଣ୍ଟ ଟିକେ ଅଲଗା ହେଲେ ମଧ୍ୟ ଏହା ଅନେକ ଜୀବନ ନେଇ ସରିଲାଣି ପ୍ରାୟ ଏହାର ପ୍ରସାର ଅଧିକ ଜୋର ସେ ହୋଇ ଯାଉଛି । ଏହା ପାଇ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ସରକାରୀ କାର୍ଜ୍ୟକ୍ରମ ହେବାରେ ଲାଗିଛି । ଏହାକୁ ଧୀରେ ଧୀରେ ହରାଇବା ପାଇଁ ଆମ ପ୍ରୟାଶ କାମ ଦେବ ବୋଲି ସରକାର କହି ଛନ୍ତି ତେବେ ଏହାକୁ ନଜର ରେ ରଖିକି ସେ ଫେବୃୟାରି ମାସର 28 ତାରିଖ ଯାଏ ଏହି କଟକଣା କୁ ଟାଣିବା କହିଛନ୍ତି ।

କାରଣ ଏହା ଏହି ଭଳି ଏକ ଭାଇରସ ଯାହା ମଣିଷର ମିଉଟାନ୍ଟ ସହ ମିସିକି ଏକ ନୂଆ ରୂପ ନେଉଛି ତେବେ । ସୂତ୍ରରୁ ଖବର ଆସିଛି କି ଓମ୍ନିକ୍ରୋନ ର ରୋଗୀଙ୍କୁ ଦେଖିକି ଦେଶରେ 34 ଜିଲ୍ଲା ଓ କେନ୍ଦ୍ର ଶାସିତ ଅଞ୍ଚଳରେ 407 ଜିଲ୍ଲାରେ ଏହାର ସଂଖ୍ୟା ଅଧିକ ରହିଛି । ତେବେ ଏହା ବଢିକି 10 ପ୍ରତିଶତ ଉପରକୁ ରାହିଛି । ଏହାକୁ ନଯର ରେ ରଖିକି ଏହାକୁ ଆହୁରି ଅଧିକା ଦିନ ଯାଏ ବନ୍ଦ ରଖିବା ପାଇଁ ନିର୍ଦେଶ ଆସିଛି ।

ଅନ୍ୟ ଜିଲା ଯେଉଁମାନେ ନିଜ ସଂଖ୍ୟା କୁ ହ୍ରାସ କରିବା ପାଇଁ ଚାହୁଁ ଛନ୍ତି ସେମାନଙ୍କୁ ମଧ୍ୟ ସଚେତନ ରହିବା ଅପାଇନ କୁହାଯାଇଛି । ଏହାକୁ ନଜର ରେ ରାଖୀ ସରକାର କଣ୍ଟେନମେଣ୍ଟ ଜୋନ ତିଆରି କରିବେ । ଏହାର ପାଇଁ ନିୟମ ପ୍ରସ୍ତୁତ କରାଯିବ । ଟେଷ୍ଟ, ଟ୍ରାକ, ଟ୍ରିଟ, ଟୀକା ଓ କୋଭିଡ଼ ନିୟମ କୁ ପାଳନ କରିବା ପାଇ ଗୁରୁତ୍ଵ ଦିଆ ଯାଇଛି ।

ତେବେ ସରକାର ନିଜ ଜିଲା ଅନୁସାରେ ରୋଗୀ ସଂଖ୍ୟା ଦେଖିକି ସେମାନଙ୍କ ପାଇଁ ନିୟମ କରିବା ପାଇଁ ପ୍ରସ୍ତୁତ ହେଉଛି । ଜନଗହଳି ଜାଗାକୁ ନ ଯାଇ ନିଜ ଘରେ ସୁରକ୍ଷିତ ରୁହନ୍ତୁ ପରସ୍ପର ଠାରୁ ଆପଣ ନିଜର ଦୁରତ୍ଵ ବଜାୟ ରଖନ୍ତୁ । ଏହା ସହ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ କି ଆପଣ ଯଦି ଥଣ୍ଡା କାଶରେ ପୀଡିତ ଅଛନ୍ତି ଡାକ୍ତରଙ୍କ ପରାମର୍ଶ ନେଇକି ମେଡ଼ିସିନ କ୍ଷାନ୍ତୁ । ଟୀକା ନେବା ପାଇଁ ମଧ୍ୟ ଭୁଲନ୍ତୁନି । ଏହା ଆମକୁ ବଞ୍ଚାଇ ପାରେ କୋରୋନା ଓ ଓମ୍ନିକ୍ରୋନ ଠାରୁ।

Leave a Reply

Your email address will not be published. Required fields are marked *