ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ସିଙ୍ଗର ଅଛନ୍ତି ଯେଉଁ ମାନେ ପ୍ରଥମରୁ ବିବାହିତ ଥିଲେ ହେଲେ ବଲିଉଡରେ ସଫଳତା ପାଇବାରେ ଏମାନେ ନିଜର ପ୍ରଥମ ପତ୍ନୀଙ୍କୁ ଧୋକା ଦେଇ ନିଜ ଲଭର ମାନଙ୍କ ସହ ବିବାହ କରିଥିଲେ ।
ଆଜି ଆମେ ଆପଣ ମାନଙ୍କୁ ଏହି ଫେମସ ସିଙ୍ଗର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗାୟକ ମାନଙ୍କ ବିଷୟରେ। ୧- ପ୍ରଥମ ରେ ହେଉଛନ୍ତି ଉଦିତ ନାରାୟଣ। ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ଉଦିତ ନାରାୟଣ ।
ଗୋଟେ ସମୟରେ ଉଦିତ ଫିଲ୍ମରେ ଗୀତ ଗାଇବା ପୂର୍ବରୁ ରଞ୍ଜନା ନାମକ ଏକ ମହିଳାଙ୍କ ସହ ବିବାହ କରିଥିଲେ । ବିବାହ ପରେ ସେ ମୁମ୍ବାଇ ଆସି ବଲିଉଡରେ ସଫଳତା ପାଇଥିଲେ । ସଫଳତା ପାଇବା ପରେ ସେ ଦୀପା ନାମକ ଏକ ମହିଳାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ବନ୍ଧୁଗଣ ଏହାପରେ ଉଦିତ ଙ୍କ ପ୍ରଥମ ପତ୍ନୀ ବହୁତ ହଙ୍ଗାମା କରିଥିଲେ।
୨- ଦ୍ଵିତୀୟ ରେ ହେଉଛନ୍ତି ସୁନିଧି ଚୌହାନ। ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୁନିଧି ଚୌହାନ । ଆପଣ ମାନେ ସମସ୍ତେ ସୁନିଧିଙ୍କର ବହୁତ ସୁପର ହିତ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ୧୮ ବର୍ଷ ବୟସରେ ସୁନିଧି ବବି ଖାନଙ୍କ ସହ ବିବାହ କରିଥିଲେ । ବଲିଉଡରେ ସଫଳତା ପାଇବା ପରେ ସେ ବଲିଉଡ ମ୍ୟୁଜିକ ଡାଇରେକ୍ଟର ହିତେଶଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ।
୩- ତୃତୀୟ ରେ ହେଉଛନ୍ତି ହିମେଶ ରେଶମୀୟା। ତେବେ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ସିଙ୍ଗର ହିମେଶ ରେଶମୀୟା । ହିମେଶ ମଧ୍ୟ ଦୁଇଟି ବିବାହ କରିଛନ୍ତି । ସେ ୨୦୧୭ ମସିହାରେ ନିଜର ୨୨ବର୍ଷ ପୁରୁଣା ବିବାହକୁ ଭାଙ୍ଗି ଦେଇଥିଲେ ଓ ନିଜ ପତ୍ନୀଙ୍କୁ ତଲାକ ଦେଇଥିଲେ । ଏହାପରେ ହିମେଶ ୨୦୧୮ ମସିହାରେ ନିଜର ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ସୋନିଆ କପୁରଙ୍କ ସହ ବିବାହ କରିଥିଲେ।
୪- ଚତୁର୍ଥ ରେ ହେଉଛନ୍ତି କୁମାର ସାନୁ। ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କୁମାର ସାନୁ । କୁମାର ପ୍ରଥମେ ସୀତା ଭଟ୍ଟାଚାର୍ଜ୍ୟଙ୍କ ସହ ବିବାହ କରିଥିଲେ । ଏହି ଦୁଇ ଜଣ ଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ହେଲେ କୁମାର ନିଜର ପ୍ରଥମ ପତ୍ନୀଙ୍କୁ ତଲାକ ଦେଇ ୧୯୯୪ ମସିହାରେ ସେ ସଲୋନୀଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ।
୫- ପଞ୍ଚମ ରେ ହେଉଛନ୍ତି ଅରିଜିତ ସିଂହ। ତେବେ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଶିଂଗାର ଅରିଜିତି ସିଂହ । ଅରିଜିତି ପ୍ରଥମେ ରୂପରେଖା ବାନାର୍ଜୀଙ୍କ ସହ ବିବାହ କରିଥିଲେ । ହେଲେ ବଲିଉଡରେ ସଫଳତା ପାଇବା ପରେ ସେ ନିଜ ପ୍ରଥମ ପତ୍ନୀକୁ ତଲାକ ଦେଇ କୋୟେଲ ରୋୟଙ୍କ ସହ ୨୦୧୪ ମସିହାରେ ବିବାହ କରିଥିଲେ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।