Omicron ର ମାମଲା ବଡିବା ପରେ ଖୁସି ଖବର ଦେଲେ Expert, କେବଳ Endemic ଫର୍ମରେ ହିଁ ରହିଯିବ କରୋନା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଦେଶରେ OMICRON ର ମାମଲା ୧ ହଜାର ପାଖାପାଖି ପହଞ୍ଚିବାକୁ ଯାଉଅଛି । ଦିଲ୍ଲୀ ରେ ଜୁନ ୨ ତାରିଖ ପରେ କରୋନା ର କେସ ଦୁଇ ଗୁଣା ହୋଇସାରିଛି । ଦିଲ୍ଲୀ ରେ ପଜେଟିଭିଟି ମଧ୍ୟ ବଢି ଅଧିକ ହେବାରେ ଲାଗିଛି । ଅର୍ଥାତ ୧୦୦ ଲୋକ ମଧ୍ୟରୁ ଜଣେ କରୋନା ସଂକ୍ରମିତ ମିଳୁଛନ୍ତି । ଦେଶର ଅଲଗା ଅଲଗା ରାଜ୍ୟ ମାନଙ୍କରେ କରୋନା ର ମାମଲା ବଢିବାକୁ ଲାଗିଛି ।

ମୁମ୍ବାଇ ର ପରିସ୍ଥିତି ମଧ୍ୟ ଲଗାତାର ବିଗିଡିବାକୁ ଲାଗିଛି । ମାତ୍ର ଏହିସବୁ ଖବର ସତ୍ବେ ମଧ୍ୟ OMICRON ରାହାତ ଦେଉଅଛି । ୨୭ ଡିସେମ୍ବର କୁ ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ୧୪ ଲକ୍ଷ ରୁ ଅଧିକ ନୂଆ ରୋଗୀ ମିଳିଛନ୍ତି । ଏବଂ ଏବଂ ୬ ହଜାର ୪୦୩ ଲୋକଙ୍କ ଜୀବନ ଚାଲିଯାଇଛି । ଡେଲ୍ଟା ସମୟରେ ଯେତେବେଳେ ୭ ଲକ୍ଷ ରୋଗୀ ଜୀବନ ଯିବାର ହାର ଦିନକୁ ୭ ହଜାର ୩୧୭ ଥିଲା ।

ଅର୍ଥାତ ଡେଲ୍ଟା କାରଣରୁ ଯେଉଁଠାରେ ୧୦୦ ଲୋକଙ୍କ ମଧ୍ୟରୁ ୧୦ ଲୋକଙ୍କ ମୃ-ତ୍ୟୁ ହେଉଥିଲା । ବର୍ତ୍ତମାନ OMICRON କାରଣରୁ ୧୦୦ ମଧ୍ୟରୁ ୫ ଲୋକଙ୍କ ଜୀବନ ଯାଉଛି । ୨ ମାସ ମଧ୍ୟରେ କରୋନା ସଂକ୍ରମଣ ର ସଂଖ୍ୟା ତ ବଢିଗଲା ମାତ୍ର ମୃ-ତ୍ୟୁ ହାର ବହୁତ ହ୍ରାସ ପାଇଅଛି । ବର୍ତ୍ତମାନ OMICRON ଦୁନିଆର ୧୧୯ ଦେଶରେ ପହଞ୍ଚି ଯାଇସାରିଛି । ଏବଂ ତାହା ଡେଲ୍ଟା ମୁକାବିଲା ରେ ୫ ରୁ ୭ ଗୁଣା ତେଜ ରେ ବ୍ୟାପୁଅଛି ।

ଏକ୍ସପର୍ଡ ମାନଙ୍କ କହିବା ଅନୁଯାୟୀ ଆଗାମୀ ୩ ରୁ ୪ ହପ୍ତା ମଧ୍ୟରେ OMICRON ଦୁନିଆର ସବୁଠାରୁ ବଡ କରୋନା ର ଭେରୀଏଣ୍ଟ ହେବେ ଏବଂ ଏହା ଡେଲ୍ଟା ର ଜାଗା ନେଇନେବ ।ସମ୍ଭବ ହୁଏତ ଓମିକ୍ରୋନ ସଂକ୍ରମଣ ରେ ମହାମାରୀ ର ଅନ୍ତ ହୋଇପାରେ । ଅର୍ଥାତ ଏହା ମାମୁଲି ଥଣ୍ଡା କାସ ସାଦୃଶ୍ୟ ହୋଇଯିବ । ଅର୍ଥାତ ଭାଇରସ ଦୁନିଆରୁ ସଂପୂର୍ଣ୍ଣ ଭାବରେ ଜିବନାହିଁ କିନ୍ତୁ ଏହା କାରଣରୁ ଜୀବନ ଜିବ ନାହିଁ ।

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ OMICRON ରେ ୩ ଲକ୍ଷ ସଂକ୍ରମଣ ହୋଇ ସାରିଲେଣି । ମାତ୍ର OMICRON ରେ ବର୍ତ୍ତମାନ ପର୍ଯ୍ୟନ୍ତ କାହାର ଜୀବନ ଯାଇ ନାହିଁ । ଏହି କାରଣରୁ ଦୁନିଆର ଅଧିକାଂଶ ଏକ୍ସପର୍ଡ OMICRON କୁ କରୋନା ର ଅନ୍ତ ବୋଲି କହୁଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *