1 ଡର୍ଜନ ପୁରୁଷଙ୍କ ସହିତ ସମ୍ପର୍କ ରଖିବା ପରେ ବି ଆଜି 50 ବର୍ଷ ବୟସରେ ଏକୁଟିଆ ଅଛନ୍ତି Bollywood ର ଏହି ହିରୋଇନ, 2 ବର୍ଷ ବି ତିଷ୍ଟିଲା ନାହିଁ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ 90 ଦଶକର ଲୋକପ୍ରିୟ ଅଭିନେତ୍ରୀ ମନୀଷା କୋରେଲାଙ୍କୁ ତ ନିଶ୍ଚୟ ଜାଣିଥିବେ । ମନୀଷା 90 ଦଶକରେ ବଲିଉଡରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ବି ବେସ ଅଧିକ ରହିଛି । ମନୀଷାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ମନୀଷା ନିଜ ଜୀବନରେ ଅନେକ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ହେଲେ ଆଜି 50 ବର୍ଷ ବୟସରେ ମନୀଷା ଏକା ଅଛନ୍ତି ।

ମନୀଷା ଯେଉଁ ମାନଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ସେମାନଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପ୍ରଥମ ରେ ହେଉଛନ୍ତି ବିବେକ ମୁଶରନ । ମନୀଷା ଏବଂ ବିବେକ ହିନ୍ଦୀ ସିନେମାରେ ନିଜ ପାଦ ସୁଭାଷ ଘାଇ ଙ୍କ ସିନେମା ‘ସୌଦାଗର’ ରୁ ରଖିଥିଲେ । ସୁ-ଟି-ଙ୍ଗ ସେଟ ରୁ ହିଁ ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ କିଛି ଦିନ ପରେ ଏହା ଭାଙ୍ଗି ମଧ୍ୟ ଯାଇଥିଲା ।

ନାନା ପାଟେକର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ନାନା ପାତେକର । ମନୀଷା ଓ ନାନା ଅନେକ ଫିଲ୍ମରେ କାମ କରିଛନ୍ତି । ଗୋଟେ ସମୟରେ ମନୀଷା ଅନେକ ଥର ନାନାଙ୍କ ଘରକୁ ଯିବା ଆସିବା କରୁଥିବାର ନଜର ଆସିଥିଲେ । ହେଲେ ପରେ ନାନା ମନୀଷାଙ୍କୁ ଛାଡି ଦେଲେ ।

ଡିଜେ ହୁସେନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଡିଜେ ହୁସେନ । ନାନା ପାଟେକରଙ୍କ ପରେ ମନୀଷାଙ୍କ ଜୀବନରେ ଡିଜେ ହୁସେନଙ୍କ ଏଣ୍ଟ୍ରି ହୋଇଥିଲା । ଡିଜେ ମନୀଷାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ଦୁହେଁ ଅନେକ ସମୟ ରିଲେସନରେ ରହିବା ପରେ ଅଲଗା ହୋଇଗଲେ ।

ସୋସିଲ ଏନ୍ଥନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସୋସିଲ ଏନ୍ଥନୀ । ସୋସିଲ ଥିଲେ ଲଣ୍ଡନର ଏକ ବିଜନେସ ମ୍ୟାନ । ସୋସିଲଙ୍କ ପ୍ରେମରେ ମନୀଷା ପଡି ଗଲେ । ସେମାନଙ୍କର କେତେକ ପର୍ଶନାଲ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହେଲେ ଉଭୟଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ।

ଆରିୟାନ ବେଦ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଆରିୟାନ ବେଦ । ସୋସିଲଙ୍କ ପରେ ମନୀଷା ଅଭିନେତା ଆରିୟାନ ବେଦଙ୍କ ସହ ସମ୍ପର୍କ ରଖିଲେ । ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଲା ହେଲେ ପରେ ଉଭୟ ଅଲଗା ହେଇଗଲେ ।

ପ୍ରଶାନ୍ତ ଚୌଧୁରୀ- ମନୀଷା ଏବଂ ପ୍ରଶାନ୍ତ ଦୁହେଁ ଦୁହିଁଙ୍କୁ ବହୁତ ଅଧିକ ଭଲ ପାଉଥିଲେ କିନ୍ତୁ ପରିବାର ର ବାରଣ ଯୋଗୁଁ ଦୁହେଁ ଅଲଗା ହୋଇଗଲେ ।

କ୍ରିସ୍ପିନ କାଁନରାୟ- ନେପାଳ ର ଅଷ୍ଟ୍ରେଲିୟାନ ରାଜଦୂତ କ୍ରିସ୍ପିନ କାଁନରାୟ ଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଥିଲା କିନ୍ତୁ ବିବାହ ପ୍ରସ୍ତାବ ପରେ ଦୁହେଁ ଅଲଗା ହୋଇଗଲେ ।

ତାରିକ ପ୍ରେମଜି- ପ୍ରସିଦ୍ଧ ବ୍ୟବସାୟୀ ଅଜିମ ପ୍ରେମଜି ଙ୍କ ପୁଅ ତାରିକ ପ୍ରେମଜି ଙ୍କ ସହ ମଧ୍ୟ ମନୀଷା ଙ୍କ ସମ୍ପର୍କ ଥିଲା କିନ୍ତୁ ଏହା ମଧ୍ୟ ବିଫଳ ହୋଇଗଲା ।

ରାଜୀବ ମୂଲଚଂଦାନୀ- ମନୀଷା ରାଜୀବ ଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ କିନ୍ତୁ କିଛି କାରଣ ଯୋଗୁଁ ଦୁହେଁ ଅଲଗା ହୋଇଗଲେ ।

ସନ୍ଦିପ ଚୋଟା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସନ୍ଦିପ ଚୋଟା । ସନ୍ଦିପ ଚୋଟା ହେଉଛନ୍ତି ଜଣେ ମ୍ୟୁଜିକ କମ୍ପୋଜର । ସନ୍ଦିପଙ୍କ ସହ ମନୀଷା ଅନେକ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଲେ ହେଲେ ପରେ ଦୁହେଁ ଅଲଗା ହୋଇଗଲେ ।

ଖ୍ରୀଷ୍ଟୋଫର ଡୋରିସ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଖ୍ରୀଷ୍ଟୋଫର ଡୋରିସ । ସନ୍ଦିପଙ୍କ ଠାରୁ ଅଲଗା ହେବା ପରେ ମନୀଷା ଖ୍ରୀଷ୍ଟୋଫର ଡୋରିସଙ୍କ ପ୍ରେମରେ ପଡିଗଲେ । ଅନେକ ସମୟ ଉଭୟ ପରସ୍ପର ସହ ରିଲେସନରେ ରହିଲେ ହେଲେ ପରେ ଦୁହେଁ ଅଲଗା ହେଇଗଲେ ।

ସମ୍ରାଟ ଦହଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସମ୍ରାଟ ଦହଲ । ମନୀଷାଙ୍କ ବିବାହ ନେପାଳର ବିଜନେସ ମ୍ୟାନ ସମରାନ ଦହଲଙ୍କ ସହ ହୋଇଥିଲା । ହେଲେ ଏହି ବିବାହ ଅଧିକ ସମୟ ରହିଲାନି ପରେ ଦୁହେଁ ଅଲଗା ହେଇଗଲେ ।

Leave a Reply

Your email address will not be published. Required fields are marked *