ଆଜି ଖାତାକୁ ଆସିଲା E-Shram ଯୋଜନାର ପ୍ରଥମ କିସ୍ତି ଟଙ୍କା, ଟଙ୍କା ଆସିନଥିଲେ କରନ୍ତୁ ଏମିତି !

ବନ୍ଧୁଗଣ ଇ-ଶ୍ରମ କାର୍ଡଧାରୀଙ୍କ ପାଇଁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବଡ ଖବର ବିଷୟରେ ଜାଣିଲେ ଇ-ଶ୍ରମ କାର୍ଡଧାରୀ ମାନେ ନିଶ୍ଚୟ ବହୁତ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ତେବେ ବନ୍ଧୁଗଣ ପ୍ରତ୍ୟକ ଇ-ଶ୍ରମ କାର୍ଡଧାରୀଙ୍କ ପାଇଁ ଏବେ ଆସିଛି ଏକ ବଡ ଗୁରୁତ୍ଵପୂର୍ଣ୍ଣ ଖବର ।


ସରକାରଙ୍କ ତରଫରୁ ମିଳିବାକୁ ଯାଉଛି ପ୍ରତ୍ୟକ ହିତାଧିକାରୀ ମାନଙ୍କୁ ଏକ ବଡ ଫାଇଦା ଏହାକୁ ନେଇ ସରକାର ଘୋଷଣା କରିଛନ୍ତି । ତେବେ ନବବର୍ଷର ଆରମ୍ଭ ହେବା ପରେ ହିଁ ସରକାର ଇ-ଶ୍ରମ କାର୍ଡଧାରୀଙ୍କ ପାଇଁ ଆଣିଛନ୍ତି ଏକ ବଡ ଫାଇଦା । ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବା କାର୍ଯ୍ୟରତ ଥିବା ଲୋକ ମାନଙ୍କୁ ମିଳିବ ଏବେ ଏହି ବଡ ଫାଇଦା ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ । ଏହା ପରେ ଦେଶରେ କାମ କରୁଥିବା ସମସ୍ତ ଶ୍ରମିକ ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ଏବଂ ସେହି ମାନେ ହିଁ କେବଳ ପ୍ରତି ମାସରେ ୩୦୦୦ ଟଙ୍କାର ପେନସନ ପାଇ ପାରିବେ । ତେବେ ଯେଉଁ ମାନେ ବି ନିଜକୁ ଇ-ଶ୍ରମ କାର୍ଡ ଦ୍ଵାରା ପଞ୍ଜୀକରଣ କରାଇ ସାରିଛନ୍ତି ସେମାନେ ଆଉ କିଛି ଦିନ ପରେ ପ୍ରତି ମାସରେ ତିନି ହଜାର ଟଙ୍କାର ପେନସନ ପାଇ ପାରିବେ ।


ଏହାକୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ତେବେ ଗତ ମଙ୍ଗଳବାର ଜାରି ହୋଇଥିବା ନୂଆ ରିପୋର୍ଟ ଅନୁସାରେ ଇ-ଶ୍ରମରେ ସାମିଲ ହୋଇଥିବା ସମସ୍ତ ଶ୍ରମିକଙ୍କ ସଂଖ୍ୟା ୧୫ କୋଟି ଅତିକ୍ରମ କରିଛି । ବର୍ତ୍ତମାନ ସୁଧା ୧୫ କୋଟି ୩୧ ଶ୍ରମିକଙ୍କ ପାଖରେ ଇ-ଶ୍ରମ କାର୍ଡ ରହିଛି । ତେବେ ସମସ୍ତ ଇ-ଶ୍ରମ କାର୍ଡଧାରୀ ମାନଙ୍କୁ ଆଉ କିଛି ଦିନ ପରେ ପ୍ରତି ମାସରେ ତିନି ହଜାର ଟଙ୍କାର ପେନସନ ମିଳିବାକୁ ଯାଉଛି ।


ଇ-ଶ୍ରମ କାର୍ଡ କରିବାରେ ଆମ ଓଡିଶା ରହିଛି ଚତୁର୍ଥ ସ୍ଥାନରେ ତେବେ ଯେଉଁ ମାନେ ବି ଇ-ଶ୍ରମ କାର୍ଡ ବନେଇ ନାହାନ୍ତି ସେମାନେ ଶୀଘ୍ର ଏହି କାର୍ଡ ବନେଇ ନିଅନ୍ତୁ । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *