ବନ୍ଧୁଗଣ ସୋସିଆଲ ମିଡିଆରେ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକ ଭାଇରାଲ ହେଉଛି ଲୋକମାନେ ଏ ସବୁ ଯେକୌଣସି ସ୍ଥାନରେ ରହି ଦେଖିପାରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୁନିଆର କିଛି ମହାନ ମିସ୍ତ୍ରୀ ଓ କାରିଗର ମାନଙ୍କ କାର୍ଣ୍ଣମାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ସବୁ କାରିଗର ମାନଙ୍କ କାର୍ଣ୍ଣମାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
ଆପଣ ମାନେ ସମସ୍ତେ ଏହି କାରିଗର ମାନଙ୍କ କାର୍ଣ୍ଣମା ଦେଖିଲେ ନିଜ ହସ ରୋକି ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କାରିଗର ମାନଙ୍କ କାର୍ଣ୍ଣମା ବିଷୟରେ ।
୧. ବନ୍ଧୁଗଣ କମ ସେ କମ ୫୦ ପ୍ରତିଶତ କାମ ବିଜୁଳି ବିନା ହୋଇପାରିବ ନାହିଁ । ବନ୍ଧୁଗଣ ଏହି ଭିଡିଓରେ ଜଣେ ମିସ୍ତ୍ରୀ ପଥର କାଟିବା ପାଇଁ ଡ୍ରିଲିଙ୍ଗ ମେସିନର ବ୍ୟବହାର କରୁଛି । ଡ୍ରିଲିଙ୍ଗ ମେସିନର ତାର କମ ଥିବାରୁ ମିସ୍ତ୍ରୀ ଜଣକ ନିଜ ବୁଦ୍ଧି ଅବଲମ୍ବନ କରୁଛନ୍ତି । ମିସ୍ତ୍ରୀ ଡ୍ରିଲିଙ୍ଗ ମେସିନକୁ କିଛି ସମୟ ବିଜୁଳିରେ ଷ୍ଟାର୍ଟ କରୁଛନ୍ତି ତା ପରତେ ଦଉଡି ଦଉଡି ଯାଇ ପଥର କାଟୁ ଛନ୍ତି ।
୨. ବନ୍ଧୁଗଣ ରୋଡ ବନେଇବା ପାଇଁ ଇଞ୍ଜିନିୟର ମାନେ ବହୁତ କଷ୍ଟ କରିଥାନ୍ତି ଓ ରୋଡ ବେନାଇବା ପାଇଁ ଖର୍ଚ୍ଚ ମଧ୍ୟ ବହୁତ ଅଧିକ ହୋଇଥାଏ । ହେଲେ ବନ୍ଧୁଗଣ ଏମିତି କିଛି ମହାନ ଲୋକ ଅଛନ୍ତି ଯେଉଁ ମାନେ ଇଞ୍ଜିନିୟରଙ୍କ କଷ୍ଟ ଉପରେ ପାଣି ପକାଇ ଦିଅନ୍ତି । ଆପଣ ଏହି ଲୋକକୁ ଦେଖନ୍ତୁ ଏହି ଫଟୋ ଦେଖି ଲାଗୁଛି ଏହି ଇଞ୍ଜିନିୟର ମାନଙ୍କ ସହ ଏହି ବ୍ୟକ୍ତିର ପୁରୁଣା ଶତ୍ରୁତା ଅଛି ।
୩. ବନ୍ଧୁଗଣ ଘର କରିବା ସମୟରେ ମିସ୍ତ୍ରୀ ମାନେ ସିଡି ବନେଇ ଥାନ୍ତି । ସାଧାରଣତଃ ସିଡି ଥିବା ସ୍ଥାନରେ କୌଣସି ରୁମ୍ ନଥାଏ ହେଲେ ଏହି ଫଟୋକୁ ଟିକେ ଦେଖନ୍ତି । ବନ୍ଧୁଗଣ ସିଡି ସାଇଡରେ ଜଣେ ମହାନ ଇଞ୍ଜିନିୟର ରୁମ୍ କରିଛନ୍ତି ଗୋଟେ ଲୋକ ନିଜ ରୁମ୍ କୁ ଯିବା ପାଇଁ ପ୍ରଥମେ ସିଡି ଡେଇଁବ । ଏଭଳି ମହାନ କାମ ପାଇଁ ଇଞ୍ଜିନିୟରକୁ ପୁରସ୍କାର ଦେବା ଉଚିତ ।
୪. ବନ୍ଧୁଗଣ ଘର ମାଲିକ ମିସ୍ତ୍ରୀକୁ ନକ୍ସା ଅନୁସାରେ ଘର କରିବା ପାଇଁ କହିଲେ । ନକ୍ସାରେ ଯେମିତି ଦେଖା ଯାଉଛି ମିସ୍ତ୍ରୀ ସେହିଭଳି ଭାବରେ ଘର ତିଆରି କରିଛି । ବନ୍ଧୁଗଣ ଏହି ଫଟୋଟିକୁ ଟିକେ ଭଲ ସେ ଦେଖନ୍ତୁ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ ।
୫. ବନ୍ଧୁଗଣ ବର୍ଷା ସମୟରେ ଅଧିକାଂଶ ରାସ୍ତାରେ ପାଣି ଜମି ଯାଇଥାଏ ଓ ଜଳ ସେଚନ ପାଇଁ ରୋଡରେ ଜାଲିଦାର ନଳା ବନେଇ ଥାନ୍ତି । ହେଲେ ବନ୍ଧୁଗଣ ଏହି ନଳାଟିକୁ ଦେଖନ୍ତୁ । ଏହାକୁ ଦେଖି ଜଣା ପଡୁନି ନଳା ପାଣି ବାହାର କରିବା ପାଇଁ ହୋଇଛି ନା କେବଳ ସୋ ପାଇଁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।