ବନ୍ଧୁଗଣ, ଆପଣ ମାନେ ଭଗବାନ ଙ୍କ ନାମ ପ୍ରାଏ କେତେ ଉପାୟ ରେ ସ୍ମରଣ ତଥା ଉଚ୍ଚାରଣ କରୁଥିବେ କିନ୍ତୁ ଆଜି ଆମ୍ଭେ ଆପଣଙ୍କୁ ଏକ ନିଆରା ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । “ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ ରାମ ହରେ ହରେ” ଆପଣ ମାନେ ଏହିଭଳି ଭଗବାନ ଙ୍କ ନାମ ସ୍ମରଣ କରୁଥିବେ ।
ପୂଜା, ତଥା ଅନ୍ୟାନ୍ୟ ସଙ୍କୀର୍ତ୍ତନ ମାନଙ୍କ ରେ ଏହିଭଳି ଭଗବାନ ଙ୍କ ନାମ ନିଶ୍ଚିତ ରୂପେ ସ୍ମରଣ କରିଥାନ୍ତି । ପ୍ରାୟ ସମସ୍ତଙ୍କ ଭାବଢଙ୍ଗି ଅଲଗା ପ୍ରକାରର ହୋଇଥାଏ । ତେବେ ସେହିଭଳି ନିକଟରେ ଏକ ପୂଜା ଅନୁଷ୍ଠାନରେ ଆମ୍ଭକୁ ମହିଳା ସଙ୍କୀର୍ତ୍ତନ ଦେଖିବାକୁ ମିଳିଅଛି । ଏଠାରେ କିଛି ମହିଳା ମାଇକ ମାଧ୍ୟମରେ ପ୍ରଭୁ ଙ୍କ ନାମ ଉଚ୍ଚାରଣ କରୁଅଛନ୍ତି । ଏହି ଦୃଶ୍ୟ ଟି ସଂପୂର୍ଣ୍ଣ ଭାବରେ ନିଆରା ଅଟେ ।
କାରଣ ଏଠାରେ ମହିଳା ବ୍ୟତୀତ କୁନି କୁନି ଝିଅ ମାନେ “ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ ରାମ ହରେ ହରେ” ତାଳେ ତାଳେ ନୃତ୍ୟ ପରିବେଷଣ କରିଛନ୍ତି । ଏହି ନୃତ୍ୟ କୁ ବହୁତ ଲୋକେ ଦେଖି ପ୍ରଶଂସା ମଧ୍ୟ କରିଛନ୍ତି । ଅନୁଷ୍ଠାନ ରେ ଥିବା ସମସ୍ତେ ଏହିଭଳି ନୂତନ ଢଙ୍ଗରେ ପ୍ରଭୁ ଙ୍କ ନାମ ଉଚ୍ଚାରଣ ଦେଖି ବହୁତ ଆନନ୍ଦ ରେ ମୁଗ୍ଧ ହୋଇଯାଇ ଥିଲେ ।
ଏହା ପରେ ସଙ୍ଗୀତ ରେ ତାଳେ ତାଳେ ନାଚି ନାଚି ସମସ୍ତେ ଝୁମୀ ଉଠିଥିଲେ । ମହିଳା ମାନଙ୍କ ଏହିଭଳି ନୃତ୍ୟ ତଥା ସଙ୍ଗୀତ ତାହା ପୁଣି ପ୍ରଭୁଙ୍କ ନାମ କୁ ନେଇ ବହୁତ ଲୋକ ପ୍ରଶଂସା କରିଛନ୍ତି । ବୟସ୍କ ଲୋକେ ମଧ୍ୟ ଏହାକୁ ଦେଖି ନାଚି ଉଠିଥିଲେ । “ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ ରାମ ହରେ ହରେ” ନାମ ସହିତ ସେଠାରେ ଯଜ୍ଞ ମଧ୍ୟ ହେଉଥିଲା ।
ଏହି ଦୃଶ୍ୟ କୁ ଦେଖିଲେ ଆଧ୍ୟାତ୍ମିକ ମନୋଭାବନା ସୃଷ୍ଟି ହେଉଥିଲା । ଏଣୁ ଏଠାରୁ କେହି ମଧ୍ୟ ଉଠି ଯିବାକୁ ଚାହୁଁ ନଥିଲେ । ମନ୍ତ୍ରମୁଗ୍ଧ ପ୍ରାୟ ସମସ୍ତେ ଧ୍ୱନି ରେ ହଜିଯାଇଥିଲେ । ତେବେ ବନ୍ଧୁଗଣ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।