ନିଶା ଅବସ୍ଥାରେ ଅଭିନେତ୍ରୀ Usasi Mishra ଙ୍କ ଏମିତି ଡ୍ୟାନ୍ସ ଆଗରୁ କେବେ ବି ଦେଖି ନଥିବେ, ପୁରା Video ଦେଖିଲେ ହସି ହସି ଗଡିବେ ଆପଣ

ବନ୍ଧୁଗଣ, ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ଅଭିନୟ କୁ ଆମ୍ଭେ ବେସ ଭଲ ପାଇଥାଉ । ସେମାନେ ଟିଭି ପରଦାରେ ଆସିଲା ମାତ୍ରେ ଆମ୍ଭେ ସେମାନଙ୍କୁ ଦେଖିବା ପାଇଁ ଆମ୍ଭେମାନେ ଚାତକ ପରି ଚାହିଁ ବସିଥାଉ । ତେବେ ଆଜି ଆମ୍ଭେ ଏଭଳି ଜଣେ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାର ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରି ଆସିଛନ୍ତି ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । “ନିଶା ନିଶା ରାତି” ଗୀତ ରେ ବେସ ଝୁମୁ ଥିବାର ନଜର ଆସିଛନ୍ତି ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଉଷସୀ ମିଶ୍ର । ମଦ ପିଇବାର ଅଭିନୟ କରି ବେସ ଖୁବ ଝୁମିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣକ । ଶୁଣିବାକୁ ମିଳିଛି ସୁନା ଫରୁଆର ଶୁଟିଙ୍ଗ ସେଟ ରେ ଏହିଭଳି କିଛି ରିଲ୍ସ ଭିଡିଓ କରି ଏବେ ଚର୍ଚ୍ଚା ରେ ଉଷସୀ ମିଶ୍ର । ଯେଉଁଥିରେ କି ମଦ ଭିଡିଓ ରେ ଭାଇରାଲ ହେଉଛନ୍ତି ଏହି ଅଭିନେତ୍ରୀ ଜଣକ ।

ତେବେ ଶୁଣିବାକୁ ମିଳିଛି ଯେ ସୁନା ଫରୁଆ ର ଶୁଟିଙ୍ଗ ସେଟ ରେ ଏହିଭଳି କିଛି ରିଲ୍ସ ଭିଡିଓ କରି ଏବେ ଚର୍ଚାରେ ଉଷସୀ ମିଶ୍ର । ଯାହା କି ମଦୁଆ ଭଳି ଅଭିନୟ କରି ବେସ ଚର୍ଚା ରେ ଆସିଛନ୍ତି ଏହି ଅଭିନେତ୍ରୀ ଜଣକ । ସୋସିଆଲ ମିଡିଆ ରେ ଏହି ଭିଡିଓ ଟି ନିଆଁ ଭଳି ଭାଇରାଲ ହେଉଅଛି । ଏଥିରେ ତାଙ୍କ ଅଭିନୟ ଦେଖିଲେ ଲାଗିବ ଯେ ସତରେ ଯେମିତି ଅଭିନେତ୍ରୀ ଉଷସୀ ମିଶ୍ର ମଦିରାପାନ କରିଛନ୍ତି ।

 

ମାତ୍ର ତାଙ୍କର ଏହି ଡ୍ୟାନ୍ସ ରେ ଲୋକେ ହସି ହସି ବେଦମ ହୋଇଛନ୍ତି । ମଞ୍ଜୁର ଟିଭି ରେ ପ୍ରସାରିତ ହେଉଥିବା ସୁନା ଫରୁଆରେ ମା’ ଭୂମିକା ରେ ଅଭିନୟ କରୁଛନ୍ତି ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଉଷସୀ ମିଶ୍ର । ଏବଂ ଏହି ସୁଟିଙ୍ଗ ସେଟ ରୁ କିଛି ସମୟ ବିରତି ପାଇଲା ପରେ ଏହିଭଳି କିଛି ଭିଡିଓ ସୁଟିଙ୍ଗ କରି ଦର୍ଶକଙ୍କୁ ହସାଇଛନ୍ତି ଉଷସୀ ମିଶ୍ର । ତାଙ୍କ ସହିତ ସେଟ ରେ ଥିବା ଅନ୍ୟ କଳାକାର ମଧ୍ୟ ଏହି ସଙ୍ଗୀତ ର ତାଳେ ତାଳେ ନାଚିଥିଲେ ।

କିଏ ନଡିଆ ବୋତଲ ହାତରେ ଧରିଥିଲେ ତ ଆଉ କିଏ କେଉଁ ଡବା ଧରି ନାଚିବାରେ ଲାଗିଥିଲେ । ତେବେ ପାପୁ ପମ ପମ ଙ୍କ ଦ୍ଵାରା ଗାଇଥିବା ଏହି ଗୀତ ଟି ବର୍ତ୍ତମାନ ଟ୍ରେଣ୍ଡ ରେ ଅଛି । ଏଣୁ ଏହି ଗୀତ ରେ ପରିବେଶଣ କରିବାକୁ ଛାଡିନାହାଁନ୍ତି ଅଭିନେତା ଅଭିନେତ୍ରୀ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *