Bollywood ର ଆଇକନିକ ଭିଲିଆନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସ୍ତ୍ରୀ ଓ ଝିଅ, 5 ନମ୍ବର ଅଭିନେତାଙ୍କ ଝିଅ ଆଗରେ ହିରୋଇନ ବି ଫିକା ପଡିଯିବେ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ଫିଲ୍ମ ରେ ଯେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନାୟକ ମାନଙ୍କ ରହିଛି ସେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଖଳ ନାୟକ ଙ୍କ ମଧ୍ୟ ରହିଛି । କାରଣ ଖଳ ନାୟକ ଙ୍କ ବିନା ଫିଲ୍ମ ର କାହାଣୀ ଅଧୁରା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଖଳନାୟକ ଙ୍କ ରିଅଲ ଲାଇଫ ପତ୍ନୀ ଏବଂ ଝିଅ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧ ପ୍ରଥମ ରେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଖଳନାୟକ ଶକ୍ତି କପୁର । ଖଳ ନାୟକ ଙ୍କ କଥା ଉଠିଲେ ଶକ୍ତି କପୁର ଙ୍କ ନାଁ ଆସିବା ସାଧାରଣ କଥା । ଏହି ଆଇକୋନିକ ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସିବାଙ୍ଗି କୋଲ୍ହାପୁରେ । ଏହି ଯୋଡ଼ି ପରସ୍ପର କୁ ଲଭ ମ୍ୟାରେଜ କରିଥିଲେ। ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସିବାଙ୍ଗି କୋଲ୍ହାପୁରେ ମଧ୍ୟ ପ୍ରଫେସନ ରୁ ଜଣେ ଅଭିନେତ୍ରୀ ଅଟନ୍ତି। ଏହା ସହ ତାଙ୍କ ଝିଅ ହେଉଛନ୍ତି ଶ୍ରଦ୍ଧା କପୂର ସେ ବର୍ତ୍ତମାନ ସମୟର ଜଣେ ଟପ ହିରୋଇନ ଭାବରେ ପରିଚିତ।

୨ ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା କିରଣ କୁମାର। ତେବେ କିରଣ କୁମାର ଙ୍କୁ ଆପଣ ଅନେକ ସିନେମା ରେ ଖଳନାୟକ ଭୂମିକା ରେ ଦେଖିଥିବେ ତେବେ ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରନ୍ତି। ତେବେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସୁଷମା ବର୍ମା ସେ ମଧ୍ୟ ଜଣେ ଅଭିନେତ୍ରୀ ଏବଂ ଝିଅ ସୃଷ୍ଟି ଜଣେ ଫ୍ୟାଶନ ଷ୍ଟାଇଲିସ୍ଟ ଏବଂ ଫ୍ୟାଶନ କୋଂସଲେଣ୍ଟ ଅଟନ୍ତି।


୩ ତୃତୀୟ ରେ ହେଉଛନ୍ତି ମୁକେଶ ଋଷି। ତେବେ ମୁକେଶ ଉଭୟ ବଲିଉଡ ଏବଂ ସାଉଥ ରେ ନିଜ ଅଭିନୟ ର ଯାଦୁ ଦେଖାଇ ସାରିଛନ୍ତି ତେବେ ତାଙ୍କର ଅଭିନୀତ ସମସ୍ତ ଚରିତ୍ର ଏବଂ ସମସ୍ତ ସିନେମା କୁ ଲୋକମାନେ ଦେଖିବା ପସନ୍ଦ କରନ୍ତି। ତେବେ ତାଙ୍କ ସ୍ତ୍ରୀ ହେଉଛନ୍ତି କେଶାନୀ ଋଷି ଏବଂ ତାଙ୍କର ମାତ୍ର ୧୫ ବର୍ଷ ର ଏବଂ ବର୍ତ୍ତମାନ ଧିରୁ ଭାଇ ଅମ୍ବାନୀ ସ୍କୁଲ ରେ ପାଠ ପଢୁଛନ୍ତି।


୪ ଚତୁର୍ଥ ରେ ଅମଜାଦ ଖାନ। ତେବେ ଖଳନାୟକ କଥା ଆସିଲେ ପ୍ରଥମେ ମନରେ ଗବର ନାଁ ଟି ହିଁ ଆସିଥାଏ। ତେବେ ଗବର ଚରିତ୍ର ରୁ ପ୍ରସିଦ୍ଧି ଲାଭ କରିଥିବା ଅମଜାଦ ଖାନ ସମସ୍ତ ଙ୍କ ପ୍ରିୟ ଏବଂ ଘରେ ଘରେ ପରିଚିତ ତେବେ ବର୍ତ୍ତମାନ ସେ ଆମ ଗହଣ ରେ ନାହାନ୍ତି। ତେବେ ସେ ୧୯୭୨ ରେ ଶାହିଲା ଖାନ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଝିଅ ଅହଲମ ଖାନ ସେ ମଧ୍ୟ ଅଭିନୟ ପ୍ରତି ରୁଚି ରଖିଛନ୍ତି।


୪ ଚତୁର୍ଥ ରେ ଅମଜାଦ ଖାନ। ତେବେ ଖଳନାୟକ କଥା ଆସିଲେ ପ୍ରଥମେ ମନରେ ଗବର ନାଁ ଟି ହିଁ ଆସିଥାଏ। ତେବେ ଗବର ଚରିତ୍ର ରୁ ପ୍ରସିଦ୍ଧି ଲାଭ କରିଥିବା ଅମଜାଦ ଖାନ ସମସ୍ତ ଙ୍କ ପ୍ରିୟ ଏବଂ ଘରେ ଘରେ ପରିଚିତ ତେବେ ବର୍ତ୍ତମାନ ସେ ଆମ ଗହଣ ରେ ନାହାନ୍ତି। ତେବେ ସେ ୧୯୭୨ ରେ ଶାହିଲା ଖାନ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଝିଅ
ଅହଲମ ଖାନ ସେ ମଧ୍ୟ ଅଭିନୟ ପ୍ରତି ରୁଚି ରଖିଛନ୍ତି।


୬ ଷଷ୍ଠ ରେ ହେଉଛନ୍ତି ମିଷ୍ଟର ଇଣ୍ଡିଆ’ରେ ମୌଗେମ୍ବୋ ଭୂମିକାରେ ପ୍ରସିଦ୍ଧ ଅଭିନେତା ଅମରୀଶ ପୁରୀ। ତେବେ ନିଜର ଦମଦାର ଅଭିନୟ ଏବଂ କଥା ପାଇଁ ସେ ବେଶ ପରିଚିତ ଅଟନ୍ତି। ତେବେ ସେ ୧୯୫୭ ରେ ଉର୍ମିଳା ଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ଝିଅ ନମ୍ରତା ସେ ଫିଲ୍ମ ଦୁନିଆ ଠାରୁ ଦୂରରେ ଅଛନ୍ତି ଏବଂ ସେ ଗ୍ରାଜୁଏସନ ପରେ ସୋଫ୍ଟୱେର ଇଞ୍ଜିନିୟରିଙ୍ଗରେ ମାଷ୍ଟର ଡିଗ୍ରୀ ନେଇଥିଲେ ।


ସୋଫ୍ଟୱେର ଇଞ୍ଜିନିୟର ହେବା ସହିତ ସେ ଜଣେ କସଟ୍ୟୁମ ଡିଜାଇନର ମଧ୍ୟ ଅଟନ୍ତି । ନମ୍ରତା ଶିରୀଷ ବାଗୱେଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *