ଏମାନେ ହେଉଛନ୍ତି Bollywood ର ଏମିତି 3 ହିରୋଇନ, ଯାହାଙ୍କ ବୋଲ୍ଡ ସିନ୍ ଲୋକମାନଙ୍କୁ ବାରମ୍ବାର ଟିକେଟ କିଣିବାକୁ ବାଧ୍ୟ କରିଥିଲା

ନମସ୍କାର ବନ୍ଧୁଗଣ ତେବେ କିଛି ସମୟ ପୂର୍ବରୁ ନେହା ଧୂପିୟା କହିଥିଲେ କି ବଲିଉଡ କେବଳ ୨ଟି ଜିନିଷ ପାଇଁ ଚାଲିଛି, ଗୋଟେ ବୋଲ୍ଡ ସିନ୍ ଭଳି ଫିଲ୍ମ ଏବଂ ଆଉ ଗୋଟେ ହେଉଛି ସାହାରୁଖ ଖାନ ଙ୍କ ଯୋଗୁ । ବଲିଉଡ ରେ ପାଖା ପାଖି ସବୁ ଫିଲ୍ମରେ ବୋଲ୍ଡ ସିନ୍ ଦେଖା ଯାଇ ଥାଏ, ଯାହା ଫଳରେ ଫିଲ୍ମ ଗୁଡିକ ଭଲ ଚାଲେ ।

ଇଛା ନଥିବା ସତ୍ବେ ଅଭିନେତ୍ରୀ ମାନଙ୍କୁ ଫିଲ୍ମରେ ଏହିଭଳି ଅଭିନୟ କରି ବାକୁ ପଡେ । ଆଜି ଆମେ ବଲିଉଡ ର ଏଭଳି 3 ଜଣ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ବୋଲ୍ଡ ସୀନ ଦେଖିବା ପାଇଁ ଲୋକ ମାନେ ଦିୱାନା ଅଟନ୍ତି ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ସନି ଲିୟନି। ବୋଲ୍ଡ ସିନ୍ ର କଥା କହିଲେ ପ୍ରଥମେ ସମସ୍ତଙ୍କ ମୁହଁରେ ଗୋଟିଏ ଅଭିନେତ୍ରୀ ସନି ଲିୟୋନୀ ର ନାଁ ଆସି ଥାଏ । ସନି ଲିୟୋନୀ ବଲିଉଡ ରେ ବହୁତ ବୋଲ୍ଡ ସିନ୍ସ ଦେଇ ଛନ୍ତି । ସେଥି ମଧ୍ୟରୁ ୱାନ ନାଇଟ ଷ୍ଟାଣ୍ଡ, ଏକ ପେହେଲି ଲୀଳା, ରାଗିଣୀ ଏମଏମଏସ। ଭଳି ଫିଲ୍ମରେ ବୋଲ୍ଡ ସିନ୍ ଦ୍ଵାରା ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରି ନେଇ ଥିଲେ।

୨- ଦ୍ଵିତୀୟ ରେ ହେଉଛନ୍ତି ହଟ ଅଭିନେତ୍ରୀ ଜରିନ ଖାନ। ସଲମାନ ଖାନ ଙ୍କର ଅଭିନେତ୍ରୀ ନାମ ରେ ଜଣା ଯାଉଥିବା ଜରୀନ ଖାନ ନିଜ କ୍ଯାରିୟର ର ଆରମ୍ଭ ବହୁତ ଭଲ ଅଭିନେତ୍ରୀ ଭାବରେ କରି ଥିଲେ । କିନ୍ତୁ ସେ ପରେ ଏମିତି କିଛି ଫିଲ୍ମ କରିଲେ ଯେ ଯାହାକୁ ଲୋକ ମାନେ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇ ରହି ଗଲେ । ଜରୀନ ଖାନ ହେଟ ଷ୍ଟୋରି ୨,ବଜାହ ତୁମ ହୋ, ଅକସର୨। ଭଳି ଫିଲ୍ମ ଗୁଡିକରେ ବୋଲ୍ଡ ସିନ୍ସ ଦେଇ ଥିଲେ । ଏହା ପରେ ସେ ଅଲି ଅଫଜଲଙ୍କ ସହିତ ଗୋଟିଏ ଗୀତ କରି ଥିଲେ ଯେଉଁ ଥିରେ କେବଳ ବୋଲ୍ଡ ସିନ୍ ଦେଖା ଯାଇ ଥିଲା।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ସୁରବିନ ଚାୱଲା। ତେବେ ଟିଭି ସୋ ରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ସୁରୱୀନ ଚାୱଲା ଆଜି ବଲୀଉଡ ର ଗୋଟେ ଭଲ ନାଁ ହୋଇ ଗଲେଣି । ଆପଣ ଜାଣିବା ନିମନ୍ତେ କୁହାଯାଉଛି ଯେ ସୁରୱୀନ ଚାୱଲା କମେଡୀ ସର୍କସ ରୁ ଲୋକପ୍ରିୟତା ପାଇ ଥିଲେ । ସେ ଫିଲ୍ମ ‘ହେଟ ଷ୍ଟୋରି’ ରେ ଜୟ ଭାନୁଶାଳି ସହିତ ଜବରଦସ୍ତ ବୋଲ୍ଡ ସିନ୍ କରିଥିଲେ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *