ଏମାନେ ହେଲେ ଭାରତର ସବୁଠୁ ଧନୀ 5 Comedian, ନମ୍ବର 2 ଅଟନ୍ତି 280 କୋଟି ଟଙ୍କାର ମାଲିକ, ଯାହାଙ୍କ କମେଡି ଦେଖିବା ପାଇଁ ଲୋକ ହୁଅନ୍ତି ପାଗଳ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଗୋଟେ ଫିଲ୍ମକୁ ସଫଳ କରିବା ପାଇଁ ହିରୋ, ହିରୋଇନ୍ ଓ ଭିଲିଆନ୍ ର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତଥାପି ଯଦି ଫିଲ୍ମ୍ ରେ କମେଡି ନ ଥାଏ ତେବେ ଫିଲ୍ମ୍ ଟିକେ ଫିକା ଫିକା ଲାଗି ଥାଏ । ଅର୍ଥାତ୍ ଫିଲ୍ମରେ କମେଡ଼ିଆନ ଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଅଟେ । କମେଡିଆନ ମାନେ ଫିଲ୍ମର ଶୋଭା ବଢାଇ ଥାଆନ୍ତି । ଆଜିର ସମୟରେ ଭାରତରେ ଏକ ଠୁ ବଳି ଆରେକ କମେଡିଆନ ଅଛନ୍ତି । ତେବେ ଆଜି ଆମେ କେବଳ ଭାରତର ଟପ୍-୫ କମେଡିଆନ ଙ୍କ ବିଷୟରେ କିଛି ଜାଣିବା।

୧- ପ୍ରଥମ ରେ ହେଉଛନ୍ତି ରାଜପାଲ୍ ଯାଦବ। ତେବେ ଭାରତରେ ସବୁ ଠୁ ମହଙ୍ଗା କମେଡିଆନଙ୍କ ମଧ୍ୟରେ ଏକ ନାମ ରାଜପାଲ୍ ଯାଦବ ଙ୍କ ର ମଧ୍ୟ ରହିଛି । ରାଜପାଲ୍ ଯାଦବ ଫିଲ୍ମ୍ ଚୁପ୍ ଚୁପ୍ କେ, ଢ଼ୋଲ୍, ବୁଲ୍ ବୁଲେୟା ଆଦି ଫିଲ୍ମରେ ନିଜ ଶାନଦାର୍ ଅଭିନୟରେ କୋଟି କୋଟି ଲୋକଙ୍କ ହୃଦୟ ଜିତି ଥିଲେ । ସେ ନିଜ ଦକ୍ଷତାରେ କମେଡି କରି ଏବେ ପର୍ଯ୍ୟନ୍ତ ପ୍ରାୟ ୭୬କୋଟି ଟଙ୍କା ରୋଜଗାର କରି ସାରିଛନ୍ତି।


୨- ଦ୍ଵିତୀୟ ରେ ହେଉଛନ୍ତି ବ୍ରହ୍ମାନନ୍ଦ। ତେବେ ବ୍ରହ୍ମାନନ୍ଦ ଙ୍କୁ କମେଡି ର କିଙ୍ଗ ବୋଲି କୁହା ଯାଏ । ସେ ନିଜ କମେଡି ଯୋଗୁଁ ଏବେ ପର୍ଯ୍ୟନ୍ତ ବହୁତ ସାରା ମେଡାଲ୍ ଓ ଆୱାର୍ଡ଼ ହାସଲ କରି ପାରିଛନ୍ତି । ଜଣେ କମେଡିଆନ୍ ହିସାବରେ ବ୍ରହ୍ମାନନ୍ଦ ଏ ପର୍ଯ୍ୟନ୍ତ ୨୮୦ କୋଟି ଟଙ୍କା ଆୟ କରିଛନ୍ତି ଏବଂ ୧୬୦୦ ରୁ ବି ଅଧିକ ସିନେମା ରେ କାମ କରିଛନ୍ତି।


୩- ତୃତୀୟ ରେ ହେଉଛନ୍ତି ପରେଶ୍ ରାୱଲ୍। ତେବେ ପରେଶ୍ ରାୱଲ୍ ବଲିଉଡର ଜଣେ ଦିଗଜ ଅଭିନେତା ଅଟନ୍ତି । ସେ ଫିଲ୍ମ୍ ଗୁଡିକରେ କମେଡି ବ୍ୟତୀତ ଅନେକ ଥର ଭିଲିଆନ୍ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ବଲିଉଡ ଫିଲ୍ମ୍ ହେରା ଫେରି ଓ ହଙ୍ଗାମା ରେ ତାଙ୍କର ଦମଦାର୍ କମେଡି ଦେଖିବାକୁ ମିଳିଥିଲା । ସେ ଏପର୍ଯ୍ୟନ୍ତ କେବଳ କମେଡିରେ ୯୮କୋଟି ଟଙ୍କା ଅର୍ଜନ କରି ସାରିଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ଜନି ଲିଭର୍। ତେବେ ଜନି ଲିଭର୍ ଙ୍କୁ ବଲିଉଡ କମେଡି ର ବାଦଶାହା ବୋଲି କୁହାଯାଏ । ବଲିଉଡ ରେ ତାଙ୍କ ଜାଗା କିଏ ମଧ୍ୟ ହାସଲ କରି ପାରିବେ ନାହିଁ । ଜନି ଲିଭର୍ ଏବେ ପର୍ଯ୍ୟନ୍ତ ୩୦୦ ରୁ ଉର୍ଦ୍ଧ ବଲିଉଡ ଫିଲ୍ମରେ କାମ କରି ସାରିଛନ୍ତି । ସେ ନିଜ କମେଡ଼ିରେ ଏବେ ପର୍ଯ୍ୟନ୍ତ ୨୨୮ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି ।


୫- ପଞ୍ଚମ ରେ ହେଉଛନ୍ତି କପିଲ ଶର୍ମା। ତେବେ ସବୁଠୁ ଅଧିକ ଟଙ୍କା ରୋଜଗାର କରୁଥିବା କମେଡିଆନ୍ ଙ୍କ ତାଲିକାରେ କପିଲ ଶର୍ମା ସବୁଠୁ ଉପରେ ଅଛନ୍ତି । କପିଲ ଶର୍ମା ନିଜ କମେଡି ଶୋ “କମେଡି ନାଇଟ ୱିଥ କପିଲ” ଓ ଡି “କପିଲ୍ ଶର୍ମା ଶୋ” ର ପ୍ରତ୍ୟେକ ଏପିସୋଡ୍ ପାଇଁ ୬୦ ରୁ ୮୦ ଲକ୍ଷ ଟଙ୍କା ନିଅନ୍ତି । ସେହି ଆଧାରରେ ଦେଖିଲେ କପିଲ ଙ୍କ ମାସିକ ରୋଜଗାର କେବଳ ୫ ରୁ ୬ କୋଟି ଟଙ୍କା ଅଟେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *