ଏମାନେ ହେଲେ ଲୋକପ୍ରିୟ ଅଭିନେତ୍ରୀ Koel Banerjee ଙ୍କ Real life ସ୍ଵାମୀ, ଦ୍ଵିତୀୟ ସ୍ଵାମୀ ଦେଖିବାକୁ ଅଧିକ ହ୍ୟାଣ୍ଡସମ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କୋଏଲ ବାନାର୍ଜୀ ।

ଆପଣ ମାନେ ସମସ୍ତେ କୋଏଲଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୋଏଲଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ କୋଏଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ କୋଏଲ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କ ରିଅଲ ଲାଇଫ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବଙ୍ଗୀୟ ସୁନ୍ଦରୀ କୋଏଲ ୨୦୧୩ ମସିହାରେ ତାଙ୍କର ଅଭିନୟ ଜୀବନୀର ଆରମ୍ଭ କରିଥିଲେ । ଏହା ପରେ ସୁଟିଙ୍ଗ ସେଟରେ ଭଲ ପାଇ  ଓଡିଆ ଅଭିନେତା ବବି ମିଶ୍ରଙ୍କ ସହ ପ୍ରଥମେ ପ୍ରେମ ବିବାହ କରିଥିଲେ ।

ତେବେ ବିବାହର କିଛି ବର୍ଷ ପରେ ତଥା ୨୦୨୧ ମସିହାରେ କିଛି କାରଣ ବଶତଃ ବବିଙ୍କ ଠାରୁ କୋଏଲ ଅଲଗା ହୋଇଯାଇଥିଲେ । ଅଲଗା ହେବା ପରେ କୋଏଲ ବଙ୍ଗଳାରେ ରହିଥିଲେ ଓ ବଙ୍ଗଳା ଫିଲ୍ମରେ କାମ କରିଥିଲେ । ତେବେ ବନ୍ଧୁଗଣ ଏହି ବର୍ଷ ଗତ କିଛି ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଏଲ ବାନାର୍ଜୀ । ତେବେ କୋଏଲ ତାଙ୍କ ବୟଫ୍ରେଣ୍ଡ ଅରୂପଙ୍କୁ ବିବାହ କରିଛନ୍ତି ।

ତେବେ ଏ ହେଉଛନ୍ତି କୋଏଲଙ୍କର ଦ୍ଵିତୀୟ ସ୍ଵାମୀ ଯାହାଙ୍କୁ ଆପଣ ଏହି ଫଟୋରେ ଦେଖି ପାରୁଥିବେ । କୋଏଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋଏଲ ଏବେ କଲିକତାରେ ନିଜ ସ୍ଵାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ କୋଏଲ ବାନାର୍ଜୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *