ଗୋଟିଏ କିମ୍ବା 2 ଟି ନୁହେଁ ବରଂ 3-3 ଥର ବିବାହ କରିଛନ୍ତି Bollywood ର ଏହି 5 ଷ୍ଟାର, ନଂ 5 ତ ସବୁ ସୀମା ହିଁ ଟପିଗଲେ !

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ସମ୍ପର୍କ ବନେଇବା ବା ବିଗିଡିବା ସାଧାରଣ କଥା ଅଟେ । ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ପରସ୍ପର ସହ ବିବାହ କରିଛନ୍ତି ହେଲେ ସେମାନଙ୍କ ସମ୍ପର୍କ କେତେ ସମୟ ପର୍ଯ୍ୟନ୍ତ ରହିବ ତାର କୌଣସି ସଠିକ ଜବାବ ନାହିଁ । କାରଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁ ମାନଙ୍କ ପ୍ରଥମ ବିବାହ ସଫଳ ହୋଇପାରେ ନାହିଁ ଯାହାଫଳରେ ସେ ଦ୍ଵିତୀୟ ବିବାହ କରିଦିଅନ୍ତି ।

ହେଲେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ଦୁଇ ରୁ ଅଧିକ ବିବାହ କରିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ । କିଶୋର କୁମାର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଗାୟକ କିଶୋର କୁମାର । କିଶୋର କୁମାର ନିଜ ଜୀବନରେ ୪ଟି ବିବାହ କରିଛନ୍ତି ।

ପ୍ରଥମେ ସେ ୧୯୫୦ ମସିହାରେ ରୁମା ଗୂହା ଠାକୁରଙ୍କ ସହ ବିବାହ କରିଥିଲେ ହେଲେ ଏହି ବିବାହ ୮ ବର୍ଷ ପରେ ଭାଙ୍ଗି ଗଲା । ଏହା ପରେ ସେ ଅଭିନେତ୍ରୀ ମଧୁବାଲାଙ୍କ ସହ ବିବାହ କରିଥିଲେ ହେଲେ ୯ ବର୍ଷ ପରେ ଏ ବିବାହ ବି ଭାଙ୍ଗି ଗଲା । ଏହା ପରେ ସେ ଯୋଗୀତା ବାଲିଙ୍କ ସହ ତୃତୀୟ ବିବାହ କରିଲେ ହେଲେ ଦୁଇ ବର୍ଷରେ ଏହି ସମ୍ପର୍କ ଭାଙ୍ଗି ଗଲା । ଏହା ପରେ ସେ ଚତୁର୍ଥ ବିବାହ ୧୯୮୦ରେ କରିଥିଲେ ।

ସିଦ୍ଧାର୍ଥ ରାୟ କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଜଣା ଶୁଣା ଫିଲ୍ମ ମେକର ସିଦ୍ଧାର୍ଥ ରାୟ କପୁର । ସିଦ୍ଧାର୍ଥ ପ୍ରଥମେ ନିଜ ପିଲା ଦିନର ସାଙ୍ଗ ସହ ବିବାହ କରିଥିଲେ ହେଲେ ଏହି ସମ୍ପର୍କ ଭାଙ୍ଗି ଗଲା । ଏହା ପରେ ସେ ୨୦୧୧ରେ ଜଣେ ଟିଭି ପ୍ରଡ୍ୟୁସରଙ୍କ ସହ ବିବାହ କରିଲେ ହେଲେ ଏ ସମ୍ପର୍କ ବି ରହିଲା ନାହିଁ ଶେଷରେ ସେ ୨୦୧୨ରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଳନଙ୍କ ସହ ବିବାହ କରିଲେ ।

ସଞ୍ଜୟ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସଞ୍ଜୟ ଦତ୍ତ । ସଞ୍ଜୟ ପ୍ରଥମେ ରୀଚା ଶର୍ମାଙ୍କ ସହ ବିବାହ କରିଥିଲେ ହେଲେ ୧୯୯୬ ମସିହାରେ ରୀଚାଙ୍କ ମୃତ୍ୟୁ ହୋଇଗଲା । ସଞ୍ଜୟ ୧୯୯୮ ମସିହାରେ ରିୟା ପିଲ୍ଲଇଙ୍କ ସହ ବିବାହ କରିଲେ ହେଲେ ୨୦୦୫ରେ ସେମାନେ ଅଲଗା ହୋଇଗଲେ । ଏହା ପରେ ସଞ୍ଜୟ ମାନ୍ୟତା ଦତ୍ତଙ୍କ ସହ ବିବାହ କରିଲେ ।

କରନ ସିଂହ ଗ୍ରୋବର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭି ଅଭିନେତା କରନ ସିଂହ ଗ୍ରୋବର । କରନ ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କ ସହ ବିବାହ କରିଥିଲେ ହେଲେ ୧୦ ମାସରେ ଏମାନେ ଅଲଗା ହୋଇଗଲେ । ଏହା ପରେ ସେ ଜେନିଫର ବିଙ୍ଗେଟଙ୍କ ସହ ବିବାହ କରିଲେ ହେଲେ ୨୦୧୪ରେ ଏମାନେ ଅଲଗା ହୋଇଗଲେ  । ଶେଷରେ ସେ ବିପାଶା ବାସୁଙ୍କ ସହ ତୃତୀୟ ବିବାହ କରିଥିଲେ ।

କବୀର ବେଦି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା କବୀର ବେଦି । କବୀର ୪ଟି ବିବାହ କରିଛନ୍ତି । କବୀର ପ୍ରଥମେ ବଙ୍ଗାଳୀ ଡ୍ୟାନ୍ସର ପ୍ରତିମା ବେଦିଙ୍କ ସହ ବିବାହ କରିଥିଲେ ହେଲେ ଏ ବିବାହ ଭାଙ୍ଗି ଗଲା । ଏହା ପରେ ସେ ବ୍ରିଟିଶ ଡିଜାଇନର ସୁସାନଙ୍କ ସହ ବିବାହ କରିଲେ । ଏହା ପରେ ସେ ନିକିଙ୍କ ସହ ବିବାହ କରିଲେ । ଶେଷରେ ସେ ୭୧ ବର୍ଷ ବୟସରେ ପ୍ରବିନ ଦୁସାଞ୍ଜଙ୍କ ସହ ବିବାହ କରିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *