ଏକା ସହିତ ଗୋଟିଏ ଝିଅକୁ ହିଁ ଭଲ ପାଇ ବସିଲେ Bollywood ର ଏହି 3 ଜଣ ଷ୍ଟାର, କିନ୍ତୁ ମିଳିଲା ଧୋକା

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ରେ କେତେବେଳେ କିଏ କାହା ପ୍ରେମ ରେ ପଡି ଯାଏ ତାହା କେହି ଜାଣି ନଥାନ୍ତି । ଏହା ସହ କେତେବେଳେ ସେମାନଙ୍କ ସମ୍ପର୍କ ରେ ତିକ୍ତତା ଆସିଯାଏ ତାହା ମଧ୍ୟ କେହି ଜାଣି ପାରନ୍ତି ନାହିଁ । ତେବେ ଏହି ପ୍ରି ଘଟଣା ବଲିଉଡ ରେ ବହୁତ ଥର ଦେଖିବାକୁ ଏଵଂ ଶୁଣିବାକୁ ମିଳିଛି । ତେବେ କେତେବେଳେ ଏକ୍ସଟ୍ରା ପ୍ରେମ ସମ୍ପର୍କ ତ କେତେ ବେଳେ ଛାଡପତ୍ର ।

ଏହି ସବୁ ଘଟଣା ବଲିଉଡ ରେ ଅତି ସାମାନ୍ୟ ହୋଇ ଗଲାଣି ତେବେ ଆପଣ କଣ ଜାଣିଛନ୍ତି କି ନବେ ଦଶକ ରେ ତିନି ତିନି ଜଣ ଅଭିନେତା ଜଣେ ଅଭିନେତ୍ରୀ ଙ୍କ ପ୍ରେମ ରେ ପଡି ଯାଇଥିଲେ । କିନ୍ତୁ ତିନି ଜଣଙ୍କ ଭିତରୁ କେହିବି ଏହି ପ୍ରେମ ସମ୍ପର୍କ ରେ ସଫଳ ହୋଇ ପାରି ନଥିଲେ । ତେବେ ସେହି ଅଭିନେତ୍ରୀ ହେଉଛନ୍ତି ରବିନା ଟଣ୍ଡନ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ତେବେ ଲିଷ୍ଟ ର ପ୍ରଥମ ରେ ଆସୁଛନ୍ତି ସନି ଦେବଲ । ତେବେ ଢାଇ କିଲୋ ର ହାତ ରଖିଥିବା ସନି ଦେବଲ ରବିନା ଙ୍କ ପ୍ରେମ ରେ ପାଗଳ ଥିଲେ । ତେବେ ଦୁହେଁ ଅନେକ ସିନେମା ଏକାଠି କରିଥିଲେ କିନ୍ତୁ ଇମତିହାନ ସିନେମା ରେ ଦୁହେଁ କାମ କରିବା ସମୟରେ ପରସ୍ପର ପ୍ରତି ବହୁତ ନିକଟତର ହୋଇ ଯାଇଥିଲେ ଏବଂ ଡେଟ କରିବା ଆରମ୍ଭ କରିଥିଲେ । ତେବେ ରବିନା ଙ୍କୁ ଯେତେବେଳେ ସନି ପୂର୍ବରୁ ବିବାହିତ ଖବର ଜାଣିଲେ ସେତେବେଳେ ସେ ତାଙ୍କ ଠାରୁ ଦୂରତା ରଖିଲେ ଏବଂ ସେଇଠାରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।


୨- ଦ୍ଵିତୀୟ ରେ ହେଉଛନ୍ତି ବଲିଉଡ ର ସିଙ୍ଘମ ଅଜୟ ଦେବଗନ । ତେବେ ଅଜୟ ମଧ୍ୟ ଗୋଟିଏ ସମୟରେ ରବିନା ଙ୍କ ପ୍ରେମ ରେ ପାଗଳ ଥିଲେ ତେବେ ଦୁହିଙ୍କ ପ୍ରେମ ସମ୍ପର୍କ ‘ଗେର’ ସିନେମା ରୁ ଆରମ୍ଭ ହୋଇଥିଲା । ଯେଉଁଠି ଦୁହେଁ ଫିଲ୍ମ ସୁ-ଟ ସମୟରେ ପରସ୍ପର କୁ ହୃଦୟ ଦେଇ ବସିଥିଲେ । ତେବେ ଦୁହେଁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ କିନ୍ତୁ ଅଜୟ ରବିନା ଙ୍କୁ ଧୋ-କା ଦେଇ ୧୯୯୯ ରେ କାଜଲ ଙ୍କ ସହିତ ବିବାହ କରିନେଲେ ।


୩- ତୃତୀୟ ଅଭିନେତା ହେଉଛନ୍ତି ବଲିଉଡ ର ଖିଲାଡି ଅକ୍ଷୟ କୁମାର । ତେବେ ଅକ୍ଷୟ କୁମାର ମଧ୍ୟ ରବିନା ଙ୍କ ସୁନ୍ଦରତା ରେ ମଗ୍ନ ହୋଇ ଯାଇଥିଲେ ଏବଂ ତାଙ୍କ ପ୍ରେମ ରେ ପାଗଳ ଥିଲେ । ତେବେ ମୋହରା ସିନେମା ରେ ଦୁହେଁ କେମେଷ୍ଟ୍ରୀ ବନାଉ ବନାଉ ପରସ୍ପର କୁ ହୃଦୟ ଦେଇ ବସିଥିଲେ । ତେବେ ଅକ୍ଷୟ କୁମାର ସେତେବେଳେ ଶିଳ୍ପା ସେଠୀ ଙ୍କୁ ମଧ୍ୟ ଡେଟ କରୁଥିଲେ ତେବେ ଏହି ଖବର ପାଇବା ପରେ ରବିନା ଅକ୍ଷୟ ଙ୍କ ସହ ବ୍ରେକଆପ କରି ଦେଇଥିଲେ ଏବଂ ଅଲଗା ହୋଇ ଯାଇଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *