ଏଇ ବାଟେ ୮୦ ଫୁଟ ତଳୁ ବାହାରୁଛି ୧୧ ବର୍ଷର ରାହୁଲ.. ସୁଡ଼ଙ୍ଗ ଖୋଳା ଆଉ ଅଳପ ରହିଲା ବାକି, ଦେଖନ୍ତୁ Video

11 ବର୍ଷର ବାଳକ ରାହୁଲ ଏବେ 80 ଫୁଟ ତଳେ ଅଛି ଯାହା ଦ୍ଵାରା ସେ ବାହାରକୁ ବାହାରିବା ପାଇଁ ଚେଷ୍ଟା ଏବେ ଭି ଜାରି ରହିଛି । ଆପଣ ମାନେ ଜଣାଇ ଥିବେ କି ଛତିଶଗଡ ର ଏକ ଗ୍ରାମରେ ଏହି କୁନି ପୁଅ ଟି ଫଶୀ ଯାଇଛି । ଯାହାକୁ ଉଧାର କରିବା ପାଇଁ ଅନେକ ପ୍ରକକାର ଚେଷ୍ଟା ଚାଲିଛି ଛତିଶଗଡ ର ମୁଖ୍ୟମନ୍ତ୍ରୀ ମଧ୍ୟ ସବୁ ଥର ର ଖବର ନେଉଛନ୍ତି । ଯାହା ଦ୍ଵାରା ସେ ଜାଣି ପାରୁଛନ୍ତି କି ସେ  ଏବେ ଖୁବ ଶୀଘ୍ର ବାହାରକୁ ବାହାରି ଆସି ପାରିବେ ।

ଆପଣ ଏହା ମଧ୍ୟ ଜାଣି ଥିବେ କି ଯେଉଁ ମାନେ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ଖୁବ ସାବଧାନର ସହ ଏହାକୁ କରୁଛନ୍ତି ଆପଣ ଏହା ମଧ୍ୟ ଜାଣିବା ନିହାତି ଭାବେ ଦରକାର କି ଏବେ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ଅଛି । ଆଉ ମାତ୍ର କିଛି ସମୟ ଏହା ପରେ ରାହୁଲ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିବେ ।

ଏକ ଗାତରେ ପଡି ଯାଇଥିବା ବେଳେ ତାଙ୍କ ପାଇଁ ପାଇପ ଦ୍ଵାରା ଅକ୍ଷିଜେନ ପଠା  ଯାଉଛି । କେବଳ ଏହା ନୁହେଁ ଏହା ପାଇଁ ତାଙ୍କଉ ଖାଇବା ମଧ୍ୟ ଦିଆ ଯାଉଛି । ଯାହା ଦ୍ଵାରା ସେ କ୍ଳାନ୍ତ ଅନୁଭବ ନକରନ୍ତୁ । ତାଙ୍କ ପାଖକୁ କଦଳୀ ପାଉଁରୁଟି ଆଦି ପଠା ଯାଉଛି । ଆମେ ଯେତେ ଯାହା କହିଲେ ମଧ୍ୟ ତାଙ୍କ ଧର୍ଯ୍ୟ ର ତାରିଫ ନକରି ରହି ହଉନି । କାରଣ ରାହୁଲ ନିଜ ପାଇଁ ପାଣି କାଢୁଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ସବୁ ନିଜ ନଜର ରେ କରୁଛନ୍ତି । ରାହୁ ଙ୍କ ସହ ସେ କଥା ହୋଇ ଛନ୍ତି । ରାହୁଲ ଙ୍କ ପଡ଼ିଇବବାର ସହ ମଧ୍ୟ ସେ କଥା ଆହୋଇଛନ୍ତି ଆରମି ଟିମ ପଠାଇବା ସହ ମେଡିକାଲ ଟିମ ମଧ୍ୟ ପଠାଇଛନ୍ତି ସେ । ତେବେ ଆଉ ମାତ୍ର ଅଳ୍ପ  ସମୟ ଦରକାର ଏହା ପରେ ରାହୁଲ ବାହାରକୁ ବାହାରି ଆସିବେ ବୋଲି ସୂତ୍ରରୁ ଜଣା ପଡୁଛି । ଏହି ଭଳି ଏକ ଘଟଣା  2006 ମଧ୍ୟ ହୋଇଥିଲା ।

ଏହା ସହ 11 ଟି ସିଲିଣ୍ଡର ବ୍ୟବହାର କରା ଯାଇଛି । ଏହା ସହ ଖୋଲା ବୋରବେଲ କୁ ବନ୍ଦ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ମନ୍ତ୍ରୀ କହିଛନ୍ତି କି ଏହା ପାଇଁ ଯେଉଁ ଭଳି ଭାବେ ଆଗାମୀ ଦିନରେ କିଛି ଅସୁବିଧା ନ ହୁଏ ଏହା ପ୍ରତି ଧ୍ୟାନ ଦେବା ଦରକାର । ଆଉ କିଛି ଘଣ୍ଟାରେ ବାହାରିଯିବ ରାହୁଲ ଓ ଏହା ସହ ସେ ପୂର୍ବ ଭଳି ଖେଳିବା ତା ମୁଣ୍ଡକୁ ତା ମା ପୂର୍ବ ଭଳି ଆଉଶି ଦେବେ ପୂର୍ବ ଭଳି ସେ ପୁଣି ଖେଳିବା ପାଇଁ ଲାଗିବ । ଏହା ସହ ପୂର୍ବ ଭଳି ସେ ନ୍ନିଜ ଜୀବନ କୁ ପୁଣି ବଞ୍ଚିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *