2021 ରେ ଦୁନିଆକୁ ଅଲବିଦା କହିଦେଲେ ଏହି 7 ଜଣ ଫେମସ ଷ୍ଟାର, ନମ୍ବର 2 ଥିଲେ ସମସ୍ତଙ୍କ ପ୍ରିୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ ଯେ, ଜଣେ କଳାକାର ନିଜ କଳା ଦ୍ୱାରା ମୃ-ତ୍ୟୁ ପରେ ମଧ୍ୟ ଅମର ହୋଇ ରହିଥାଏ ଏବଂ ଦର୍ଶକ ମାନଙ୍କ ହୃଦୟ ରେ ରାଜ୍ କରିଥାଏ । କଳାକାର ଙ୍କ ମୃ-ତ୍ୟୁ ହୋଇଯାଏ ସତ କିନ୍ତୁ ତାଙ୍କ କଳା ର କେବେବି ମୃ-ତ୍ୟୁ ହୋଇନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଏହି ୨୦୨୧ ମସିହାରେ ମୃ-ତ୍ୟୁ ବରଣ କରିଛନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଦିଲୀପ କୁମାର- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଦିଲୀପ କୁମାର । ଏହି ଅଭିନେତା ୭ ଜୁଲାଇ ୨୦୨୧ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇ ର ହସ୍ପିଟାଲରେ ତାଙ୍କର ନି-ଧ-ନ ହୋଇଛି । ରିପୋର୍ଟ ଅନୁସାରେ ତାଙ୍କ ଦେହ ବହୁତ ଦିନ ଧରି ଅସୁସ୍ଥ ଥିଲା ଏବଂ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଶେଷରେ ୯୮ ବର୍ଷ ବୟସ ରେ ତାଙ୍କର ନି-ଧ-ନ ହୋଇଛି ।


୨. ସିଦ୍ଧାର୍ଥ ଶୁକ୍ଳା- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବିଗ୍ ବସ୍ ସୋ ରେ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ଏହି ଅଭିନେତା ଙ୍କ ମୃତ୍ୟୁ ହଠାତ ୨ ସେପ୍ଟେମ୍ବର ୨୦୨୧ ରେ ହୋଇଛି । ମୃ-ତ୍ୟୁ ର କାରଣ ଥିଲା ହା-ର୍ଟ ଆ-ଟା-କ ।


୩. ସୁରେଖା ସିକ୍ରି- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁରେଖା ସିକ୍ରି । ଏହି ଅଭିନେତ୍ରୀ ଙ୍କୁ ବାଲିକା ବଧୁ ସିରିଆଲ ର ଦାଦିଶା ଭାବରେ ବେଶ ପ୍ରସିଦ୍ଧ ଅଟନ୍ତି । ହା-ର୍ଟ ଆ-ଟା-କ କାରଣରୁ ୧୬ ଜୁଲାଇ ରେ ୭୫ ବର୍ଷ ବୟସ ରେ ତାଙ୍କର ନି-ଧ-ନ ହୋଇଛି ।


୪. ଅନୁପମ ଶ୍ୟାମ- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଅନୁପମ ଶ୍ୟାମ । ଯିଏ ପ୍ରତିଜ୍ଞା ସିରିଆଲ ରେ ସଜ୍ଜନ ସିଂ ନାମ ରେ ବେଶ ଲୋକପ୍ରିୟ । ୯ ଅଗଷ୍ଟ ୨୦୨୧ ରେ ଏହି ଅଭିନେତା ଙ୍କ ନି-ଧ-ନ ହୋଇ ଯାଇଛି ।


୫. ରାଜୀବ କପୁର- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତା ତଥା ଫିଲ୍ମ ନିର୍ମାତା ରାଜୀବ କପୁର । ଏହି ଅଭିନେତା ଙ୍କ ନିଧନ ହା-ର୍ଟ ଆ-ଟା-କ କାରଣରୁ ୨ ଫେବୃଆରୀ ୨୦୨୧ ମସିହାରେ ହୋଇଥିଲା ।

୬. ଅରବିନ୍ଦ ତ୍ରିବେଦୀ- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ରାମାୟଣ ଧାରାବାହିକ ରେ ରାବଣ ଭୂମିକା ରେ ନଜର ଆସିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ । ୬ ଅକ୍ଟୋବର ରେ ଏହି ଅଭିନେତା ନିଜର ଶେ-ଷ ନି-ଶ୍ୱା-ସ ତ୍ୟାଗ କରିଛନ୍ତି ।

୭. ଘନଶ୍ୟାମ ନାଏକ- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ତାରକ ମେହତା କା ଉଲ୍ଟା ଚଷମା ଧାରାବାହିକ ର ନଟୁ କାକା ତଥା ଅଭିନେତା ଘନଶ୍ୟାମ ନାଏକ । କ୍ୟାନ୍ସର କାରଣରୁ କିଛି ଦିନ ପୂର୍ବରୁ ହିଁ ଏହି ଅଭିନେତା ଙ୍କ ନି-ଧ-ନ ହୋଇଛି । ଯାହା ଏକ ଅପୁରଣୀୟ କ୍ଷତି ଅଟେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *