ଏମାନେ 2021 ରେ ବିବାହ କରିଥିବା ଓଡିଆ ସେଲିବ୍ରିଟି ଯୋଡି, 4 ନଂ ଯୋଡି ଟି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିଆ ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ମାତ୍ର ଆଉ କିଛି ଦିନ ପରେ ୨୦୨୧ ବର୍ଷ ଶେଷ ହୋଇଯିବ । ଏହି ବର୍ଷ କିଛି ଓଡିଆ ସେଲିବ୍ରେଟି ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ସେଲିବ୍ରେଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ସେଲିବ୍ରେଟି ମାନଙ୍କ ବିଷୟରେ ।

ଗୁଡୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗୁଡୁ । ଆପଣ ମାନେ ସମସ୍ତେ ଗୁଡୁଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ସୋ-ସି-ଆ-ଲ ମି-ଡି-ଆ ଜରିଆରେ ପ୍ରେମ କରି ବିବାହ କରିଥିଲେ ।

ଦିପ୍ତିରେଖା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଦିପ୍ତିରେଖା । ଆପଣ ମାନେ ସମସ୍ତେ ଦିପ୍ତିରେଖାଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ତେବେ ବନ୍ଧୁଗଣ ଗତ କିଛି ମାସ ତଳେ ଦିପ୍ତିରେଖା ଜଣେ ଶିଲ୍ପପତିଙ୍କ ସହ ବିବାହ କରିଥିଲେ ।

ଜାଙ୍କଲିନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ନମ୍ବରରେ ଅଛନ୍ତି ଜାଙ୍କଲିନ । ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ପ୍ରେମୀ ଅରବିନ୍ଦଙ୍କ ସହ ବିବାହ କରିଥିଲେ ।

ଅର୍ଚ୍ଚିତା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା । ଆପଣ ମାନେ ସମସ୍ତେ ଅର୍ଚ୍ଚିତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଅର୍ଚ୍ଚିତା ବଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ବିବାହ କରିଥିଲେ ।

ସୋମାଲିନ୍- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ସୋମାଲିନ୍ । ଆପଣ ମାନେ ସମସ୍ତେ ସୋମାଲିନ୍ ଙ୍କୁ ଓଡିଆ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ଦିନ ତଳେ ସୋମାଲିନ୍ ନିଜ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ କରିଛନ୍ତି ।

ଗୁନଗୁନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଗୁନଗୁନ । ଆପଣ ମାନେ ସମସ୍ତେ ଗୁନଗୁନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଗୁନଗୁନ ଆଜି ନିଜ ପୁରୁଷ ବନ୍ଧୁଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *