ଏ ହେଉଛି ମୋ ଟୁଙ୍ଗୁରୁ ଭୋଳ ..ଖାଲି ଫୁଲ ଦେଇଦେଇ କରୁଥିଲା ମୋତେ ଗେଲ…ଏତେ ଦିନ ପରେ ସାମ୍ନାକୁ ଆସିଲେ ଟୁଙ୍ଗୁରୁ ଭୋଳ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବର୍ଷା ଭୋଳ ନାମକ ମହିଳାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରେମିକ ପାଇଁ ସ୍ଵାମୀକୁ ଛାଡି ଦେଇଥିବା ଏହି ମହିଳା ଜଣକ ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ବର୍ଷା ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ନିଜ ପ୍ରେମିକ ବିଷୟରେ ଦେଇଛନ୍ତି । ବର୍ଷା କହିଛନ୍ତି, ଏ ହେଉଛି ମୋର ଟୁଙ୍ଗୁରୁ ଭୋଳ । ଦିନକୁ ହଜାର ଥର ମୋତେ ଆଇ ଲଭ ୟୁ କହୁଥିଲା ଯେଉଁଠି ଦେଖା ହେଉଥିଲା ମୋତେ ଗୋଲାପ ଫୁଲ ଦେଉଥିଲା ।

ଫୁଲ ଦେଇ ଦେଇ ଏମିତି କରୁଥିଲା ଗେଲ ଯେ ଦିନକୁ ହଜାର ଥର ମୋତେ ଆଇ ଲବ ୟୁ କହୁଥିଲା । ଫୁଲ ଦେବା ସହ ଏମିତି କରୁଥିଲା ଗେଲ ଯେ ମୁଁ ମୋ ସ୍ଵାମୀକୁ ଛାଡି ଦେଲି ଆଉ ମୋର ଦୁଇଟି ପିଲାକୁ ବି ଛାଡି ଦେଲି । ଟୁଙ୍ଗୁରୁ ଭୋଳର ପ୍ରେମରେ ମୁଁ ସବୁ କିଛି ଭୁଲି ଗଲି । ବନ୍ଧୁଗଣ ଆପଣ ମାନେ ଯେଉଁ ଫଟୋ ଦେଖୁଛନ୍ତି ସେଥିରେ ଥିବା ଯୁବକ ଜଣକ ହେଉଛନ୍ତି ଟୁଙ୍ଗୁରୁ ଭୋଳ ।

ଆଉ ଟୁଙ୍ଗୁରୁ ଭୋଳ ଅଧା ଦିନ ଭାଉଜ ଭାଉଜ ଡାକିଲେ ଆଉ ପରେ ନିଜ ପ୍ରେମିକା ବନେଇ ଦେଲେ । ବଦଳି ଯାଇଥିଲା ଟୁଙ୍ଗୁରୁ ଭୋଳଙ୍କର ନଜର । ଭାଉଜଙ୍କ ଆଖିରେ ଆଖି ମିଶାଇ ଟୁଙ୍ଗୁରୁ ଏମିତି ପ୍ରେମ କରିଲା ଯେ ଭାଉଜ ସବୁ କିଛି ତା ପାଇଁ ଛାଡି ଦେଲେ ହେଲେ ଟୁଙ୍ଗୁରୁ ଦେଲା ଧୋକା । ଟୁଙ୍ଗୁରୁ ଭୋଳ ରାତିଦିନ ପ୍ରେମ କରୁଥିଲା ଆଉ ତାଙ୍କ ପ୍ରେମ ନିବେଦନକୁ ମନା କରିପାରି ନଥିଲେ ବର୍ଷା ।

ତାଙ୍କର ମନ ବହି ଗଲା ଟୁଙ୍ଗୁରୁର ପ୍ରେମ ଦେଖି ସେ ବି ପ୍ରେମ କରିଲେ । ତେବେ ଆପଣ ଦେଖୁଥିବା ଏହି ଫଟୋଟି ହେଉଛି ଟୁଙ୍ଗୁରୁ ଭୋଳଙ୍କର । ଆଉ ଟୁଙ୍ଗୁରୁଙ୍କ ହୃଦୟ ବଡ ଆଉ ବହୁତ ଟାଣ । ବର୍ଷା ବିବାହିତା ତାଙ୍କର ସ୍ଵାମୀ ଅଛି ଆଉ ଦୁଇଟି ପିଲା ଅଛି ଜାଣି ମଧ୍ୟ ବର୍ଷାକୁ ଆପଣାଇ ଥିଲେ । ପ୍ରେମ କରିବା ସହ ବର୍ଷାଙ୍କ ସହ ସେ ସମ୍ପର୍କ ବି ରଖିଥିଲେ । ହେଲେ ଟୁଙ୍ଗୁରୁଙ୍କ ପ୍ରେମ କେତେ ମିଛ ଥିଲା ଆଜି ମହିଳା କହୁଛନ୍ତି ।

ବର୍ଷା ଯେତେବେଳେ ଜାଣିଲେ ଟୁଙ୍ଗୁରୁ ଭୋଳ ଆଉ କାହା ସହ କୋର୍ଟ ମ୍ୟାରେଜ କରିଦେଇଛି ସେତେବେଳେ ବର୍ଷାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏବେ ବର୍ଷା ଟୁଙ୍ଗୁରୁଙ୍କ ସହ ବିବାହ କରିବା ପାଇଁ ଜିଦି ଧରି ବସିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *