ସୁବର୍ଣ୍ଣ ସୁଯୋଗ ! ଏବେ ଶସ୍ତାରେ ମିଳୁଛି କୁଲର,ଏସି ଓ ଫ୍ରିଜ, ଦେଖନ୍ତୁ କେଉଁଠି ଓ କିପରି କିଣିବେ ?

ନମସ୍କାର ବନ୍ଧୁଗଣ ତେବେ ଗ୍ରୀଷ୍ମ ପ୍ରବାହ ଏତେ ବଢ଼ିବାରେ ଲାଗିଛି ଯେ ଲୋକେ ଘରୁ ବାହାରିବା କଷ୍ଟ କର ହେଇଯାଉଛି । ଏତେ ଜୋର ଖରା ପାଇଁ ସେ ଘରେ ହେଉ ଅବା ଘର ବାହାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାରେ ଲାଗୁଛି ଯାହା ଫଳରେ କି ଆମକୁ ଘରେ ମଧ୍ୟ ରହିବା ପାଇଁ ପ୍ରବଳ ଅସନ୍ତୁଷ୍ଟ ଲଗୁଛି କିନ୍ତୁ ଏହାକୁ ଦୁର କରିବା ପାଇଁ ଲୋକେ ଏସି ବା କୁଲର ମଧ୍ୟ କିଣି ଥାଆନ୍ତି । ତେବେ ରାଜ୍ୟରେ ଗ୍ରୀଷ୍ମଋତୁର ଆଗମନ ହୋଇଛି ।

ମୁଣ୍ଡଫଟା ଖରା ସାଙ୍ଗକୁ ବଢୁଥିବା ତାପମାତ୍ରା ମଣିଷର ଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି । ଏଭଳି ପରିସ୍ଥିତିରେ ଲୋକେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ତଥା ଏସି ବ୍ୟବହାର କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।   ମାତ୍ର କିଛି ଲୋକଙ୍କ ନିକଟରେ ଏତେ ପରିମାଣ ରେ ଅର୍ଥ ନଥାଏ କି ସେମାନେ ଏତେ ଅର୍ଥ ବେୟ କରି ଏହାକୁ କିଣି ପାରିବେ ।

ତେବେ କିନ୍ତୁ ବର୍ତ୍ତମାନ ଆପଣ ୮୦,୦୦୦ ଥିବା ଏସି କୁ କେବଳ ୪୦,୦୦୦ ରେ କିଣି ପାରିବେ ତାହା ପୁଣି ବଡ଼ ବଡ଼ ବ୍ରାଣ୍ଡର ଯେପରି ଏଲ ଜି, ଶ୍ୟାମସଙ୍ଗ, ଆଦି । ତେବେ ଆପଣ ମାନେ ତ ଜାଣିଥିବେ କି ଖରାଦିନ ହେଲେ ମାନେ ଏସି,କୁଲର ଆଦି ର ଚାହିଦା ବଢିବାକୁ ଲାଗେ ତେଣୁ ଏହାର ଦାମ ମଧ୍ୟ ବଢ଼ିବାରେ ଲାଗିଥାଏ । ତେବେ ମଧ୍ୟବିତ୍ତ ପରିବାର ଏହାକୁ କିଣିବାରେ ସକ୍ଷମ ମଧ୍ୟ ହୋଇ ପାରି ନଥାନ୍ତି ।

ତେବେ ସେଥିପାଇଁ ବର୍ତ୍ତମାନ ଅନଲାଇନ ଫ୍ଲାଟଫର୍ମ ରେ ସମର ଅଫର ଚାଲିଛି । ତେବେ ଏହି ସେଲରେ ଆପଣ ଡିସ୍କାଉଣ୍ଟ ଓ ଏକ୍ସଚେଞ୍ଜ ଅଫର ଉପରେ ନୂଆ ରେଫ୍ରିଜରେଟର କିଣିପାରିବେ । ଫ୍ଲିପକାର୍ଟ ସେଲରେ ଆପଣ ସାମସଂଗ, ଏଲଜି, ୱିର୍ଲପୁଲ ପରି ବ୍ରାଣ୍ଡ ରେଫ୍ରିଜରେଟର ଏଫର୍ଡ଼ବଲ ମୂଲ୍ୟରେ କିଣିପାରିବେ । ଏହା ଉପରେ ଅତି କମରେ ୧୫୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମିଲୁଅଛି ।

ଏହା ବ୍ୟତୀତ ୟୁଜର୍ଷଙ୍କୁ ଏସବିଆଇ କ୍ରେଡିଟ କାର୍ଡ ଓ ଇଏମଆଇ ଟ୍ରାଞ୍ଜେକ୍ସନ ଉପରେ ୧୦ ପ୍ରତିଶତର ଇଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳୁଅଛି । ଆସନ୍ତୁ ଜାଣିବା ଏହି ସେଲରେ ମିଳୁଥିବା ଅଫର ଡିଟେଲ୍ସ । ତେବେ ୪୫୦୦ ଟଙ୍କା ବିନିମୟ ଅଫର ସହ ୟୁଜର୍ସ ହାୟର, ୱିର୍ଲପୁଲ, ଓନିଡା ଏବଂ ଅନ୍ୟାନ୍ୟ ବ୍ରାଣ୍ଡରୁ ରେଫ୍ରିଜରେଟର ପାଇଛନ୍ତି ।

ତେବେ ଏହି ସେଲରେ ଆପଣଙ୍କୁ କେବଳ ରେଫ୍ରିଜେରଟର ନୁହେଁ ବରଂ ଏୟାର କଣ୍ଡିସନ ଉପରେ ମଧ୍ୟ ଡିସ୍କାଉଣ୍ଟ ମିଳୁଅଛି । ସେଲରେ ଆପଣ ସ୍ପ୍ଲିଟ ଓ ୱିଣ୍ଡୋ ଏସିକୁ ସଠିକ ମୂଲ୍ୟରେ କିଣି ପାରିବେ । ତେବେ ଆପଣ ମଧ୍ୟ ନିଶ୍ଚିତ ଶୀଘ୍ର ଏହି ଅଫରର ଫାଇଦା ଉଠାନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *