ଏବେ ମିଳିବ ପ୍ରତି ପରିବାର ପିଛା ଏକ ହଜାର ଟଙ୍କା, କିଛିବି କାମ ନକରି ପାଇବେ ମାଗଣାରେ…

ଏଥର ମିଳିବ ପ୍ରତି ପରିବାର ପିଛା 1 ହଜାର ଟଙ୍କା ! ଖବର ମୁତାବିକ ପ୍ରତି ପରିବାର ପିଛା 1 ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆସନ୍ତା ମଙ୍ଗଳବାର ଏଭଳି କିଛି ଶୁଭାରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରତ୍ଯେକଟି ପରିବାରକୁ 1 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି । କିଛି କାମ ନକରି ମଧ୍ୟ ପରିବାର ପିଛା ଏକ ହଜାର ତାଙ୍କ ମିଳିବ । ଯାହା ସେମାନଙ୍କୁ ତାଙ୍କ ଘର ଚଳାଇବାରେ ସାହାଜ୍ଯ କରିବ ।

ରାଜ୍ୟର ବିକାଶ ପାଇଁ ସବୁବେଳେ ଚିନ୍ତା କରି ଆସୁଥିବା ରାଜ୍ୟ ସରକାର ଅର୍ଥାତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ସମୟରେ ଲୋକମାନଙ୍କର ବିକାଶ ପାଇଁ କିଛି ନା କିଛି ନୂଆ ଯୋଜନା କାର୍ଯ୍ୟକାରୀ କରାଇ ଆସିଛନ୍ତି । ଲୋକଙ୍କ ବିକାଶକୁ ଆଖି ଆଗରେ ରଖି ଅନେକ ଭଲ ଭଲ ପଦକ୍ଷେପ ମଧ୍ୟ ରାଜ୍ୟ ସରକାର ନେଇଛନ୍ତି । ଏହି ଯେପରି ପ୍ରତି ପରିବାର ପିଛା ଏକ ହଜାର ଟଙ୍କା ଦେବାର ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର ଅର୍ଥାତ ମାନ୍ୟବର ନବୀନ ପଟ୍ଟନାୟକ ।

ତେବେ ରାଜ୍ୟର ବିକାଶକୁ ଦ୍ରୁଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ଆଉ ଏକ ନୂଆ ପ୍ରୟାସ । ରାଜ୍ୟର 95 ଲକ୍ଷ 90 ହଜାର ପରିବାରକୁ 1 ହଜାର ଟଙ୍କା ଲେଖାଏନ ମିଳିନକୁ ଯାଉଛି । ଯାହାକୁ ମାନ୍ୟବର ମୁଖ୍ୟମତରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରି ସର୍ବ ସାଧାରଣଙ୍କୁ ଜଣାଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ । ଦରଦାମ ବୃଦ୍ଧି ଯୋଗୁ ପରିବାର ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ବହୁତ ଅସୁବିଧାର ସାମ୍ନା କରନ୍ତି ।

ତେଣୁ ପରିବାର ପିଛା ମିଳିବାକୁ ଯାଉଥିବା 1 ହଜାର ଟଙ୍କା ଲୋକଙ୍କର ବହୁତ କାମରେ ଲାଗିବ । ଏଥିସହ ଏହି ସବୁ ପରିବାରକୁ 2 ଟି ଝୋଟରୁ ପ୍ରସ୍ତୁତ ବ୍ୟାଗ ମଧ୍ୟ ମିଳିବ। ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ଗରିବ ଲୋକଙ୍କର ବଳ ବଢାଇବ ବୋଲି ଆଶା କରାଯାଉଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତି । ଏଥିସହ ପେଜକୁ ଲାଇକ୍ ଟିଏ କରିବା ସହ ପୋଷ୍ଟଟି ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *