ଏବେ ବଡ଼ ହୋଇ ଯାଇଛନ୍ତି କୁନି Mani ? ଦେଖା ଯାଉଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମସ୍ତେ ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି ।କେତେ ବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ । ତେବେ ସେହି ଭଳି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ଓଡ଼ିଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ତେବେ ସେଥି ମଧ୍ୟରୁ ସାର୍ଥକ ଟିଭି ରେ ପ୍ରସାରିତ ହୋଇଥିବା ‘ମାନିନୀ’ ଧାରାବାହିକ ଅନ୍ୟତମ ।

ତେବେ ଏହି ଧାରାବାହିକ ରେ ମାନିନୀ ଚରିତ୍ର ରେ ଉପାସନା ଭଦ୍ରା ମହାନ୍ତି ଅଭିନୟ କରିଥିଲେ ଏବଂ ପରେ ସୁଇଟି ଏହି ଚରିତ୍ର ରେ ଅଭିନୟ କରିଥିଲେ । ତେବେ ଏହା ସହ ମାନି ଚରିତ୍ର ଅର୍ଥାତ ମାନିନୀ ଙ୍କ ର ଝିଅ ଭୂମିକା ରେ ଅଭିନୟ କରିଥିଲେ ନିଶିତା ପ୍ରିୟଦର୍ଶିନୀ । ତେବେ ଆସନ୍ତୁ ତାଙ୍କ ବିଷୟ ରେ କିଛି ଆଲୋଚନା କରିନେବା

ତେବେ ନିଶିତା ପ୍ରିୟଦର୍ଶିନୀ ଏହି ମାନିନୀ ଧାରାବାହିକ ରେ ବାଲ୍ୟ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ଏବଂ ସେ ମାନି ଚରିତ୍ର ରେ ଅର୍ଥାତ ମାନିନୀ ଙ୍କ ଝିଅ ଏବଂ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିଲେ । ତେବେ ସେ ଏତେ ଅଳ୍ପ ବୟସରେ ସେ ଏତେ ସୁନ୍ଦର ଅଭିନୟ କରିଥିଲେ କି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସେ ନିଜର ଏକ୍ସପ୍ରେସନ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ । ତେବେ ସେ ବହୁତ ଭଲ ଅଭିନେତ୍ରୀ ସହ ଜଣେ ଭଲ ଡାନ୍ସର ମଧ୍ୟ । ତେବେ ସେ ଜ଼ୀ ଟିଭି ରେ ପ୍ରସିଦ୍ଧ ଡାନ୍ସ ଶୋ ଡାନ୍ସ ଇଣ୍ଡିଆ ଡାନ୍ସ ରେ ମଧ୍ୟ ସେ ସିଲେକ୍ଟ ହୋଇଥିଲେ । ତେବେ ବର୍ତ୍ତମାନ ସେ ବହୁତ ବଡ଼ ହୋଇଗଲେଣି ଏବଂ ନିଜର ପାଠ ପଢ଼ାରେ ବର୍ତ୍ତମାନ ଧ୍ୟାନ ଦେଉଛନ୍ତି ତେବେ ସେ ବର୍ତ୍ତମାନ ଆହୁରି ଭଲ ଅଭିନୟ ଏବଂ ବହୁତ ଭଲ ଡାନ୍ସ ମଧ୍ୟ କରୁଛନ୍ତି ।

ସେ ସ୍ନାକ ଭିଡିଓ ଏବଂ ଇଂଷ୍ଟାଗ୍ରାମ ର ରିଲସ ଭିଡିଓ ରେ ସେ ସୁନ୍ଦର ସୁନ୍ଦର ଭିଡିଓ ମଧ୍ୟ ବନାଉ ଛନ୍ତି ଏବଂ ଲୋକମାନେ ମଧ୍ୟ ସେହି ସବୁ ଭିଡିଓ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆମେ ଆଶା କରୁଛୁ କି ସେ ଶୀଘ୍ର ନୁଆ ଚରିତ୍ର ଏବଂ ଧାରାବାହିକ ରେ ନଜର ଆସିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *