ଏବେ ଆସିଲା ବେଳେ 4 ଜଣ ମହିଳାଙ୍କୁ ଦେଖିଲି ଖାଇବା ବିକୁଛନ୍ତି, କାଇଁ ତାଙ୍କୁ ତ ଟ୍ରୋଲ୍ କରୁନ…. Car Khana

ଅନ୍ୟ ମହିଳା ମାନେ ଖାଇବା ବିକିଲେ ତାଙ୍କୁ ଟ୍ରୋଲ କରାଯାଉନି । ହେଲେ ଆମେ ଖାଇବା ବିକିଲେ ଆମକୁ କିଛି ଲୋକ ଟ୍ରୋଲ କରୁଛନ୍ତି । ତେବେ ରାଜଧାନୀରେ ନିକଟ ଅତିଆତରେ ବହୁତ ଚର୍ଚାକୁ ଆସିଥିବା କାର ଖାନା । ଯେଉଁଠାରେ 2 ଜଣ ମହିଳା ଅର୍ଥାତ 2 ଜା’ ମିଶି ଘରେ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ରୋଡସାଇଡରେ ସୁଲଭ ମୂଲ୍ୟରେ ଯୋଗାଉଥିଲେ । ହେଲେ କିଛି କାରଣ ବଶତଃ କିଛି ଦିନ ହେବ ଭୁବନେଶ୍ବରର ସେହି ସ୍ଥାନରେ ଆଉ କାର ଖାନା ଖୋଲାଯାଉନାହିଁ ।

ଯାହାକୁ ନେଇ ବର୍ତ୍ତମାନ ଅନେକ ଲୋକ ଅନେକ ପ୍ରକାର ଚର୍ଚା ଆରମ୍ଭ କରିଦେଇଛନ୍ତି । ତେବେ ଏ ନେଇ ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ନେହା ଓ ରଶ୍ମିତା । ତେବେ ନେହା କହିଛନ୍ତି । ଯେ ଆମେ ଯେବେ ଠାରୁ କାର ଖାନା ଖୋଲିଛୁ । ସେବେଠାରୁ ଆମ ଖାଇବା ପାଇଁ ଲୋକଙ୍କର ବହୁତ ସପର୍ଟ ମିଳିଛି । ହେଲେ କିଛି ଲୋକ ସେଥିମଧ୍ୟରୁ ଏମିତି ଅଛନ୍ତି । ଯେ ସେମାନେ ଆମକୁ ବିଭିନ୍ନ ମାଧ୍ୟମରେ ଟ୍ରୋଲ କରିବାରେ ଲାଗିପଡିଛନ୍ତି ।

ଆମ ବ୍ୟକ୍ତିଗତ ଜୀବନକୁ ନେଇ ଆମକୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି । ହେଲେ ଯେଉ ମାନେ ନିଜର ଲିମିଡ କ୍ରଶ କରି ଆମକୁ ଟ୍ରୋଲ କରିବାରେ ଲାଗି ପଡିଛନ୍ତି । ସେମାନଙ୍କ ପାଇଁ ଆମେ ମହିଳା ଥାନାରେ ଉପଯୁକ୍ତ ପଦକ୍ଷେପ ନେବାକୁ ଆସିଛୁ । ହେଲେ ଯେତେ ଯାହା ମୁଁ ସଂଘର୍ଷ କରେ । କିନ୍ତୁ ବହୁତ ଶୀଘ୍ର ସବୁ ଠିକ ଠାକ କରି ପୁଣି ଥରେ କାର ଖାନା ଖୋଲାଯିବା ପାଇଁ ଯାଉଛି । ସବୁବେଳେ ଲୋକଙ୍କର କାର ଖାନାକୁ ଖୋଲିବାକୁ ଡିମାଣ୍ଡ ରହୁଛି ।

ତେଣୁ ବହୁତ ଶୀଘ୍ର ସବୁ ସମସ୍ଯାର ସମାଧାନ କରି କାର ଖାନା ଖୋଲାଯିବା ପାଇଁ ଯାଉଛି । କାରଣ ଅନ୍ୟ ମହିଳା ଯେତେବେଳେ ଖାଇବା ବିକୁଛନ୍ତି । ସେମାନଙ୍କୁ କାଇଁ ଟ୍ରୋଲ କରାଯାଉ ନାହିଁ । ହେଲେ ଆମକୁ କଣ ପାଇଁ ? ଜୀବନରେ ଉନ୍ନତି କରି କିଛି କରିବା ପାଇଁ ଚାହିଁଲେ କିଛି ଲୋକ ଗୋଡ ନିହାତି ଭିଡିବେ । ତେଣୁ ସବୁ ନେଗେଟିଭିଟିକୁ ଦୂରେଇ କାର ଖାନା ଆମେ ଖୋଲିବୁ । ଖବରର ଅପଡେଟ ପାଇବା ଅଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *