‘ରାଣୀ ପଣ୍ଡାକୁ ଲୋକ ଏମିତି ମାରିଛନ୍ତି ଯେ ମୋର ପୁରା ପୋଡୁଛି, ମୁଁ କାହାକୁ ଖାତିର କରେନି, ଯଦି କେହି ମତେ…’ ଦୂର୍ଗା ପୂଜା ପଣ୍ଡାଲରେ ନିଆଁ ଲଗାଇଲେ Rani Panda

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା । ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଦିଗଜ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ଯାତ୍ରା ଜଗତରେ ରାଣୀ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ବି ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଆଉ ଅନେକ ବିବାଦ ପାଇଁ ରାଣୀ ଚର୍ଚ୍ଚାରେ ରୁହନ୍ତି ।

ରାଣୀ ଅନେକ ଥର ଗଣମାଧ୍ୟମ ସାମ୍ନାକୁ ଆସି ବଡ ବଡ ବୟାନ ଦିଅନ୍ତି । ସେ ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ବୋଲ୍ଡ ଫଟୋ ଓ ଭିଡିଓ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତାଙ୍କର ସୁନ୍ଦରତା ଆଉ ତାଙ୍କ କଡା ବୟାନକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ ବି କରନ୍ତି । ଆମ ଓଡିଶାରେ ରାଣୀଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ହେଲେ ବେଳେବେଳେ ତାଙ୍କୁ ଟ୍ରୋଲର ଶିକାର ବି ହେବାକୁ ପଡେ ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ରାଣୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଷ୍ଟେଜ ଉପରେ ରାଣୀ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଷ୍ଟେଜରେ ଡ୍ୟାନ୍ସ କରି ରାଣୀ ସମସ୍ତଙ୍କ ମନ କିଣି ନେଇଛନ୍ତି । ଡ୍ୟାନ୍ସ କରିବା ପରେ ରାଣୀ ଗଣମାଧ୍ୟମକୁ କହିଛନ୍ତି-‘ମୋର ବନ୍ଧୁ ବାନ୍ଧବ, ପରିବାର ଏ ଇଣ୍ଡଷ୍ଟ୍ରି ଆଉ ଏ ସମାଜ ଏବଂ ଲଭର ମାନଙ୍କ ଠାରୁ ଆରମ୍ଭ କରି ସମସ୍ତେ ମୋର ଏମିତି ମାରିଛନ୍ତି ମୋର ପୁରା ପୋଡା ହେଉଛି  । ତେଣୁ ମୁଁ କାହା କଥାକୁ ଖାତିର କରୁନି ଆଜ୍ଞା ଆଗେଇ ଚାଲିଛି ଆଉ ଆଗେଇ ଚାଲିବି ମଧ୍ୟ ଉପରବାଲାଙ୍କ ଆଶୀର୍ବାଦରେ’ । ତା ହେଲେ ବନ୍ଧୁଗଣ ରାଣୀଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *