ଦୁନିଆର ସବୁଠାରୁ ବିଶ୍ଵସ୍ଥ ପ୍ରାଣୀ କିଏ ଅଟେ ? 15+ General knowledge question with answer

ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।

1- ପୃଥିବୀରେ ସବୁଠାରୁ ବିଶ୍ଵସ୍ତ ପ୍ରାଣୀ କିଏ ଅଟେ ?

ଉତ୍ତର;- ପୃଥିବୀରେ ସବୁଠାରୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର ।

2- ମନୁଷ୍ୟର କେତେ ଦାନ୍ତ 2 ଥର ଉଠିଥାଏ ?

ଉତ୍ତର;- ମନୁଷ୍ୟର 20 ଟି ଦାନ୍ତ 2 ଥର ଉଠିଥାଏ ।

3- ମନୁଷ୍ୟ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା ?

ଉତ୍ତର;- ମନୁଷ୍ୟ ସର୍ବ ପ୍ରଥମେ ଖଜୁର ଫଳ ଖାଇଥିଲା ?

4- ଭୂମୀ ଉପରେ ଶୋଇବା ଦ୍ଵାରା କେଉଁ ବେମାରୀ ଭଲ ହେବାକୁ ଲାଗିଥାଏ ?

ଉତ୍ତର;- ଭୂମୀ ଉପରେ ଶୋଇବା ଦ୍ଵାରା ହାର୍ଟ ଆଟାକ ବେମାରୀ ହେବାର ଅଧିକ ସମ୍ଭାବନା ରହିନଥାଏ ।

5- ଭାରତର ସବୁଠାରୁ ବଡ ସହର କେଉଁଟି ?

ଉତ୍ତର;- ଭାରତର ସବୁଠାରୁ ବଡ ସହର ହେଉଛି ମୁମ୍ବାଇ ।

6- ଏପରି କେଉଁ ଜୀବ ଅଛି ? ଜିଏକି ଦୌଡିବା ସମୟରେ ନିଶ୍ଵାସ ପ୍ରଶ୍ଵାସ ନେଇନଥାଏ ?

ଉତ୍ତର;- ଝିଟିପିଟି ଜିଏକି ଦୌଡିବା ସମୟରେ ନିଶ୍ଵାସ ନେଇନଥାଏ ।

7- ମହାତ୍ମା ଗାନ୍ଧୀଙ୍କର ଜନ୍ମ ଗୁଜୁରାଟର କେଉଁ ସହର ଠାରେ ହୋଇଥିଲା ?

ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ଜନ୍ମ ଗୁଜୁରାଟର ପୌର ବନ୍ଦର ଠାରେ ହୋଇଥିଲା ।

8- ପୁରା ଦୁନିଆରେ ସବୁଠାରୁ ଶ୍ରେଷ୍ଠ ଦେଶ କେଉଁଟି ?

ଉତ୍ତର;- ପୁରା ଦୁନିଆରେ ସବୁଠାରୁ ଶ୍ରେଷ୍ଠ ଦେଶ ହେଉଛି ସୋମାଲିୟା ।

9- ବିଶ୍ଵର ସବୁଠାରୁ ବଡ ସ୍କୁଲ କେଉଁ ଦେଶରେ ତିଆରି ହୋଇଛି ?

ଉତ୍ତର;- ବିଶ୍ଵର ସବୁଠାରୁ ବଡ ସ୍କୁଲ ଭାରତରେ ତୋୟାରି ହୋଇଛି ।

10- ଚନ୍ଦ୍ରମାକୁ ମାନବ ପ୍ରେରଣ କରିଥିବା ବିଶ୍ଵର ସବୁଠାରୁ ପ୍ରଥମ ଦେଶ କଣ ଅଟେ ?

ଉତ୍ତର;- ଚନ୍ଦ୍ରମାକୁ ମାନବ ପ୍ରେରଣ କରିଥିବା ବିଶ୍ଵର ସବୁଠାରୁ ପ୍ରଥମ ଦେଶ ହେଉଛି ଆମେରିକା ।

11- ଦୁନିଆର ସବୁଠାରୁ ପୌଷ୍ଟିକ ଦୁଗ୍ଧ କାହାର ବୋଲି ମାନାଯାଇଥାଏ ?

ଉତ୍ତର;- ଦୁନିଆର ସବୁଠାରୁ ପୌଷ୍ଟିକ ଦୁଗ୍ଧ ଗାଈର ବୋଲି ମାନାଯାଇଥାଏ ।

12- ଭାରତରେ ସବୁଠାରୁ ପ୍ରଥମେ କାରୋନା କେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର;- ଭାରତରେ ସବୁଠାରୁ ପ୍ରଥମେ କାରୋନା କେରଳ ରାଜ୍ୟରେ ହୋଇଥିଲା ।

13- ସବୁଠାରୁ ଅଧିକ ଅକ୍ଷିଜେନ ଦେଉଥିବା ଗଛ କଣ ଅଟେ ?

ଉତ୍ତର;- ସବୁଠାରୁ ଅଧିକ ଅକ୍ଷିଜେନ ଦେଉଥିବା ଗଛ ହେଉଛି ଓସ୍ତ ଗଛ ।

14- ଭାରତର ସନ୍ଧାନ କିଏ କରିଥିଲେ ?

ଉତ୍ତର;- ଭାରତର ସନ୍ଧାନ ଭାସ୍କୋଡାଗାମା କରିଥିଲେ ।

15- ଅଯୋଧ୍ୟାର ରାମ ମନ୍ଦିରକୁ ବନାଇବା ପାଇଁ କେତେ ସମୟ ଲାଗିଥିଲା ?

ଉତ୍ତର;- ଅଯୋଧ୍ୟାର ରାମ ମନ୍ଦିରକୁ ବନାଇବା ପାଇଁ 3 ବର୍ଷ ସମୟ ଲାଗିଥିଲା ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *