ଦୁନିଆର ସବୁଠାରୁ ଭଲ ଭୋଜନ କେଉଁଠାରେ ମିଳିଥାଏ ? General Knowledge

ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରିବା ।

1- ଦୁନିଆର ସବୁଠାରୁ ଭଲ ଭୋଜନ କେଉଁ ଦେଶରେ ମିଳିଥାଏ ?

ଉତ୍ତର;- ଦୁନିଆର ସବୁଠାରୁ ଭଲ ଭୋଜନ ଇଟାଲୀ ଦେଶରେ ମିଳିଥାଏ ।

2- କେଉଁ ପକ୍ଷୀ ଜିଏକି, ନିଜର ଅଧା ଦିମାଗକୁ ଶୁଆଇ ପାରେ ?

ଉତ୍ତର;- ବତକ, ଜିଏକି ନିଜର ଅଧା ଦିମାଗକୁ ଶୁଆଇ ପଡ଼ିଥାଏ ।

3- କେଉଁ ଫଳରୁ ଆମକୁ ତେଲ ପ୍ରାପ୍ତ ହୋଇଥାଏ ?

ଉତ୍ତର;- ନଡିଆରୁ ଆମକୁ ତେଲ ମିଳିଥାଏ ।

4- କେଉଁ ପକ୍ଷୀ ନିଜ ପିଲାକୁ କ୍ଷୀର ପିଆଇଥାଏ ?

ଉତ୍ତର;- ବାଦୁଡି ନିଜ ପିଲାକୁ କ୍ଷୀର ପିଆଇଥାଏ ।

5- ଭାରତର ରାଷ୍ଟ୍ରୀୟ ମିଠାର ନାମ କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ମିଠାର ନାମ ହେଉଛି ଜିଲାପୀ ।

6- ଭାରତର ସବୁଠାରୁ ବଡ ତାଜା ପାଣିର ଝରଣା କିଏ ?

ଉତ୍ତର;- ଭାରତର ସବୁଠାରୁ ବଡ ତାଜା ପାଣିର ଝରଣା ହେଉଛି ବୁଲର ।

7- ପୃଥିବୀର 8 ଟି ଆଶ୍ଚର୍ଯ୍ୟ ମଧ୍ୟରୁ କେଉଁ ଆଶ୍ଚର୍ଯ୍ୟ ଆଗ୍ରାରେ ଅବସ୍ଥିତ ଅଛି ?

ଉତ୍ତର;- ପୃଥିବୀର 8 ଟି ଆଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାରେ ଅବସ୍ଥିତ ଥିବା ଆଶ୍ଚର୍ଯ୍ୟ ହେଉଛି ତାଜମହଲ ।

8- ହାୱାମହଲ ଭାରତର କେଉଁ ସହରରେ ଅବସ୍ଥିତ ଅଛି ?

ଉତ୍ତର;- ହାୱାମହଲ ଭାରତର ଜୟପୁର ସହରରେ ଅବସ୍ଥିତ ।

9- ହାତୀ କେଉଁ ରଙ୍ଗ ଦେଖିଲେ ପାଗଳ ହୋଇଯାଇଯାଏ ?

ଉତ୍ତର;- ହାତୀ ହଳଦିଆ ରଙ୍ଗ ଦେଖିଲେ ପାଗଳ ପରି ହୁଏ ।

10- ଶରୀରର କେଉଁ ଅଂଶ ମରିବା ପରେ ବି ବଢି ଚାଲିଥାଏ ?

ଉତ୍ତର;- ଶରୀରର ନଖ ମରିବା ପରେ ବି ବଢିଥାଏ ।

11- ମସଲାର ରାଣୀ କାହାକୁ କୁହାଯାଇଥାଏ ?

ଉତ୍ତର;- ମସଲାର ରାଣୀ ଅଳେଇଚକୁ କୁହାଯାଇଥାଏ ।

12- ମନୁଷ୍ୟ ଶରୀରରେ କେତେ ଖଣ୍ଡ ହାଡ ରହିଥାଏ ?

ଉତ୍ତର;- ମନୁଷ୍ୟ ଶରୀରରେ 206 ଖଣ୍ଡ ହାଡ ରହିଥାଏ ।

13- କେଉଁ ରାଜ୍ୟରେ ଚନ୍ଦନର ଘଞ୍ଚ ଜଙ୍ଗଲ ଅଛି ?

ଉତ୍ତର;- କର୍ଣ୍ଣାଟକ ରାଜ୍ୟରେ ଚନ୍ଦନର ଘଞ୍ଚ ଜଙ୍ଗଲ ଅଛି ।

14- କେଉଁ ମାଛ ପବନରେ ଉଡିଥାଏ ?

ଉତ୍ତର;- ଫ୍ଲାଇଙ୍ଗ ଫିସ୍ ପବନରେ ଉଡିଥାଏ ।

15- ଭାରତର ରାଷ୍ଟ୍ରୀୟ ପର୍ବ କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ପର୍ବ ହେଉଛି ସ୍ଵାଧୀନତା ଦିବସ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *