2 ଟି ପିଲାର ମା’ ହେବା ପରେ ହେଲା ଡିଭୋର୍ସ, 40 ବର୍ଷ ବୟସରେ ବି ଲାଗନ୍ତି ବହୁତ ହଟ, ଫିଲ୍ମ ଷ୍ଟାଇଲ ରେ ଆରମ୍ଭ ହେଇଥିଲା ଲଭ ଷ୍ଟୋରି

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ସ୍ତ୍ରୀ ସୁଜେନ ଖାନ ଲମ୍ବା ସମୟ ପର୍ଯ୍ୟନ୍ତ ବନ୍ଧୁଥିଲେ ଏବଂ ପରେ ସେମାନଙ୍କ ଭିତରେ ପ୍ରେମ ର ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିବା ପରେ ବିବାହ ମଧ୍ୟ କରିନେଲେ । ଏହି ଦୁଇ ଜଣଙ୍କ ପ୍ରେମ ର କାହାଣୀ ଏକ ସିନେମା ପରି ଥିଲା ହୃତିକ ସୁଜେନ ଙ୍କୁ ଏକ ଟ୍ରାଫିକ ସିଗନାଲ ପାଖରେ ଦେଖିଥିଲେ ।


ପ୍ରଥମ ଦେଖାରେ ହିଁ ସେ ସୁଜେନ ଙ୍କ ପାଇଁ ପାଗଳ ହୋଇଗଲେ । ଏହା ପରେ ସେମାନେ ୨୦ ଡିସେମ୍ବର ୨୦୦୦ ମସିହାରେ ବିବାହ କରିଥିଲେ । ତେବେ କିନ୍ତୁ ବିବାହ ର ୧୪ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଗଲେ କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ସେମାନେ ନିଜ ପିଲାଙ୍କ ପାଇଁ ଏକାଠି ସାଙ୍ଗ ଭଳି ଦେଖା ହେଉଛନ୍ତି । ହୃତିକ ବଲିଉଡ ର ଷ୍ଟାଇଲିସ ଏବଂ ହ୍ୟାଣ୍ଡସମ ହିରୋ ଏବଂ ସୁଜେନ ମଧ୍ୟ ନିଜ ସୁନ୍ଦରତା ରେ କାହା ଠାରୁ କମ ନୁହେଁ ।

ସେ ୪୦ ବର୍ଷ ବୟସରେ ମଧ୍ୟ ବହୁତ ସୁନ୍ଦର ଏବଂ ଆକର୍ଷକ ଦେଖା ଯାଆନ୍ତି । ତେବେ ଯେତେବେଳେ ଏହି ଦୁଇ ଜଣଙ୍କର ଛାଡପତ୍ର ର ଖବର ଆସିଲା ସେତେବେଳେ କେହି ବି ଏହାକୁ ବିଶ୍ୱାସ କରି ପାରିଲେ ନାହିଁ । ଏତେ ବର୍ଷ ଏକାଠି ହୋଇ ମଧ୍ୟ ସେମାନେ ଏବେ ଅଲଗା ହେବାକୁ ଯାଉଛନ୍ତି । ସୁଜେନ ଙ୍କୁ ଯେତେବେଳେ ଏହି ବିଷୟରେ ପ୍ରଶ୍ନ କରାଗଲା ସେତେବେଳେ ସେ କହିଲେ କି ଆମେ ଏବେ ଏଭଳି ସ୍ଥାନ ରେ ଛିଡା ହୋଇଛୁ ଯେଉଁଠି ଆମ ଦୁଇ ଜଣଙ୍କ ର ଅଲଗା ରହିବା ଟା ହିଁ ଭଲ ।


ଏକ ମିଛ ସମ୍ପର୍କ ରେ ବାନ୍ଧି ହୋଇ ରହିବା ଅପେକ୍ଷା ଅଲଗା ଅଲଗା ହୋଇ ନିଜ ର ଜୀଵନ କୁ ଭଲ ଭାବରେ ବଞ୍ଚିବା ଉଚିତ । କିନ୍ତୁ ଏହି ଛାଡ଼ପତ୍ର ପରେ ଏମାନେ ଦୁଇଜଣ ଅଧିକ ନିକଟସ୍ଥ ହେବାକୁ ଲାଗିଲେ । ଏବଂ ସୁଜେନ ମଧ୍ୟ କହିଲେ କି ଏହା ଆଗରୁ ଆମେ କେବେବି ଏତେ କଥା ହେଉ ନଥିଲୁ ଯେତେ ଏବେ ହେଉଛୁ ଏବଂ ଆମ ପିଲା ହିଁ ଆମ ପାଇଁ ସର୍ଵ ପ୍ରଥମରେ ଆସନ୍ତି ତେଣୁ ଯେତେବେଳେ ବି ଆମ ପିଲାଙ୍କ କଥା ଆସେ ସେତେବେଳେ ନିଜ ଭିତରେ ଥିବା ମତ ଭେଦ କୁ ଭୁଲି ଆମେ ଏକାଠି ତାଙ୍କ ବିଷୟରେ ଭାବି ଥାଉ ।


ତେବେ ଖବର ଆସୁଥିଲା କି ଅର୍ଜୁନ ରାମପାଳ ଙ୍କ ସହ ସୁଜେନ ଙ୍କ ପ୍ରେମ ସମ୍ପର୍କ ଥିଲା ଏବଂ ଏହା ଯୋଗୁଁ ହିଁ ସେମାନଙ୍କ ଛାଡ଼ପତ୍ର ହୋଇଛି । ତେବେ ବର୍ତ୍ତମାନ ହୃତିକ ଏବଂ ସୁଜେନ ଙ୍କ ଭିତରେ ଧୀରେ ଧୀରେ ଭଲ ସଂପର୍କ ଏବଂ ଭାବ ଗଢି ଉଠିଛି ହୁଏ ତ ସେମାନେ ଶୀଘ୍ର ଏକାଠି ମଧ୍ୟ ହୋଇ ପାରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *