ଏହି 2 ଟି ନାମର ମହିଳାଙ୍କୁ ମିଳେ ନାହିଁ ସ୍ବାମୀଙ୍କ ପ୍ରେମ ସାରା ଜୀବନ ରୁହନ୍ତି ଦୁଃଖୀ (Astrology)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ହେଉଛି ଦୁଇଟି ମନର ମିଳନ । ଏହା ହେଉଛି ସବୁଠାରୁ ପବିତ୍ର ବନ୍ଧନ । ପ୍ରତ୍ୟେକ ପତି ଓ ପତ୍ନୀ ଙ୍କ ମଧ୍ୟରେ ଏହି ବିବାହ ସମ୍ବନ୍ଧ କୁ ନେଇ ବିଶ୍ୱାସ ଓ ଭଲ ପାଇବା ରହିବା ନିହାତି ଆବଶ୍ୟକ । ଏହା ହିଁ ହେଉଛି ବିବାହ ବନ୍ଧନ ର ଦୃଢ଼ ସୂତ୍ର । ଯଦି କୌଣସି ସମ୍ପର୍କରେ ବିଶ୍ୱାସ ଓ ଭଲ ପାଇବା ନଥାଏ ତେବେ ବନ୍ଧନ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଶାସ୍ତ୍ର ଅନୁସାରେ ଏଭଳି କିଛି ନାମ ରହିଛି ଯେଉଁ ମାନଙ୍କୁ କେବେବି ଜୀବନ ରେ ସ୍ୱାମୀ ଙ୍କ ଭଲ ପାଇବା ମିଳି ନଥାଏ ।

ସେମାନେ ସର୍ବଦା ଦୁଃଖୀ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ର ମହିଳା ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, “P” । ଯେଉଁ ମହିଳା ଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେବେବି ନିଜ ସ୍ୱାମୀ ଙ୍କ ଠାରୁ ଖୁସି ରୁହନ୍ତି ନାହିଁ ।

ଏହି ନାମ ର ମହିଳା ନିଜ ସ୍ୱାମୀ ଙ୍କ ଠାରୁ କିଛି ଅତ୍ୟଧିକ ଆଶା ରଖିଥାନ୍ତି ଏବଂ ଏହା ଚାହାନ୍ତି ଯେ, ସେମାନଙ୍କ ସ୍ୱାମୀ ତାଙ୍କୁ ହିଁ କେବଳ ଧ୍ୟାନ ଦିଅନ୍ତୁ ଓ ସମସ୍ତ କଥା ସେୟାର କରନ୍ତୁ । ଏହି ନାମର ମହିଳା ଙ୍କୁ ସର୍ବଦା ନିଜ ଭଲ ପାଇବାକୁ ହରାଇ ବସିବାର ଡର ରହିଥାଏ । ଯେଉଁ କାରଣରୁ ଏମାନେ ସର୍ବଦା ହିଁ ଦୁଃଖୀ ରୁହନ୍ତି ।


୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି, “K” । ଯେଉଁ ମହିଳା ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ କେବେବି ନିଜ ସ୍ୱାମୀ ଙ୍କ ଠାରୁ ଖୁସି ରେ ରୁହନ୍ତି ନାହିଁ । ଯାହାର ଏକ ସବୁଠାରୁ ବଡ଼ କାରଣ ହେଉଛି ଏମାନେ ସର୍ବଦା ନିଜ ସ୍ୱାମୀ ଙ୍କ ଉପରେ ସନ୍ଦେହ କରିଥାନ୍ତି । ଯଦିଓ ଏମାନେ ସ୍ଵଭାବ ରୁ ଖରାପ ନୁହଁନ୍ତି, କିନ୍ତୁ ଏମାନେ ନିଜ ସ୍ୱାମୀ ଙ୍କୁ ଅନ୍ୟ କୌଣସି ମହିଳା ସହିତ ଦେଖି ପାରନ୍ତି ନାହିଁ ।

ଏହା ହିଁ ମୁଖ୍ୟ କାରଣ ହେଉଛି ଏମାନେ ସର୍ବଦା ଦୁଃଖୀ ରୁହନ୍ତି । ଏହା ବ୍ୟତୀତ ଏହି ନାମର ମହିଳା ଚାହାନ୍ତି ଯେ, ଏମାନଙ୍କ ସ୍ୱାମୀ ପ୍ରତି ମୁହୂର୍ତ୍ତ ତାଙ୍କୁ ହିଁ ଭଲ ପାଇବା ଦିଅନ୍ତୁ ଏବଂ ଏହାଛଡା ଅନ୍ୟ କୌଣସି କାମ ନ କରନ୍ତୁ । ଯଦି ଏମାନଙ୍କ ସ୍ୱାମୀ ଏଭଳି କରନ୍ତି ନାହିଁ ଏମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ରୁହନ୍ତି । ତେଣୁ ଏହି ନାମର ମହିଳା ସବୁବେଳେ ଦୁଃଖ ରେ ରୁହନ୍ତି ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *