2 ଟି କଞ୍ଚା ଲଙ୍କା ରାତିରେ ପାଣିରେ ପକାଇ 4 ଦିନ ପାଣି ପିଇବା ଦ୍ୱାରା ଯାହା ହେବ ଆପଣ କେବେ ଭାବି ବି ନଥିବେ ? (Health Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଞ୍ଚାଲଙ୍କା ର ବ୍ୟବହାର ସମସ୍ତେ କରିଥାନ୍ତି । ଏହାକୁ ପ୍ରାୟତଃ ଖାଦ୍ୟ ର ସ୍ୱାଦ ବଢ଼ାଇବା ନିମନ୍ତେ ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ମନୁଷ୍ୟ ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ ମଧ୍ୟ ଅଟେ । କଞ୍ଚା ଲଙ୍କା ରେ ଆଇରନ, ପ୍ରୋଟିନ ଏବଂ ପୋଟାସିୟମ ସହିତ ଭିଟାମିନ ଏ, ବି ଏବଂ ସି ଭରପୁର ମାତ୍ରାରେ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କଞ୍ଚାଲଙ୍କା ଦ୍ଵାରା ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବ ।

ଆସନ୍ତୁ ଉକ୍ତ ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରତିଦିନ ରାତିରେ ୨ଟି କଞ୍ଚା ଲଙ୍କା ନେଇ ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଲଙ୍କା ୨ଟି କୁ ମଝି ରୁ କାଟି ଦିଅନ୍ତୁ । ଏହାପରେ ସେହି ଲଙ୍କା କୁ ଏକ ଗ୍ଲାସ ପାଣିରେ ପକାଇ ରାତି ସାରା ସେଭଳି ରଖି ଦିଅନ୍ତୁ । ସକାଳୁ ଉଠିବାର କିଛି ସମୟ ପରେ ଆପଣ ଏହି ପାଣି ର ସେବନ କରନ୍ତୁ ।

ସକାଳେ ଏହି ପାଣି ପିଇବା ଦ୍ୱାରା ମନୁଷ୍ୟ ର ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍ ରହିଥାଏ । ଏହା ସହିତ ଆପଣଙ୍କୁ କୌଣସି ଦୁର୍ବଳତା ଜଣାପଡ଼ି ନଥାଏ । ଏହି ଉପାୟ କୁ ଲଗାତାର ୪ ଦିନ ପର୍ଯ୍ୟନ୍ତ ଏହି ପାଣି ପିଇବା ଦ୍ୱାରା ମନୁଷ୍ୟ ର ଇମ୍ୟୁନିଟି ପାୱାର ବୁଷ୍ଟ୍ ହୋଇଥାଏ । ଯାହା ଶରୀର କୁ ବହୁ ପ୍ରକାର ରୋଗ ରୁ ବଞ୍ଚାଇଥାଏ । ଏହି ପାଣି ପିଇବା ଦ୍ୱାରା ଆପଣଙ୍କ ଲିବର ଇନ୍ଫେକ୍ସନ୍ ମଧ୍ୟ ହୋଇ ନଥାଏ ।

ତେଣୁ ଯଦି ଆପଣ ମଧ୍ୟ ଏହି ସବୁ ରୋଗରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଆପଣ ପ୍ରତିଦିନ ୨ଟି ଲଙ୍କା କୁ ନେଇ ଉପରୋକ୍ତ ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆପଣ ଏହି ଉପାୟ କରିବା ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିବେ ଏବଂ ଏହାଦ୍ବାରା ଆପଣଙ୍କୁ କୌଣସି ବି ରୋଗ ହେବ ନାହିଁ । ତେଣୁ ଯଦି ଆପଣ ଏଭଳି ଚମତ୍କାରୀ ଲାଭ ପ୍ରାପ୍ତ କରିବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ ଏହି ଉପଚାର କୁ ପ୍ରସ୍ତୁତ କରି ଏହାର ସେବନ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *