2 ବର୍ଷ ଭିତରେ ଭାରତରେ ମିଶିବ POK ? କହିଲେ Union Minister Kapil Patil, ଦେଖନ୍ତୁ କିପରି ?

ବନ୍ଧୁଗଣ ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ସ୍ତରର ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆପଣ ମାନଙ୍କ ହୋସ ଉଡେଇଦେବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସାରା ଦେଶରେ ବର୍ତ୍ତମାନ ଏହି ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଭାରତରେ ମିଶିଯିବ ପିଓକେ ।


ଆଗାମୀ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ଭାରତର ଏକ ଅଂଶ ହୋଇଯିବ । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କପିଲ ପାଟିଲ । ଏହା ସହ ଦେଶ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେମିତି କାମ କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ର ଥାନେ ସ୍ଥିତ କଲ୍ୟାଣ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି କପିଲ ।

କେବଳ ଏତିକି ନୁହେଁ ସେ କହିଛନ୍ତି ମୋଦୀ କେବଳ ଆଳୁ ଓ ପିଆଜ ଦାମ କମାଇବା ପାଇଁ ପ୍ରଧାନ ମନ୍ତ୍ରୀ ହୋଇ ନାହାନ୍ତି । ପିଆଜ ଦାମ ବୃଦ୍ଧି ହେଲେ ଲୋକମାନେ ଅଭିଯୋଗ କରୁଛନ୍ତି ।ହେଲେ ଲୋକମାନେ ମଟନ କିମ୍ବା ପିଜାକୁ ଅଧିକ ଦାମରେ କିଣିବା ପାଇଁ ସଙ୍କୋଜ କରନ୍ତି ନାହିଁ । ହେଲେ ଜରୁରୀ ସାମଗ୍ରୀର ମୂଲ୍ୟ ବଢିଲେ କେହି ସମର୍ଥନ କରନ୍ତି ନାହିଁ ।

ଏହା ସହ ସେ କହିଛନ୍ତି ଯେ, ଦେଶର ନାଗରିକ ଅଧିନିୟମ ସଂଶୋଧନ ଜାମୁ କାଶ୍ମୀରରୁ ଧାରା ୩୭୦ ଓ ୩୫A ଉଚ୍ଛେଦ ବେଳେ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର ।ଆସନ୍ତା ୨୦୧୪ରୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ସମ୍ଭବତଃ ଭାରତର ଅଂଶ ହୋଇଯିବ । ପାକ ଅଧିକୃତ କାଶ୍ମୀରକୁ ନେଇ କେନ୍ଦ୍ର ମନ୍ତ୍ରୀ ଦେଇଥିବା ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ୭୦୦ ଟଙ୍କା ଦରରେ କେଜିଏ ମାଂସ ଓ ୬୦୦ ରୁ ୭୦୦ ଟଙ୍କା ଦେଇ ପିଜା କିଣୁ ଛନ୍ତି ।

ହେଲେ ୧୦ ଟଙ୍କାରେ ପିଆଜ ଓ ୪୦ ଟଙ୍କାରେ ବିଲାତି କିଣିବା ଆମ ପାଇଁ ମହଙ୍ଗା ପଡିଯାଉଛି ।ଯଦି କୌଣସି ଜିନିଷର ମୂଲ୍ୟ ବୃଦ୍ଧି ପଛର କାରଣ ନଜାଣନ୍ତି ତେବେ ତା ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଦାୟୀ କରିବା ଉଚିତ ନୁହେଁ ବୋଲି କେନ୍ଦ୍ର ସରକାର କହିବା ସହ ପିଓକେ ଭାରତରେ ମିଶିଯିବା କଥାକୁ ବାରମ୍ବାର ଦୋହୋରାଇ ଥିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *