ଦୁବାଇର ସୁନା ବଜାର (Dubai Gold Market) ଦେଖି ଆଖି ଝଲସି ଯିବ, ଏତେ ଶସ୍ତା ସୁନା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ର ଯୁଗ ହେଉଛି ସ୍ମାର୍ଟ ଯୁଗ ସୋସିଆଲ ମିଡ଼ିଆ ର ଯୁଗ ଏଠି ସବୁ କାମ ଏହି ସୋସିଆଲ ମିଡ଼ିଆ ରେ ହୋଇଯାଏ । ଏଠାରେ ଅନେକ ଆପ ଅଛି ଯାହା ଦ୍ୱାରା ଲୋକ ମାନେ ନିଜର ସମୟ ଅତିବାହିତ କରୁଛନ୍ତି ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଏକ ଆପ ଅଛି ଯେଉଁଥିରେ ଅଧିକାଂଶ ଲୋକ ନିଜର ପ୍ରତିଭା ଦେଖାଇ ଲୋକ ମାନଙ୍କ ର ମନୋରଞ୍ଜନ କରୁଥାନ୍ତି ତେବେ ସେହି ଆପ ହେଉଛି ୟୁଟିୟୁବ ।

ଏହି ଆପ ରେ ଲୋକମାନେ କେବଳ ନିଜର ମନୋରଞ୍ଜନ କିମ୍ବା ଟାଇମ ପାସ ନୁହେଁ ବରଂ ଭିଡିଓ ବନେଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି । ତେବେ ସେହିଭଳି ଜଣେ ମହିଳା ନିଜର ଏକ ଭିଡିଓ ରେ ଆମେରିକା ରେ ମଜଦୁର ମାନେ କେତେ ଟଙ୍କା ରୋଜଗାର କରନ୍ତି ସେହି ବିଷୟରେ ଆଲୋଚନା କରି ନେବା

ତେବେ ବନ୍ଧୁଗଣ ୟୁଟିୟୁବ ରେ ଅଧିକାଂଶ ଲୋକ ବ୍ଲଗ ଭିଡିଓ ବନାଉ ଛନ୍ତି ଅର୍ଥାତ ନିଜର ନୀତିଦିନ ଜୀଵନ ରେ କଣ ସବୁ ଘଟୁଛି ଏବଂ ସେମାନେ କଣ ସବୁ କାର୍ଯ୍ୟ କରୁଛନ୍ତି କେଉଁଆଡ଼େ ବୁଲିବାକୁ ଯାଉଛନ୍ତି କିମ୍ବା କିଛି ନୂଆ ଜିନିଷ ଜାଣିଛନ୍ତି ସେ ସମ୍ପର୍କରେ ସେ ଭିଡିଲ ବନାଇଥାନ୍ତି ଏବଂ ଲୋକମାନେ ମଧ୍ୟ ସେହି ଭିଡିଓ ଗୁଡିକ କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ।

ତେବେ ସେହି ଭଳି ଜଣେ ୟୁଟିୟୁବର ହେଉଛନ୍ତି ଓଡ଼ିଆ ବିୟୁଟି ଆଣ୍ଡ ଲାଇଫ ଷ୍ଟାଇଲ । ସେ ଜଣେ ଓଡ଼ିଆ ଝିଅ ତାଙ୍କର ଘର ହେଉଛି ଓଡ଼ିଶାରେ କିନ୍ତୁ ବର୍ତ୍ତମାନ ସେ ଦୁବାଇରେ ବାସ କରୁଛନ୍ତି । ତେବେ ସେ ନିଜର ଏକ ବ୍ଲଗ ଭିଡିଓ ରେ ସେ ଦୁବାଇରେ ଗାଁ କିପରି ଦେଖାଇଛନ୍ତି । ତେବେ ଦୁବାଇରେ ଆପଣ ଜାଣିଥିବେ ସୁନା ଏତେ ପ୍ରସିଦ୍ଧ ଅଟେ କି ଏହାକୁ ସିଟି ଅଫ୍ ଗୋଲ୍ଡ ମଧ୍ୟ କୁହାଯାଇଥାଏ ଆଉ ସେଠାକାର ଶେଖ୍ ସୁନାକୁ କେବଳ ପିନ୍ଧନ୍ତି ନାହିଁ ସୁନାର ଗାଡ଼ିରେ ମଧ୍ୟ ବୁଲନ୍ତି ଆଉ ସୁନାର ଖାଦ୍ୟ ଖାଆନ୍ତି ।

ଦୁବାଇର ଲୋକମାନଙ୍କ ପାଖରେ ଏତେ ସୁନା ଅଛି କି ସେ ଅନେକ ଥର ଭାବନ୍ତି ଏହି ଟଙ୍କାକୁ ସେ କିପରି ଖର୍ଚ୍ଚ କରିବେ ଆଉ ସେଥିପାଇଁ ସେ ସୁନା ଦ୍ଵାରା କିଛି ଏପରି ଜିନିଷ ବନାଇଥାନ୍ତି ଯାହା କେହି ଭାବି ପାରିବେ ନାହିଁ ବାକି ଦେଶରେ ତ ଲୋକମାନେ ସୁନାର ଗହଣା ବୋହୁତ କଷ୍ଟରେ କିଣି ପାରନ୍ତି କିନ୍ତୁ ଦୁବାଇର ଲୋକମାନେ ନିଜ ଘରକୁ ସଜାଇବା ପାଇଁ ସୁନାର ପତ୍ର ବନାଉଛନ୍ତି ।

ଲୋକମାନେ କୁହନ୍ତି ଦୁବାଇର ଲୋକମାନେ ତେଲ ଆଉ ଟୁରିଷ୍ଟ ମାନଙ୍କ ପାଇଁ ଧନୀ ହୋଇଥାନ୍ତି କିନ୍ତୁ ଏହା ବୋହୁତ କମ୍ ଲୋକ ଜାଣିଛନ୍ତି କି ଦୁବାଇର ବିକାଶରେ ସୁନାର ମଧ୍ୟ ହାତ ରହିଛି ଏଠାରେ ଅତ୍ୟଧିକ ସୁନାର ବଜାର ରହିଛି ଆଉ ଏହି ବଜାରରୁ ୧୦୦୦ କିଲୋଗ୍ରାମ ସୁନା ଦିନକରେ ବିକ୍ରି କରା ଯାଇଥାଏ । ତେବେ ଦୁନିଆରେ ସବୁଠାରୁ ସୁଦ୍ଧ ସୁନା ଦୁବାଇରେ ମିଳିଥାଏ ବାକି ଦେଶରେ ସୁନା ଉପରେ ଅନେକ ଟ୍ୟାକ୍ସ ଲାଗିଥାଏ ଯାହା ସୁନାକୁ ବୋହୁତ ମହଙ୍ଗା କରି ଦେଇଥାଏ କିନ୍ତୁ ଦୁବାଇରେ ସୁନା କିଣିଲେ କୌଣସି ଟ୍ୟାକ୍ସ ଲାଗିନଥାଏ ।

ସିବିଆଇସି ମୁତାବକ କୌଣସି ବି ଭାରତୀୟ ଯାତ୍ରୀ ଯାହାଙ୍କ ପାଖରେ ଇଣ୍ଡିଆନ ପାସପୋର୍ଟ ରହିଛି ଆଉ ସେ ୧ ବର୍ଷରୁ ଦୁବାଇରେ ରହୁଛି ତେବେ ସେ ଦୁବାଇରୁ ନିଜ ସହ ସୁନାର ଅଳଙ୍କାର ଆଣି ପାରିବ କିନ୍ତୁ ଏହାର ମଧ୍ୟ କିଛି ଲିମିଟ ରହିଛି ଯଦି ଆପଣ ଜଣେ ପୁରୁଷ ଅଟନ୍ତି ।

ତେବେ ଆପଣ ୨୦ ଗ୍ରାମ ସୁନା ବିନା ଟ୍ୟାକ୍ସରେ ନିଜ ସହିତ ଆଣି ପାରିବେ ଏବଂ ଯଦି ଆପଣ ମହିଳା ଅଟନ୍ତି ତେବେ ଆପଣ ୪୦ ଗ୍ରାମ ସୁନା ନିଜ ସହିତ ବିନା ଟ୍ୟାକ୍ସରେ ଆଣି ପାରିବେ କିନ୍ତୁ ଯଦି ଆପଣ ଦୁବାଇରୁ ଏହାଠାରୁ ଅଧିକ ସୁନା ଆଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ତେବେ ସେ ୟୁଟିୟୁବର ମଧ୍ୟ ନିଜର ଭିଡ଼ିଓରେ ସବୁ ଦୋକାନ ବୁଲି ବୁଲି ଦେଖାଉ ଥିଲେ ।  ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *