Dolo 650 ବ୍ୟବହାର କରୁଛନ୍ତି କି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ନହେଲେ…

ବନ୍ଧୁଗଣ କରୋନା ମହାମାରୀ ଦେଶକୁ ଭାଙ୍ଗି ଦେଇଛି । ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀର ସଂକ୍ରମଣ ହେତୁ ଅନେକ ଲୋକ ନିଜ ଜୀବନ ଓ ଜୀବିକା ହରାଇ ବସିଛନ୍ତି । କରୋନା ମହାମାରୀର ତୃତୀୟ ଲହର ଓମିକ୍ରନ ବର୍ତ୍ତମାନ ସାରା ଦେଶରେ ଚିନ୍ତା ବଢାଇବାକୁ ଲାଗିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଦେଶରେ କରୋନା ପାଇଁ ଲକଡାଉନ ଜାରି କରାଯାଇଥିଲା ଓ ଏବେ ଦେଶର ସ୍ଥିତିକୁ ଦେଖି ନାଇଟ କରଫ୍ଯୁ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି ।

କୋରୋନା ମହାମାରୀରେ ଅଧିକାଂଶ କ୍ଷେତ୍ରରେ କେବଳ ଥଣ୍ଡା, କାଶ, ଜ୍ୱର ଏବଂ ଫୁସଫୁସ ସଂକ୍ରମଣର ଅଭିଯୋଗ ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ର ସଠିକ୍ ଚିକିତ୍ସା ମିଳିପାରି ନାହିଁ, ଯେଉଁଥିପାଇଁ ଡାକ୍ତରମାନେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କୋରୋନା ଲକ୍ଷଣ ଆଧାରରେ ଚିକିତ୍ସା କରୁଛନ୍ତି । କୋରୋନାର ଏହି ସମୟରେ, ଥଣ୍ଡା, ଜ୍ୱର ଆଦି ଲକ୍ଷଣ ଦେଖା ଦେଲେ ଅଧିକାଂଶ ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧର ସେବନ କରୁଛନ୍ତି ।

ବନ୍ଧୁଗଣ ଦେଶରେ ଅନେକ ଲୋକ କରୋନା ଟୀକା ନେଇଥିବା ବେଳେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସେମାନଙ୍କ ଉପରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିଛି । ତେବେ ଜ୍ୱର, ହାତ ଏବଂ ପାଦ ଯନ୍ତ୍ରଣା ହେଲେ ଡୋଲୋ -650 ଔଷଧକୁ ମଧ୍ୟ ଲୋକମାନେ ବହୁଳ ମାତ୍ରାରେ ବ୍ୟବହୃତ କରାଯାଉଛି । ହେଲେ ବନ୍ଧୁଗଣ ଏହି ଔଷଧ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଔଷଧ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଔଷଧ ବିଷୟରେ । ଅନେକ ଲୋକ କୌଣସି ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ବ୍ୟବହାର କରୁଛନ୍ତି  । ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅନ୍ୟ ଔଷଧ ପରି, ଡୋଲୋ -650ର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରୋଗୀମାନଙ୍କ ଉପରେ ଦେଖାଯାଏ ।

ଏପରି ପରିସ୍ଥିତିରେ, ଏହା ଜରୁରୀ ଯେ ଯେତେବେଳେ ବି ଏହି ଔଷଧ ସେବନ କରାଯାଏ, ଏହାକୁ କେବଳ ଡାକ୍ତରୀ ପରାମର୍ଶ ମାଧ୍ୟମରେ ଗ୍ରହଣ କରାଯିବା ଉଚିତ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *